• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Attack

Heavy Cyberattack
ଇରାନର ପରମାଣୁ ଘାଟିରେ ବଡ଼ ଧରଣର ସାଇବର ଆଟାକ୍; ସମସ୍ତ ସରକାରୀ ସେବା ଠପ୍

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଆଜି ଇରାନର ଆଣବିକ ଘାଟି ସମେତ ଅନେକ ସରକାରୀ ପ୍ରତିଷ୍ଠାନ ଉପରେ ଏକକାଳୀନ ସାଇବର ଆଟାକ ହୋଇଛି।

Mobile Hacking, Cyber Fraud
ସାବଧାନ ! ବାହାରେ ଫୋନ୍‌ ଚାର୍ଜ କରୁଛନ୍ତି କି, ହୋଇପାରନ୍ତି ‘ଜୁସ୍‌ ଜ୍ୟାକିଂ’ର ଶିକାର

ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।

Cyber Crime
ଗୋଟିଏ ଲାଇକ୍‌ କରନ୍ତୁ ୫୦ ଟଙ୍କା ପାଆନ୍ତୁ ! ଏମିତି ଜାଲରେ ପଡ଼ି ୩୯ ଲକ୍ଷ ହରାଇଲେ DGM

ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।

AIIMS Server Hacked
ସୁଧୁରିବନି ଚୀନ୍‌ ! ସୀମାରେ ଉତ୍ପାତ ପରେ କଲା ସାଇବର ଆଟାକ୍..

AIIMS ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।

Cyber Attack
ତାଇୱାନ୍‌ ପାଇଁ ସମରସଜ୍ଜା; ତାଇୱାନ ଚାରିପାଖ ସମୁଦ୍ରରେ ଡ୍ରାଗନ୍‌ର ଯୁଦ୍ଧାଭ୍ୟାସ

ତାଇଓ୍ୱାନ୍-ଆମେରିକା ସଂପର୍କକୁ ନେଇ ନାଲି ଆଖି ଦେଖାଇଛି ଚାଇନା। ତାଇୱାନ ଚାରିପାଖ ସମୁଦ୍ରରେ ଆଜି ସମରାଭ୍ୟାସ କରିବ ଡ୍ରାଗନ୍। ସେପଟେ ତାଇଓ୍ୱାନ ରାଷ୍ଟ୍ରପତି ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗର ୱେବସାଇଟ୍ ଉପରେ ସାଇବର୍ ଆଟାକ୍ ହୋଇଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Hacker's new Formula for cyber attack
ତୁମ ଫଟୋ ଗୋଟିଏ ଦିଅ...ବାସ୍‌ ପ୍ରେମ ହେଉ ହେଉ ଆକାଉଣ୍ଟ ଖାଲି କରିଦେଲେ

ସୁନ୍ଦର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ଯୁବକ। ଫଟୋ ଗୋଟିଏ ମିଳିଯିବା ପରେ ପାଗଳ ହୋଇଗଲେ...ଆଉ ଏହାରି ଭିତରେ ଆକାଉଣ୍ଟରୁ ଖାଲି ହେବାରେ ଲାଗିଛି ଟଙ୍କା, ଜାଣିବା ବେଳକୁ ଆଉ କିଛି ନାହିଁ

Cyber Attack
ୟୁରୋପରେ ବଡ଼ ଧରଣର ‘ସାଇବର ଆଟାକ୍‌’ ଆଶଙ୍କା, ହଜାର ହଜାର ସଂଖ୍ୟକ ୟୁଜର୍ସ ହେଲେ ଅଫ୍‌ଲାଇନ୍‌

ୟୁରୋପରେ ‘ସାଇବର ଆଟାକ୍‌’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍‌ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।