• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Past life regression therapy through which you can change your today
ଏହା ଏମିତି ଥେରାପି ଯାହା ପରିବର୍ତ୍ତନ କରିଦେବ ବର୍ତ୍ତମାନକୁ

ବିଜ୍ଞାନ ଯେତେ ଆଗକୁ ଗଲେ ବି ଜଣଙ୍କ ମନ କଥା ଜାଣିବାରେ ବିଫଳ। କିନ୍ତୁ ଏମିତି ଏକ ଥେରାପି ଅଛି ଯାହା ନିଜ ଅତୀତକୁ ମନେପକେଇ ଦେବ ଆଉ ବର୍ତ୍ତମାନକୁ କରିଦେବ ପରିବର୍ତ୍ତନ। ଆସନ୍ତୁ ଜାଣିବା ସେହି ରାଜ୍‌ ବିଷୟରେ।

This is a drunken shoe you can take it anywhere
ଆସୁଛି ମଦ ଜୋତା; ଭର୍ତ୍ତିକରି ଯେଉଁଠିକି ବି ନେଇହେବ

ଜାଣିଲେଣି କି ମଦ ଜୋତା ବିଷୟରେ? ଏକ ବିୟର କମ୍ପାନୀ ଏହାକୁ ପ୍ରସ୍ତୁତ କରୁଛି। ଏହା ଏମିତି ଜୋତା ଯେଉଁଥିରେ ମଦ ଭରି ଯେକୌଣସି ଜାଗାକୁ ବି ନେଇ ହେବ।

Chakrasana yoga benefits to increase muscle power
ଶରୀରର ଶକ୍ତି ବଢେଇବ ଚକ୍ରାସନ, ଜାଣନ୍ତୁ କେମିତି କରିବେ

ଚକ୍ରାସନ ଶରୀର ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚିନ୍ତା-ଚାପଜନିତ ସମସ୍ୟାରେ ପୀଡିତ ଲୋକମାନେ ଏହି ଆସନର ନିୟମିତ ଅଭ୍ୟାସ କରି ଲାଭ ମଧ୍ୟ ପାଇପାରିବେ। ଜାଣନ୍ତୁ ଏହାର ଉପାୟ ଓ ଅନ୍ୟାନ୍ୟ ଫଳାଫଳ।

China military drills talk of island after Pelosi visit
ସମାନା ସାମ୍‌ନି ଦୁଇ ମହାଶକ୍ତି ଆମେରିକା ଓ ଚୀନ୍

ନାନସି ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସହ ଦେଶର ସର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିବା ବେଜିଂ ଅଭିଯୋଗ କରିଛି। 

'Democracy is dead in India': Congress leaders choose black outfits to protest against price rise
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଉଗ୍ର ଆନ୍ଦୋଳନ: ବିଜେପିର ଅଭିଯୋଗ ଇଡି ଯାଞ୍ଚରୁ ବର୍ତ୍ତିବାକୁ ଆଳ

ଦିଲ୍ଲୀରେ ବ୍ୟାରିକେଡ୍ ଡେଇଁ ପ୍ରଦର୍ଶନ ବେଳେ ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ, ରାହୁଲଙ୍କ ସମେତ ବହୁ ନେତା ଅଟକ…

Shocking: Mother throws her child to death from fifth floor
ପିଶାଚୀ ସାଜିଲା ମାଆ: ୪ ମହଲାରୁ ଛୁଆକୁ ଠେଲିଦେଲା

୪ ମହଲାରୁ ୪ ବର୍ଷର ଛୁଆକୁ ଠେଲିଦେଲା ମାଆ, ହେଲେ ନିଜେ ବଞ୍ଚିଗଲା...

Akshay Kumar gets emotional after watching his sister Alka Bhatia heartfelt video
ଭଉଣୀଙ୍କ କଥା ଶୁଣି କାନ୍ଦି ପକେଇଲେ ଅକ୍ଷୟ; ଭାଇରାଲ୍ ହେଲା ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ, ଯେଉଁଥିରେ ଲୁହ ଗଡେଇ କାନ୍ଦୁଛନ୍ତି ଅକ୍ଷୟ କୁମାର। ତାଙ୍କ ସହ ଏମିତି କ’ଣ ହେଲା ଯେ ସେ ନିଜ ଲୁହକୁ ପାରିଲେନି ରୋକି। ଆସନ୍ତୁ ଜାଣିବା…

Bollywood actor Aamir Khan education qualification
କମ ପାଠ ପଢିଥିଲେ ବି ହୋଇଗଲେ 'ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌'

'ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌'ଙ୍କ ନାଁ ଉଠିଲେ ଆଖି ସାମ୍ନାକୁ ଚାଲିଆସେ ଆମୀର୍ ଖାନଙ୍କ ଚେହେରା। ବଲିଉଡ୍‌ରେ ତାଙ୍କ ଦକ୍ଷତା ଓ ଅଭିନୟ ଆଗରେ ଆଉ ସବୁ ପଡିଯାଆନ୍ତି ଫିକା। ଜାଣିଛନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ!

Know when Ajay and Kajol love story started
ଅଜୟ ସାଜିଥିଲେ କାଜୋଲଙ୍କ ଲଭ୍‌ଗୁରୁ, ହେଇଗଲେ ଦିୱାନା

କାଜୋଲଙ୍କୁ ଆଜି ୪୮ ବର୍ଷ ହୋଇଯାଇଛି। ଜାଣିଛନ୍ତି କି କିପରି ହୋଇଥିଲା ତାଙ୍କ ପ୍ରେମ? ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିନେବା ତାଙ୍କ ପ୍ରେମ କାହାଣୀକୁ ନେଇ ଅଜୟ ଦେବଗନଙ୍କ ସହ ଜଡିତ ଏକ ରୋଚକ କଥା।

apart from india these 5 countries also celebrate their independence on 15th august see full report
ଭାରତ ଛଡ଼ା ଆଉ କେଉଁ ଦେଶରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ

ଭାରତ ଭଳି ଏହି ୫ ଟି ଦେଶ ମଧ୍ୟ ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧୀନତା ହାସଲ କରିଥିଲେ । ଜାଣନ୍ତୁ କେଉଁ କେଉଁ ଦେଶ...

Special story
ଅର୍ପିତା ମୁଖାର୍ଜୀଙ୍କର ଥିଲା ୩୧ଟି ଏଲଆସି ପଲିସି : ସବୁଠି ନୋମିନି ପାର୍ଥ ଚାଟାର୍ଜୀ

ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କ ମିଲିଭଗତର ସମସ୍ତ ପ୍ରମାଣ ଇଡି ହାତରେ ।

5g data price premium to 4g over all tariffs price rise vi Vodafone idea
5G ଲଞ୍ଚ ପରେ ମହଙ୍ଗା ହେବ ରିଚାର୍ଜ ପ୍ଲାନ୍‌ !

ମହଙ୍ଗା ହେବ ରିଚାର୍ଜ ପ୍ଲାନ୍‌ ! 5G ସହ 4G ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା....

Special story
ସ୍ୱାମୀ ନା ପିଶାଚ : ସ୍ତ୍ରୀକୁ ଏସିଡ୍‌ ପିଆଇ ମାରିଦେଲା ସ୍ୱାମୀ

ସାମାନ୍ୟ କେଇଟା ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ।

Rahul Gandhi Detained Amid Massive Congress Protest
କଂଗ୍ରେସ ନେତା ରାହୁଲ ଗାନ୍ଧି ଅଟକ, ବାରିକେଡ୍‌ ଡେଇଁଲେ ପ୍ରିୟଙ୍କା

ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି। 

Special story
ତାଇୱାନ୍‌ ଅକ୍ତିଆର କରି କମ୍ପ୍ୟୁଟର ଚିପ୍ସର ଏକଚାଟିଆ କାରବାର ପାଇଁ ଚୀନ୍‌ର ଷଡ଼ଯନ୍ତ୍ର !

ତାଇୱାନ୍‌ ପାଇଁ କାହିଁକି ଆଗକୁ ଆସୁଛି ଆମେରିକା ? ଯୁଦ୍ଧ ହେଲେ ସାରା ବିଶ୍ୱରେ କି କି ପ୍ରଭାବ ପଡ଼ିବ ?

Red alert issued in 8 districts in Kerala as heavy rainfall lashes state
କେରଳରେ ବର୍ଷା ବିତ୍ପାତ: ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଦକ୍ଷିଣ ଭାରତର କେରଳରେ ବର୍ଷା ବିତ୍ପାତ...ସପ୍ତାହେ ହେଲା ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି...

gold rate
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୧୦୦ ଟଙ୍କାରେ କାରବାର ହେଉଛି ।

Special story
ଦରବୃଦ୍ଧି, ବେକାରୀ ଓ ଜିଏସଟି ବୃଦ୍ଧିର ପ୍ରତିବାଦ : ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ, ଦିଲ୍ଲୀ ପୋଲିସ ଅନୁମତି ନ ଦେବାରୁ କଂଗ୍ରେସର ଅସନ୍ତୋଷ

RBI Hikes Repo Rate By 0.50%
ଆହୁରି ମହଙ୍ଗା ହେବ ହୋମ୍‌ ଲୋନ୍‌, EMI !

ରେପୋ ରେଟ୍‌ ୦.୫୦% ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍‌ ବୃଦ୍ଧି ଯୋଗୁ EMI ଓ ଋଣ ମହଙ୍ଗା ହେବ ବୋଲି ସୂଚନା ମିଳିଛି।

Special story
ପକ୍ଷୀଙ୍କ ପାଇଁ ଷ୍ଟାର ହାଉସ୍ : ଜମାପୁଞ୍ଜି ଖର୍ଚ୍ଚ କରିଦେଲେ ରାଜକୋଟର ଜଣେ ଚାଷୀ

ଖୋଲା ଆକାଶରେ ବୁଲିବା ପରେ ପକ୍ଷୀ ଗଛରେ ରୁହନ୍ତି, ସେପରି କଙ୍କ୍ରିଟ୍ ସହର ଓ ଛଳନା ଭରା ଦୁନିଆରେ ଜଣେ ଚାଷୀ ପକ୍ଷୀଙ୍କ ପାଇଁ ନିଜର ସଞ୍ଚିତ ସବୁ କିଛି ସମର୍ପି ଦେଇଛନ୍ତି ।

Special story
ପାର୍ବଣ ଋତୁ ପୂର୍ବରୁ ଜନତାଙ୍କୁ ଆଶ୍ୱସ୍ତି : ୧୦ରୁ ୧୨ ଟଙ୍କା ଶସ୍ତା ହେବ ତୈଳ ଦର !

ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ

US House Speaker Nancy Pelosi Arrives In Japan
ଚୀନ୍- ତାଇଓ୍ୱାନ୍ କଳିରେ ଜାପାନର ଏଣ୍ଟ୍ରି, ରାଗରେ ରକ୍ତ ଚାଉଳ ଚୋବାଉଛି ଚୀନ

ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍‌ର ଶରବ୍ୟ ହୋଇଛି।ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଚୀନ୍ ସେନା ଜାପାନକୁ ଟାର୍ଗେଟ କରିଛନ୍ତି।

daily horoscope
Daily Horoscope 5th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଆଜି ଇଂରାଜୀରେ ୫ ତାରିଖ ଶୁକ୍ରବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Har Ghar Tiranga' campaign
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ପାଳୁଛି ମହାପର୍ବ

ଘରେ ଘରେ ତ୍ରିରଙ୍ଗା। ରାସ୍ତାରୁ ରାଜପଥ, ଗଭୀର ସମୁଦ୍ରରୁ ମହାକାଶ - ଏଠି ସେଠି ସବୁଠି ଜାତିର ଗୌରବ ତ୍ରିରଙ୍ଗା।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result