କ୍ଷମତା ଲୋଭୀ ହୋଇ ଏପରି କରାଯାଉଛି । ଇଡିକୁ ବ୍ୟବହାର କରି ଆକ୍ରୋଶମୂଳକ ରାଜନୀତି ହେଉଛି କହିଲା କଂଗ୍ରେସ ।
ଶରୀରରେ ୟୁରିକ୍ ଏସିଡ୍ ସ୍ତର ବଢିଗଲେ ସାଂଘାତିକ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡେ। ଗାଉଟ୍ ଭଳି ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।
ନାଇଲ୍ ପୁସ୍ତକ ଭାଷାଗତ ଯୋଗାଯୋଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି ଲେଖକ
୬୭ କେଜି ଭାରୋତ୍ତୋଳନରେ ୩୦୦ କେଜି ଉଠାଇ ଜିତିଲେ ସ୍ୱର୍ଣ୍ଣ
ଜମି ବିବାଦ ପାଇଁ ମହିଳାଙ୍କ ସହ ଅମାନବୀୟ ତଥା ବର୍ବର ବ୍ୟବହାର
ECIL ଅନେକ ଟ୍ରେଡ୍ ଆପ୍ରେଣ୍ଟିସ୍ ପୋଷ୍ଟ୍ ପୂରଣ ପାଇଁ ଆବେଦନ ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮୪ଟି ପଦବୀ ପୂରଣ ହେବ।
ପାର୍ଥ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମୟ ଆସିଲେ ସବୁକିଛି ଜାଣିପାରିବେ’। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତାଙ୍କର କି ନୁହେଁ ବୋଲି ପ୍ରଶ୍ନରେ ପାର୍ଥ କହିଛନ୍ତି, ‘ଏସବୁ ଟଙ୍କା ମୋର ନୁହେଁ’।
ରଣବୀର ସିଂହଙ୍କ ବୋଲ୍ଡ ଫଟୋକୁ ପ୍ରଶଂସା କରିଛନ୍ତି ରାଖୀ ସାୱନ୍ତ। କହିଛନ୍ତି ଏମିତି କଥା ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ସେ କ’ଣ କହିଛନ୍ତି।
ସ୍ୱାଧୀନତାର ୭୫ ବର୍ଷ ଅବସରରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ମଧ୍ୟ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଆଇନ ଜାଲରେ ଛନ୍ଦି ହୋଇଛି ଅକ୍ଷୟ କୁମାରଙ୍କ ଅଭିନୀତ 'ରାମ ସେତୁ'। ଫିଲ୍ମରେ କିଛି ଭୁଲ୍ ଭାବେ ଚିତ୍ରଣ ହୋଇଛି ବୋଲି ଅଭିଯୋଗ ହୋଇଛି। ତେବେ କ’ଣ ଏହି ଅଭିଯୋଗ ଆଉ କିଏ ଆଣିଛନ୍ତି ଏହି ମାମଲା ଜାଣିବା ପାଇଁ ପଢନ୍ତୁ।
ଜୁନିୟର୍ଙ୍କ ଉପରେ ସିନୟରଙ୍କ ଅତ୍ୟାଚାର । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଲାଲ୍, ନୀଳ ଓ ହଳଦିଆ ରଙ୍ଗର ଚମକ ଭଳି ଦିଶୁଥିବା ଏକ ଜିନିଷ ଆକାଶରେ ଅତିକ୍ରମ କରୁଛି। କିଛି ଲୋକ ହଠାତ୍ ଏହା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।
କଂଗ୍ରେସ ବିଧାୟକଙ୍କ କାର୍ରୁ ମିଳିଲା ବିଡ଼ା ବିଡ଼ା ନୋଟ୍
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ।
ମହଙ୍ଗା ପଡ଼ିଲା ଭିଡିଓ ଦେଖି ମଦ ତିଆରି ଶିଖିବା କୌଶଳ । ଏବେ ଜେଲ୍ ହୋଇପାରେ ।
ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ହାଜର ହୋଇନଥିଲେ। ଶେଷରେ ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ତାଙ୍କ ଘରେ ରେଡ୍ କରିଛନ୍ତି।
ଯଦି ହଠାତ୍ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ରବିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ ଯିଏ ଭାରୀ ଯାନ ଚଳାଇବାରେ ମାହିର।
ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।
ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।
ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।