ଏହି ଆପ୍ଗୁଡ଼ିକ ମାଧ୍ୟମରେ ଲୋକଙ୍କ ତଥ୍ୟ ଏକାଠି କରି ବିଦେଶୀ ସର୍ଭରକୁ ବେଆଇନ ଭାବେ ଦିଆଯାଉଥିଲା । ଯାହାକି ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।