ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।