ମୋଦିଙ୍କ ଆପ୍କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।
ଏବେ ଚର୍ଚ୍ଚା, କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ? ଅନ୍ୟ ରାଜ୍ୟ ଭଳି ବିନା ସିଏମ୍ ଫେସରେ ନିର୍ବାଚନ ଲଢିଥିବା ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ଥିବା ସମ୍ଭାବ୍ୟ ନେତାଙ୍କୁ ନେଇ ଆସନ୍ତୁ ଜାଣିବା...
ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ ।