ନିର୍ବାଚନ କମିଶନଙ୍କ ୱେବସାଇଟ୍ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି ।
ଯେବେଠାରୁ ମେଟା ଏହି ମେସେଜିଂ ଆପ୍କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।
୩ ଖାନଙ୍କୁ ନେଇ ବଡ ବୟାନ ଦେଲେ ଜାହ୍ନବୀ କପୁର। କହିଲେ ସେମାନଙ୍କ ସହ କାମ କରିବା ତାଙ୍କ ପାଇଁ ଅଜବ ହେବ। ଏବା ବ୍ୟତୀତ ସେ କେଉଁମାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି।
ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍ ସଲୁ ଭାଇ ମଧ୍ୟ ଚିନ୍ତାରେ ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି...
ନ୍ୟାସନାଲ୍ ହେରାଲ୍ଡ ଅଫିସରେ ଇଡି ରେଡ୍। କୁହାଯାଉଛି ଯେ, ହେରାଲ୍ଡ ହାଉସ୍ର ଚତୁର୍ଥ ମହଲାରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି।
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ଆଜି ସନ୍ଧ୍ୟା ୫ଟା ୧୭ରେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଟ୍ରାକରେ ଦୌଡ଼ିବେ। ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଅନେକ ସମ୍ଭାବନା ରହିଛି।
କେବଳ ଟ୍ରେନ ଓ ଫ୍ଲାଇଟ ନୁହେଁ ଏବେ ବସରେ ଯାତ୍ରୀ କରିପାରିବେ ବିଦେଶ ଭ୍ରମଣ...
ରିଲାଏନ୍ସ ଜିଓ ସାରା ଦେଶରେ 5G ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତ ହେଉଛି। ଏନେଇ ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଇସାରା ଦେଇଛନ୍ତି।
ମୂଷା ମାରିବା ପାଇଁ ଟମାଟୋ ଉପରେ ଲଗାଇଥିଲେ ବିଷ । ହେଲେ ଦୁର୍ଭାଗ୍ୟବଶତଃ ନିଜେ ଖାଇ ମରିଗଲେ...
ଜଓ୍ୱାହିରିର ମୃତ୍ୟୁ ଫଳରେ ୨୦୦୧ ଆକ୍ରମଣରେ ପ୍ରାଣ ହରାଇଥିବା ୩,୦୦୦ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଡ୍ରୋନ୍ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନଥିବା ସେ କହିଛନ୍ତି।
ମଣିଷ ପରି ଠୋ ଠୋ ହୋଇ ହସୁଛନ୍ତି ପକ୍ଷୀ... ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...
ନିମ୍ବ ପାଣିରେ ମୁହଁ ଧୋଇଲେ ମିଳିବ ଏହି ସମସ୍ୟାରୁ ମୁକ୍ତି...
ଯଦି ଆପଣ ଏହି ମନସୁନ୍ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ପାଇବେ ।
୩୫ ବର୍ଷୀୟ ଆକ୍ରାନ୍ତ ଯୁବକ ଜଣେ ଆଫ୍ରିକୀୟ ନାଗରିକ। ନିକଟରେ ସେ କୌଣସି ବିଦେଶ ଯାତ୍ରା କରିନଥିବା ଜଣାପଡ଼ିଛି। ତଥାପି ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି।
ପଶୁଙ୍କୁ ଦିଆଯିବ କରୋନା ଟିକା...୨ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ଆଙ୍କୋଭାକ୍ସ ଟିକା...
ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ରସିକିଆ ପୋଲିସ ବାବୁ...ଧାରୁଆ ଅସ୍ତ୍ରରେ କାନ,ନାକ ଓ ପାଟିକୁ କାଟିଦେଲା ମହିଳାଙ୍କ ସ୍ୱାମୀ...
ସରକାରଙ୍କ ବଡ ପଦକ୍ଷେପ । ନିଶାଖୋରଙ୍କ ପକେଟରୁ ଯିବ ଲକ୍ଷ ଲକ୍ଷ ଟଙ୍କା...
କେରଳର ମୁଣ୍ଡକାୟମ, ଏରାତୁପେଟା ଓ କୁଟିକାଲ୍ ସହର ଜଳାର୍ଣ୍ଣବ...ଏରାତୁପେଟା ସହରରେ ଲୋକଙ୍କ ଘରେ ପଶିଗଲା ପାଣି ....
ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର, ତିଥି – ୫ମୀ ଅହୋରାତ୍ର, ଚନ୍ଦ୍ର –କନ୍ୟା ଅହୋରାତ୍ର, ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷିୁ ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫/୨୮ ଗତେ ୧ ପାଦ -କୃଷିହାନି – ଭୂମିଦାନ ।
ସୀତାରମଣ ଗୃହରେ ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଗୃହରେ ପଢ଼ି ଶୁଣାଇଥିଲେ।
ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡର ସ୍ପ୍ରେମକୁ କିଣିଛି ଜିଓ।
ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ ଏହି ମନ୍ଦିର...ଆସନ୍ତୁ ଜାଣିବା କାହିଁକି...