ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।
ଆପଣ ପ୍ରେକ୍ଷାଳୟ ହେଉ କି ଓଟିଟି ହେଉ ଦେଖିପାରି ନାହାନ୍ତି କି 'ପୁଷ୍ପା : ଦି ରାଇଜ୍'? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ପାଇଁ ଖୁସି ଖବର। ଏହାକୁ ମାଗଣାରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଜାଣନ୍ତୁ କେବେ ଓ କେଉଁଠି ଦେଖିବେ…
ବାରମ୍ବାର ବ୍ୟାଙ୍କ ଅଫିସରଙ୍କୁ କହିଲେ ଚେକ୍ କରିବା ପାଇଁ । ଶେଷରେ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ ମଧ୍ୟ ବାହାର କଲେ । ଆଉ ସେଥିରେ ମଧ୍ୟ ତାହା ସ୍ପଷ୍ଟ ଭାବେ ଲେଖା ଥିଲା ଯେ, ଆକାଉଣ୍ଟରେ ଜମା ଅଛି ୨.୭ କୋଟି ଟଙ୍କା ।
ସୋସିଆଲ ମିଡିଆରେ ତାଙ୍କ ଆକାଉଣ୍ଟ ଭେରିଫାଏ ହେବା ପୂର୍ବରୁ ତାଙ୍କୁ ଏତେ ମାତ୍ରାରେ ଲୋକ ଫଲୋ କରିଛନ୍ତି ଯେ, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଭାରତର ପ୍ରତିଦ୍ୱନ୍ଦୀ ପାକିସ୍ଥାନରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନକ କାମ ଆଜି ଭାରତକୁ ଗର୍ବିତ କରେ। ସେମାନଙ୍କୁ ସମସ୍ତେ ଭାରତୀୟ ବୋଲି ମାନନ୍ତି। ଆସନ୍ତୁ ଏମିତି ୧୦ ଜଣ ବ୍ୟକ୍ତିତ୍ୱଙ୍କ ଉପରେ ନଜର ପକେଇବା।
ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୧,୪୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୭,୫୦୦ ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ସୁନା ଓ ରୁପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି।
ଯୁଦ୍ଧ ଆଶଙ୍କାରେ ପ୍ରସ୍ତୁତି ଆରମ୍ଭ କରିଛି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର
ବ୍ରାଜିଲର ବଡି ବିଲ୍ଡର ତଥା ଟିକ୍ଟକ୍ ଷ୍ଟାର୍ ଭ୍ଲାଦିର୍ ସେଗାତୋ ମସଲ୍ ବଢ଼ାଇବା ପାଇଁ ଏମିତି କିଛି ଉପାୟ ଆପଣାଇଲେ ଯେଉଁଥିରେ ତାଙ୍କର ଜୀବନ ଚାଲି ଯାଇଛି। ‘ହଲ୍କ’ ନାମରେ ଜଣାଶୁଣା ବ୍ରାଜିଲର ଏହି ବଡି ବିଲ୍ଡର ୨୩ ଇଞ୍ଚ ବାଇସ୍ପେସ୍ କରିବା ପାଇଁ ଏକ ବିପଦପୂର୍ଣ୍ଣ ଅଏଲର ଇଞ୍ଜେକ୍ସନ ନେଇଥିଲେ।
ନିଦ ପାଇଁ ଜୀବନ ଚାଲିଯାଇ ଥାଆନ୍ତା, ହେଲେ ଭାଗ୍ୟ ବଳରେ ଯୁବକଙ୍କ ଜୀବନ ବଞ୍ଚିଗଲା ।
ଆମେରିକା ସିନେଟ୍ର ବାଚସ୍ପତି ତାଇୱାନ୍କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।
ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ୍ ଲିକ୍ ଯୋଗୁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଆଖି ପୋଡ଼ିବା ସହିତ ବାନ୍ତି ହୋଇଥିଲା।
ହଠାତ୍ ବର୍ଷା ହେଲେ ବିଭିନ୍ନ ପ୍ରକାର ଭୂତାଣୁଜନିତ ରୋଗ ଦେଖାଯାଏ। ଏହା ହେବାର କାରଣ ହେଉଛି ପ୍ରକୃତିରେ ଋତୁ ପରିବର୍ତ୍ତନ ସହ ଆମ ଶରୀର ଖାପଖୁଆଇବାକୁ ସମୟ ଲାଗେ। ଏଥିପାଇଁ ଆମକୁ ଆମ ଶରୀରକୁ ସର୍ବଦା ଯେକୌଣସି ପ୍ରକାର ପାରିପାର୍ଶ୍ୱିକ ପରିବର୍ତ୍ତନ ସହ ଖାପଖୁଆଇବାକୁ ପ୍ରସ୍ତୁତ ରଖିବା ଉଚିତ। ତେବେ କିପରି?
ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ପ୍ରାଣାୟାମ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଜୀବନଶୈଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ସର୍ବାଧିକ ଲାଭ ପାଇବା ପାଇଁ ପ୍ରତିଦିନ କେଉଁ ତିନୋଟି ବ୍ୟାୟାମ କରାଯାଇପାରିବ?
କମନ୍ୱେଲ୍ଥ୍ ଗେମ୍ସରେ ଚଳିତ ବର୍ଷ ଭାରତର ଏକ ମଜଭୁତ୍ ଦଳ ବର୍ମିଂହାମ୍ରେ ପହଞ୍ଚିଛି। ଅନେକ ମହିଳା ଆଥ୍ଲେଟ୍ ମଧ୍ୟ ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଏଥିରେ ଜଡିତ ଭାରତୀୟ ମହିଳା ଆଥଲେଟ୍ମାନଙ୍କ ବିଷୟରେ ଜାଣିନେବା।
୨୧ ବର୍ଷ ତଳେ ଘଟିଥିବା ନିଷ୍ଠୁର ନରସଂହାରର କଡ଼ା ବଦଲା । ୨ ଦଶନ୍ଧିର ଅପେକ୍ଷା ପରେ ଆତଙ୍କୀ ମାଟିରେ ହିଁ ଶତ୍ରୁକୁ ବିନାଶ କଲା ଆମେରିକା ।
ଚୀନ୍ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ମିଳିଛି ।
ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।
ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ ।
IBPS PO / ମ୍ୟାନେଜ୍ମେଣ୍ଟ୍ ଟ୍ରେନୀ ପାଇଁ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୬୪୩୨ଟି ପଦବୀ ଖାଲି ଅଛି। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ରାଗିକି ଥିଲେ ଜଣେ ମହିଳା। ହସ୍ପିଟାଲ୍ରେ ଦେଖାହେବା ମାତ୍ରେ ଫୋପାଡିଲେ ଚପଲ। କହିଲେ ମୁଣ୍ଡରେ ବାଜିଥିଲେ ଠିକ ହୋଇଥାନ୍ତା।
ଏହି ମିଶାଇଲ୍ଟି ଲେଜର ଭଳି କାମ କରିଥାଏ । ଯେଉଁଠିକୁ ଟାର୍ଗେଟ କରାଯାଇଥାଏ ସେହିଠାରେ ହିଁ କ୍ଷତି ଘଟାଇଥାଏ । ଅର୍ଥାତ ଯାହାକୁ ଟାର୍ଗେଟ କରାଯାଏ, ସେ ବଞ୍ଚିବା ମୁସ୍କିଲ ହୋଇଯାଏ ।
ନିକଟରେ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନ୍ର ଶରଣାର୍ଥୀଙ୍କୁ ଭେଟିଛନ୍ତି। ଏଠାରେ ଥିବା ମହିଳା ଓ ପିଲାମାନଙ୍କ ସଙ୍କଟକୁ ଦେଖି ସେ ଦୁଃଖି ହୋଇଯାଇଥିଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ସେ ସାରା ଦୁନିଆଁକୁ ଗୁହାରି କରିଛନ୍ତି।