ବିଶେଷ କରି ଯୁଦ୍ଧ ସମୟରେ ଡ୍ରୋନ୍ ବରୁଣ(Drone 'Varun') ମେଡିକାଲ ଫେସିଲିଟି ଯୋଗାଇବ ।
ନିର୍ବାଚନର ୬ ମାସ ପରେ ଆପ୍ ସରକାର ଏହି ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି କ୍ରୀଡା ଶିକ୍ଷକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ ।
ବିଜୟା ଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଭାରତର ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି। ଯଦି ଜରୁରୀ ପଦକ୍ଷେପ ନିଆ ନ ଯାଏ ତେବେ ଧର୍ମଭିତ୍ତିକ ଅସନ୍ତୁଳନ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି।
ମୃତ୍ୟୁ ପୂର୍ବର ଶେଷ ଫଟୋ , ଅକାତକାତ ପାଣିଲେ ବୁଡ଼ିଗଲେ ଛଅ ଜଣ ।
ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି । ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଏହି ସେବା ଆରମ୍ଭ କରାଯିବ । ତେବେ ନିର୍ଦ୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ ।
କେନ୍ଦ୍ର ସରକାର, ମଧ୍ୟପ୍ରଦେଶ ସରକାର, ବାବା ମହାକାଳ ଟ୍ରଷ୍ଟ, ଶ୍ରଦ୍ଧାଳୁଙ୍କଠାରୁ ଦାନ ସୂତ୍ରରେ ସଂଗୃହିତ ଅର୍ଥରେ ହୋଇଛି କରିଡର ନିର୍ମାଣ
କେଉଁଠି ତିଆରି ହୋଇଛି ଗାଁର ପରିବେଶ ତ ଆଉ କେଉଁଠି ଅଷ୍ଟଧାତୁରେ ନିର୍ମିତ ୧୧ ଫୁଟ ଉଚ୍ଚତାର ମାଆଙ୍କ ମୂର୍ତ୍ତି ।
ମୋଦି-ଜେଲେନସ୍କି ଆଲୋଚନା, ଆଲୋଚନା ଓ କୁଟନୈତିକ ସ୍ତରରେ ବିବାଦର ସମାଧାନ ହେବା ଜରୁରୀ ।
ବରଯାତ୍ରୀ ନେଇ ଆଉ ଫେରିଲାନି ବାହାଗାଡ଼ି । ରାସ୍ତାରେ ୨୫ ଜଣଙ୍କ ଜୀବନ ଚାଲିଗଲା ।
ସାରା ବିଶ୍ୱ ଅକ୍ଟୋବର ୫କୁ ଗୁରୁ ଦିବସ ଭାବେ ପାଳନ କରୁଛି। ଏହା ପଛରେ କ’ଣ ରହିଛି ଗୁରୁତ୍ୱ? କେବେଠୁ ଆରମ୍ଭ ହୋଇଛି ଏହି ଦିବସ? ଚଳିତ ବର୍ଷର କ’ଣ ରହିଛି ବିଷୟ ବସ୍ତୁ, ଜାଣିବା ପାଇଁ ପଢନ୍ତୁ…
ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ
ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ପରେ ଦେଶର କମେଡି ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି। ଦେଶର ସମସ୍ତ କଳାକାର ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ 'ଦି କପିଲ ଶର୍ମା ଶୋ' ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ନିଆରା ଏପିଶୋଡ୍ ନେଇ ଆସୁଛି। ଏହାର ଟିଜର ଦେଖିଲେ ଆପଣ ବି ହସି ହସି ଗଡିଯିବେ।
ଭକ୍ତିର ସହ ହନୁମାନଙ୍କୁ ଲଡୁ ଦେଲେ ଭକ୍ତ। ବାସ୍ ଲଡୁ ପାଇବା ପରେ ଏମିତି ଖାଇଲେ ହନୁମାନ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।
ଜୀବନରେ ସଫଳତା କିଏ ବା ନ ଚାହେଁ ? ସଫଳତାର ବାଟ ଅନେକ। ଏଥିପାଇଁ କିଏ ନିଜ ପ୍ରତିଭା ବନିଯୋଗ କରେ ତ କିଏ ପରିଶ୍ରମ। ଆଉ କିଏ କୌଶଳ। ଏମିତି ଦୌଡ ଭିତରେ କିଛି ଲୋକ ସଫଳତା ତ ପାଆନ୍ତି, ତଥାପି ଅନେକ ପଛରେ ପଡ଼ିଯାଆନ୍ତି।
କେବଳ ପରମ୍ପରା ପାଇଁ ବଙ୍ଗରେ ହୁଏନି ଦୁର୍ଗାପୂଜା ।
'ଦ କାଶ୍ମୀର ଫାଇଲ୍ସ'ର ସଫଳତାର ଖୁସିକୁ ଆଜି ବି ଉପଭୋଗ କରୁଛନ୍ତି ବିବେକ ଅଗ୍ନିହୋତ୍ରୀ। ଏହି ଖୁସିରେ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏବେଇ ସେ କୋଟି କୋଟି ଟଙ୍କା ଦେଇଛନ୍ତି। ଜାଣନ୍ତୁ କେତେ ଟଙ୍କା ଦେଇ କିଣିଲେ ଆପାର୍ଟମେଣ୍ଟ।
ଆମେରିକାର କାଲିଫର୍ଣ୍ଣିଆରେ ୪ ଜଣ ଭାରତୀୟ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଅପହୃତଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ବି ଅଛି।
ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ହେବ ?
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଏଭଳି ନିୟମ କରାଯାଇଛି।
ଏଣିକି ହ୍ୱାଟ୍ସଆପ୍ରେ ଡିଲିଟ୍ ହୋଇଥିବା ମେସେଜ୍କୁ ମଧ୍ୟ ପଢ଼ିପାରିବେ। ଯଦିଓ ଏହି ମେସେଜ୍ ଡିଲିଟ୍ ଫିଚର୍କୁ କାର୍ଯ୍ୟକାରୀ କରାଯାଇ ନାହିଁ, ତେବେ ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ବରଫ ତଳେ ଫସିରହିଛି ପର୍ବତାରୋହୀଙ୍କ ଜୀବନ । ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଛି ।
ଫ୍ୟାନ୍ସଙ୍କ ପାଇଁ ହଟହଟା ହେଲେ ବଲିଉଡର ଫେମସ୍ ଅଭିନେତ୍ରୀ କରିନା କପୁର । କିଏ ତାଙ୍କ ବ୍ୟାଗ ଭିଡୁଥିଲା ତ କିଏ ତାଙ୍କ କାନ୍ଧ ଉପରେ ହାତ ପକାଇ ସେଲ୍ଫି ନେଉଥିଲା। ଫ୍ୟାନ୍ସ ଗହଣରେ ଫସି ଅଣନିଃଶ୍ୱାସୀ ହୋଇ ଯାଇଥିଲେ କରିନା। ଶେଷରେ ତାଙ୍କ ସୁରକ୍ଷା କର୍ମୀମାନେ ଆସି ପିରସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ କରିନାଙ୍କୁ ଫ୍ୟାନ୍ସଙ୍କ ଭିଡରୁ ଉଦ୍ଧାର କରିଥିଲେ।
ପୋଲିସ୍ ଚାଲାଣ କାଟିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଜଣେ ବ୍ୟକ୍ତି ନିଜର ବାଇକ୍ ଜାଳି ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଅଧିକାଂଶ ସମୟ ରାସ୍ତାର ବିପରୀତ ଦିଗରେ ଯାତ୍ରା କରିଥାନ୍ତି ବୋଲି ଜଣାପଡ଼ିଛି।