ଯାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ଓଲା, ଉବର, ରାପିଡୋ ପରି କମ୍ପାନୀ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଆଦାୟ କରିବେ । ପିକ୍ ଆୱାର ବା ଗହଳି ସମୟରେ ବେସ୍ ଫେୟାରର ଦେଢ ଗୁଣ ବଢୁଛି । ନୂଆ ନିୟମ ଲାଗୁ ପରେ ଏହା ଦୁଇ ଗୁଣ ବଢିବ ।
ହତ୍ୟାକାଣ୍ଡ ପରେ ପ୍ରେମିକଙ୍କ କାକା ଶବକୁ ଲୁଚାଇବାକୁ ପରାମର୍ଶ ଦେଇଥିଲେ। ମୃତଦେହକୁ ଏକ ନୀଳ ରଙ୍ଗର ଟ୍ରଲି ବ୍ୟାଗରେ ରଖାଯାଇଥିଲା। ଏବଂ ଓଲାରୁ ଏକ କାର୍ ବୁକ୍ କରାଯାଇଥିଲା। ପ୍ରେମିକ ଏବଂ ତା ବନ୍ଧୁମାନେ ମୃତଦେହ ନେଇ ବେଙ୍ଗାଲୁରର ଚାନ୍ଦପୁରା ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ।
ଆଜିକାଲି ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଦେଖିବାକୁ ମିଳେ । ଏବେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ମାତ୍ର ୧୮୦ ମିଟର ବାଟ ଯିବାକୁ ଓଲା ବାଇକ୍ ବୁକ୍ କରନ୍ତି । ଏହାର କାରଣ ଜାଣିଲେ ଆପଣ ହସ ରୋକି ପାରିବେନି ।
ଓଲା, ଉବର, ରାପିଡୋକୁ ସରକାରଙ୍କ ଚେତାବନୀ। ଏଥିର ଗ୍ରାହକଙ୍କୁ ଆଗୁଆ ମାଗି ପାରିବେନି ଟଙ୍କା। ଇ-କମର୍ସ ୧୧ ଟି ବଡ଼ ବଡ଼ କମ୍ପାନୀଙ୍କୁ ସରକାରୀ ନୋଟିସ୍ ।
ରାଜଧାନୀରେ ଅପହରଣ ପରେ ମୁଣ୍ଡ ଜାମିନ ରଖି ମାଗିଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳର ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି ।
ଟ୍ରିପ୍ର ମୂଲ୍ୟ ମାତ୍ର ୧୦ ପାଉଣ୍ଡ । କିନ୍ତୁ ସକାଳୁ ଉଠିବା ବେଳକୁ ଆସିଛି ୩୨ ଲକ୍ଷ ୧୯ ହଜାର ୪୫ ଟଙ୍କାର ବିଲ୍ ।
ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।
ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।
OLA ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି। ଲଞ୍ଚିଂ ଇଭେଣ୍ଟ୍ରେ ଏହି ଦିନ କାର୍ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହାର ବ୍ୟାଟେରୀ କ୍ଷମତା ୫୦୦ କିଲୋମିଟର ରହିବ। ଜାଣନ୍ତୁ ଅନ୍ୟାନ୍ୟ ଫିଚର…
OLA ରେ ଆଉ ମିଳିବନି ଏସି ସୁବିଧା। ଖରା ଗରମରେ ସିଝିସିଝି ଯାତ୍ରା କରିବେ ଆପଣ...ଜାଣନ୍ତୁ କାରଣ କ’ଣ?
ଅଧିକାଂଶ ଓଲା – ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି ।