• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ind Vs Sa

Virat Kohli
‘ରାମ ସୀୟା ରାମ’ ଗୀତରେ ଧନୁତୀର ମାରିଲେ, ନମସ୍କାର କଲେ କୋହଲି..ଭିଡିଓ ଭାଇରାଲ..

ସାରା ଦେଶ ଏବେ ରାମଲାଲାଙ୍କ ପ୍ରେମରେ ବିଭୋର । ବିରାଟ ବା କେଉଁଠୁ ବର୍ତ୍ତିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରାମଲାଲାଙ୍କୁ କଲେ ପ୍ରଣାମ ।

Ind Vs SA
ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ଜାଡେଜା ଆଉଟ୍‌, ଅଶ୍ୱିନ୍‌ ଇନ୍‌; ଡେବ୍ୟୁ କଲେ ପ୍ରସିଦ୍ଧ କ୍ରିଷ୍ଣା

ଜାଡେଜାଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ପ୍ଲେଇଙ୍ଗ ଇଲେଭେନ୍‌ରେ ସ୍ଥାନ ପାଇନାହାନ୍ତି । ଅନ୍ୟପକ୍ଷରେ ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରସିଦ୍ଧ କ୍ରିଷ୍ଣା ।

Ind Vs SA
ଆଜି IND vs SA ଟି-ଟ୍ୱେଣ୍ଟି ମ୍ୟାଚ୍; ଟିମ୍‌ ଲିଡ୍‌ କରିବେ ସୂର୍ଯ୍ୟକୁମାର ଯାଦବ

ଭାରତୀୟ ଦଳ ଦକ୍ଷିଣଆଫ୍ରିକା ଗସ୍ତରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳିବ ।

Virat Kohli
ବିରାଟ ରଚିଲେ ଇତିହାସ; ଜନ୍ମଦିନରେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ

ଅପେକ୍ଷାର ଅନ୍ତ ଘଟିଲା । ଯେଉଁ ଇନିଂସ ପାଇଁ ଫ୍ୟାନ୍ସ ଗତ କିଛି ମ୍ୟାଚ୍‌ ହେଲା ଅପେକ୍ଷା କରିଥିଲେ । ଆଜି ତାହାର ଅନ୍ତ ଘଟିଛି । କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି ।

Ind Vs SA
ବୋଲିଂରେ ଜାଡେଜାଙ୍କ ଯାଦୁ; ବିଶ୍ୱକପ୍‌ରେ ଭାରତର ବିଜୟ ଧାରା ଅବ୍ୟାହତ

ବିଶ୍ୱକପ୍‌ କ୍ରିକେଟରେ ଭାରତର ଲଗାତର ଅଷ୍ଟମ ବିଜୟ ହାସଲ କରିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ପରାସ୍ତ କରିଛି ଭାରତ।

Virat Kohli
ଅପେକ୍ଷାର ଅନ୍ତ ଘଟିଲା; କ୍ରିକେଟ୍‌ର ଭଗବାନ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ

କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି । ଏକଦିବସୀୟ କ୍ରିକେଟ୍‌ରେ ୪୯ଟି ଶତକ ହାସଲ କରି ସେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।

India vs South Africa
ହାରିଲା ଭାରତ, ପାକିସ୍ତାନର ବିଶ୍ୱକପ୍‌ ଆଶା ଧୂଳିସାତ୍

୨୦ ଓଭରରେ ଭାରତ ୮ ଓ୍ୱିକେଟ ହରାଇ କରିଥିଲା ୧୩୩ ରନ୍।

ICC T20 World Cup 2022
ଆଜି ହେବ କଡ଼ା ଟକ୍କର: ଦକ୍ଷିଣ ଆଫ୍ରିକା ବୋଲିଂ Vs ଭାରତୀୟ ବ୍ୟାଟିଂ

ଟି-୨୦ ବିଶ୍ୱକପ୍‌‌(T20 World Cup 2022)ରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍।

Shreyas Iyer
ଶ୍ରେୟସ୍‌ଙ୍କ ବିସ୍ଫୋରକ ଶତକ; ଦକ୍ଷିଣ ଆଫ୍ରିକା ୭ ୱିକେଟରେ ପରାସ୍ତ

ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ।

IND vs SA
ମାର୍କରମ୍‌ ଓ ହେଣ୍ତ୍ରିକ୍ସଙ୍କ ବିସ୍ଫୋରକ୍‌ ବ୍ୟାଟିଂ; ଭାରତକୁ ୨୭୯ ରନ୍‌ର ଟାର୍ଗେଟ୍‌

ଭାରତକୁ ସିରିଜ୍‌ ବରାବର୍‌ କରିବାକୁ ହେଲେ ୨୭୯ ରନ୍‌ର ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ ।

Deepak Chahar, Washington Sundar
ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ରୁ ଦୀପକ ଚାହର୍‌ ଆଉଟ୍‌ ୱାଶିଂଟନ ସୁନ୍ଦର ଇନ୍‌

ଦୀପକ ଚାହର୍‌ ଆହତ ହେବା ପରେ ବିସିସିଆଇ ପକ୍ଷରୁ ଅଲରାଉଣ୍ତର ୱାଶିଂଟନ ସୁନ୍ଦରଙ୍କୁ ଟିମ୍‌ରେ ସାମିଲ କରାଯାଇଛି ।

IND vs SA
ଅକ୍ଟୋବର ୬ରୁ ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ୱାନ୍‌ ଡେ ମ୍ୟାଚ୍‌; ଦଳରେ ନଜର ଆସିବେ କିଛି ନୂଆ ମୁହଁ

ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍‌ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି ।

IND vs SA
ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ; ସିରିଜ୍‌ରେ ୧-୦ରେ ଆଗୁଆ

ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି।

Cricket
ଋଷଭ ପନ୍ତଙ୍କ ଦମଦାର ଶତକ: ସିରିଜ୍‌ କବଜା କଲା ଭାରତ

ଫେଲ ମାରିଥିଲେ ଟିମ୍ ଇଣ୍ଡିଆ ଟପ୍ ଅର୍ଡର।

Barabati ticket fraud- Non VIPs entering stadium with fake passes sparks row
ବାରବାଟୀ ମ୍ୟାଚ୍‌ରେ ଟିକେଟ୍ ନପାଇ କ୍ରିକେଟପ୍ରେମୀ ନିରାଶ; ନକଲି ପାସ୍‌ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି ଅଭିଯୋଗ

ବାରବାଟୀ ମ୍ୟାଚ୍‌ରେ ଟିକେଟ୍ ନପାଇ ହଜାର ହଜାର ଦର୍ଶକ ନିରାଶ ହୋଇଥିବାବେଳେ ନକଲି ପାସ୍‌ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

IND vs SA
ବାରବାଟୀରେ ହାରିଲା ଭାରତ, ସାଉଥ୍ ଆଫ୍ରିକାର ଦମଦାର ବିଜୟ

୧୪୯ ରନ୍‌ର ଟାର୍ଗେଟ୍‌ ରଖିଥିଲା ଭାରତ

IND vs SA
ସାଉଥ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। 

IND vs SA
ଟସ୍‌ ହାରି ବ୍ୟାଟିଂ କଲା ଭାରତ, ଆରମ୍ଭରୁ ବିପର୍ଯ୍ୟୟ

ପ୍ରଥମ ଟି-୨୦ ଟିମ୍‌କୁ ବାରବାଟୀରେ ରିପିଟ୍ କରିଛି ଭାରତ

IND vs SA
ହୋଟେଲରେ ଖେଳାଳିଙ୍କୁ ଦିଆଯାଉଛି ସୁସ୍ୱାଦୁ ଓଡ଼ିଆ ଖାଦ୍ୟ, ଜାଣନ୍ତୁ କ'ଣ ରହିଛି ମେନ୍ୟୁ..

ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଦିଆଯାଇଥିଲା ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ।

Barabati T20
୧୨ ରେ ବାରବାଟୀ ଯୁଦ୍ଧ; ଗ୍ରାଉଣ୍ତକୁ ଆକର୍ଷଣୀୟ କରିବା ପାଇଁ ଦିଆଯାଉଛି ଶେଷ ସ୍ପର୍ଶ

ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବାରବାଟୀ ପଡ଼ିଆ । ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଏବଂ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଆକର୍ଷଣୀୟ ରୂପରେ ସଜେଇ ହୋଇଛି ଗ୍ରାଉଣ୍ଡ ।

Indian Cricket Team and SA Team
ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଟିମ୍‌

ଦୁଇ ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ହୋଟେଲ କର୍ତ୍ତୃପକ୍ଷ

IND vs SA match at Barabati
ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତୀୟ କ୍ରିକେଟ୍ ଟିମ୍

କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Barabati stadium turns battlefield, crowd clash at ticket counter
ବାରବାଟୀରେ ଟିକେଟ ମହାଭାରତ

ଦ୍ୱିତୀୟ ଟି-ଟ୍ୱେଣ୍ଟିର ଟିକେଟ ପାଇଁ ଖଣ୍ଡଯୁଦ୍ଧ…

IND vs SA
ପ୍ରଥମ T-20ରେ ହାରିଲା ଭାରତ, ରେକର୍ଡ ଭାଙ୍ଗିଲା ସାଉଥ୍ ଆଫ୍ରିକା

୫ଟି ବଲ୍‌ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା। 

Stampede Line Situation Outside Barabati Stadium In Cuttack
ଟିକେଟ୍‌ ପାଇଁ ବାରବାଟୀରେ ଧସ୍ତାଧସ୍ତି, ଠେଲାପେଲା: ମହିଳାଙ୍କ ଉପରକୁ ଲାଠିଚାର୍ଜ କଲା ପୋଲିସ୍‌

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। କାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ଆଜି ଲାଇନ୍‌ରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।