ୟୁନାଇଟେଡ ଆରବ ଏମିରେଟର ଧନୀ ସହର ଦୁବାଇ। ଆପଣଙ୍କ ପର୍ସରେ ଟଙ୍କା ନାହିଁ ଅର୍ଥ ଏ ସହର ଆପଣଙ୍କ ପାଇଁ ନୁହେଁ। ଏମିତି ପରିସ୍ଥିତିରେ ଏଠିକାର ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକେ ସକାଳ ହେଲେ ପ୍ରଥମେ ଚିନ୍ତା କରନ୍ତି ଆଜି ଦିନକୁ ଥରେ ଖାଇବାକୁ ମିଳିବ ତ ?
ସୋସିଆଲ ମିଡିଆରେ ଏହି ସମୟର ଫଟୋ ଭାଇରାଲ୍ ହେଉଛି ।
ଭାରତୀୟ ମୂଳ ପରିବାରର ୪ ଜଣ ସଦସ୍ୟଙ୍କୁ ମେରେଡ ସହରରୁ ସୋମବାର ଅପହରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୮ ମାସର ଏକ ଶିଶୁ ଥିଲା। ଏମାନଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ଶବକୁ ପୋଲିସ ଜବତ କରିଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୮୫୦ ଟଙ୍କା ରହିଛି ।
ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।
ଜେଜେବାପା ବୟସର ଜଣେ ବ୍ୟକ୍ତି ତାଙ୍କ ନାତୁଣୀ ବୟସର ଜଣେ ଝିଅଙ୍କୁ ବିବାହ କରିନେଇଛନ୍ତି। ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପ୍ରେମ, ଏବେ ନେଲା ବିବାହ ରୂପ। ଏବେ ପରିବାର ପାଇଁ କରୁଛନ୍ତି ଯୋଜନା।
ରାଜସ୍ଥାନରୁ ଅଣାଯାଇଥିବା ସ୍ୱତନ୍ତ୍ର ପଥରରେ ଏଠାରେ କଳାକୃତି ନିର୍ମାଣ କରାଯାଇଛି
ଭାରତ ନିର୍ମିତ ଥଣ୍ଡା ଓ କାଶ ସିରପ୍ ନେଇଥିଲେ ମୃତ ଶିଶୁ, ଔଷଧ ସେବନ ପରେ କିଡନୀ ସମସ୍ୟା ହୋଇଥିଲା
୭ ପୋଲିସ କର୍ମୀ ଓ ମେୟରଙ୍କ ସମେତ ୧୮ ଜଣ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ।
ଅନେକ ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ବାରମ୍ବାର ଚାକିରି ପରିବର୍ତ୍ତନ କରନ୍ତି। ସେମାନେ ଭାବନ୍ତି ଏହା କରିବା ଦ୍ୱାରା ଭଲ ଦରମା ହୋଇଥାଏ। କିନ୍ତୁ ଏହା କ୍ୟାରିଅରକୁ କ୍ଷତି ପହଞ୍ଚାଇ ପାରେ।
ଅନେକ ନିଖୋଜ ଆଶଙ୍କା, NDRF ପକ୍ଷରୁ ଉଦ୍ଧାର କାମ ଜାରି
ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ କରିଛନ୍ତି ମହିଳା। ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।
ପ୍ରଥମ ପର୍ଯ୍ୟାୟରେ ଏଭଳି ଡ୍ରୋନ୍କୁ ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକରେ ମୁତୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହାର ନିର୍ମାତା।
ସୀମା ସଡକ ସଂଗଠନ MTS ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସମୁଦାୟ ୩୨୭ ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।
ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ ପିଲା, ଚାକିରି ହରାଇଲେ ପ୍ରଫେସର। ହେଲେ କାରଣ ଜାଣିଲେ ଆପଣଙ୍କର ବି ହୋସ ଉଡ଼ିଯିବ।
ଫିଲ୍ମ ଆଦିପୁରୁଷକୁ ନେଇ ଦେଖାଦେଇଛି ବିବାଦ। ରାବଣର ଚେହେରାକୁ ନେଇ ସବୁଠାରୁ ଅଧିକ ବିବାଦ ଦେଖାଦେଇଥିବା ବେଳେ ଏଥିରେ ରହିଛି ଆହୁରି ୧୦ ତ୍ରୁଟି। କ’ଣ ଏହିସବୁ ତ୍ରୁଟି ଆସନ୍ତୁ ଜାଣିବା।
ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ।
ମୋଦି ସରକାର ଜମ୍ମୁ-କଶ୍ମୀରରେ ଆତଙ୍କୀମାନଙ୍କୁ ସଫା କରିବେ। ଆତଙ୍କବାଦ ହଟାଇବେ। ଆତଙ୍କୀଙ୍କ ହଟସ୍ପଟ ଥିବା ରାଜ୍ୟ ଟୁରିଷ୍ଟଙ୍କ ହଟସ୍ପଟ ହେବ। ଦେଶର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ ହେବ। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ନ ହଟିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଅଲୋଚନା ହେବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି।
ରିଲିଜ୍ ହୋଇଛି 'ଆଦିପୁରୁଷ'ର ଟିଜର୍। ଏହା ପରଠାରୁ ବିବାଦ ବଢିବାରେ ଲାଗିଛି। ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି କରିଛି। ପରିଷଦ ଚେତାବନୀ ଦେଇ ଏମିତି କହିଛି…
ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ କଡାକଡି ହୋଇଛି ଟ୍ରାଫିକ ନିୟମ। ହେଲ୍ମେଟ ପିନ୍ଧିବାକୁ ବାଧ୍ୟ କରାଯାଉଛି। ଏସବୁ ସତ୍ତ୍ୱେ ଲୋକ ଖାମଖିଆଲ ଭାବେ ଗାଡ଼ି ଚଲାଉଛନ୍ତି। ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ବି ହରାଉଛନ୍ତି। ଏମିତି ଅନେକ ଘଟଣା ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୪୯ ହଜାର ୬୦୦ ଟଙ୍କା ରହିଛି ।
ବିଜୟାଦଶମୀରେ ଦୁଃଖଦ ଖବର। ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଅଧିକାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଅରୁଣାଚଳର ତୱାଙ୍ଗରେ ସେନାର ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟାବହ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କରେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ।
ଚଳିତବର୍ଷ ଲଗାତାର ବଲିଉଡ ଫିଲ୍ମ ଫ୍ଲପ୍ ହେବା ପରେ ଚିନ୍ତାରେ ପଡିଛନ୍ତି ହଲ ମାଲିକ। ଖାଲି ହଲ ମାଲିକ ନୁହେଁ, ଫିଲ୍ମ ପ୍ରଡ୍ୟୁସର, ଡିଷ୍ଟ୍ରିବ୍ୟୁଟର୍ସଙ୍କ ଚିନ୍ତା ମଧ୍ୟ ବଢି ଯାଇଛି। ଫିଲ୍ମ ଫ୍ଲପ୍ ହେବା କାରଣରୁ ଅଧିକ ସଂଖ୍ୟକ ଦର୍ଶକ ହଲ୍କୁ ଆସୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସିନେମା ହଲ ମାଲିକମାନେ ଟିକେଟ ମୂଲ୍ୟ ଶସ୍ତା କରିବା ପାଇଁ ଚିନ୍ତା କରୁଛନ୍ତି।