ବଳ ଦେଖାଇବ ବାୟୁସେନା... ବିସ୍ମିତ କରିବେ ବାୟୁବୀର... ଚକିତ କରିବ ଲଢ଼ୁଆ ବିମାନ। ୯୦ ତମ ବାୟୁସେନା ଦିବସ ଗାଜିଆବାଦ ହିନ୍ଦୋନ୍ ଏୟାବେସ୍ରେ ନୁହେଁ, ବରଂ ଚଣ୍ଡୀଗଡ଼ର ସୁଖ୍ନା ଲେକ୍ର ବିଶାଳ ହ୍ରଦର ସୁନୀଳ ଜଳରାଶି ଉପରେ ଆୟୋଜିତ ହେବ।
ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ପ୍ରଥମେ ଏକ ଫର୍ମ ଫିଲ୍ଅପ୍ କରିବାକୁ ହେବ ।
ସାରା ଦୁନିଆଁ ଆଜି ତାଙ୍କୁ ତାଙ୍କର କଣ୍ଠ ସ୍ୱର ଓ ଉଚ୍ଚତା ପାଇଁ ଜାଣିଛି । ତାଙ୍କର ହାଇଟ୍ ୬ ଫୁଟ୍ ୬ ଇଞ୍ଚ । ଖାଲି ସେତିକି ନୁହେଁ ତାଙ୍କୁ ଅଭିନୟ ଜଗତର ବେତାଜ୍ ବାଦ୍ଶାହ ବୋଲି ମଧ୍ୟ କୁହାଯାଏ । କିନ୍ତୁ ତାଙ୍କ ଆଖିରେ ସତସତିକା ଲୁହ କେବେ ଦେଖିଛନ୍ତି ?
୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ? ସବୁ ପ୍ରଶ୍ନର ଅନ୍ତ ଘଟାଇ ଶୁକ୍ରବାର ଘୋଷଣା କରାଯାଇଛି ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ।
ସ୍ପୋର୍ଟସ୍ କୋଟା ଅଧୀନରେ ବାହାରିଥିବା କନଷ୍ଟେବଲ୍(ଜେନେରାଲ୍ ଡ୍ୟୁଟି) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ୩୩୯ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ହତ୍ୟାକାରୀଙ୍କ ମଧ୍ୟରୁ ଜଣେ, ଯିଏକି ୭୦ରୁ ଅଧିକ ନିରୀହ ଲୋକଙ୍କ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଥିଲା। ପର୍ତ୍ତୃଗାଲ୍ର ରାଜଧାନୀ ଲିସ୍ବନ୍ରେ ଏହି ବ୍ୟକ୍ତିର ମୁଣ୍ଡକୁ ୧୮୧ ବର୍ଷ ହେବ ଏମିତି ସାଇତି ରଖାଯାଇଛି, ଯେକେହିବି ଏହା ଦେଖିଲେ ବିଶ୍ୱାସ କରିପାରିବେନି।
ଆଜି ବିଶ୍ୱ ହସ ଦିବସ। ଚାଲନ୍ତୁ ଏଇ ହସର ଉପାଦେୟତା ବିଷୟରେ କିଛି ଜାଣିବା। ସତ କହିବାକୁ ଗଲେ, ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ । ମନଖୋଲା ହସ ସଜାଡି ଦିଏ ଉଜୁଡି ଯାଉଥିବା ସ୍ୱାସ୍ଥ୍ୟକୁ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୯୫୦ ଟଙ୍କା ରହିଛି ।
ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି ଆଉ ନାହାନ୍ତି। ଆଜି ଅରୁଣଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ରିଲିଜ ହେଉଛି ଆଉ ଏପଟେ ସବୁଦିନ ପାଇଁ ସମସ୍ତଙ୍କୁ ଗୁଡ୍ବାଏ କରି ସେ ଅଫେରା ଦୁନିଆକୁ ଫେରି ଯାଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?
ସାମ୍ନାକୁ ଆସିଲା ଚୀନର ଆଉ ଏକ ସାଂଘାତିକ ଠକେଇ। ଭାରତୀୟ ଯୁବକଙ୍କ ଚାକିରୀ ନାଁରେ କିପରି ଶୋଷଣ କରୁଛି ତାହାର ଲୋମଟାଙ୍କୁରା କାହାଣୀ ଏବେ ପଦାକୁ ଆସିଛି। ଦାଦନ ଶ୍ରମିକଙ୍କ ପରି ନିର୍ଯାତନା ଦେଇ ଦେଶଦ୍ରୋହ କାମରେ ଲଗାଉଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଫସାଇବା ପାଇଁ ଚୀନର ଏକ ରାକେଟ କାମ କରୁଛି। ଏହି ରାକେଟ ବିଭିନ୍ନ ଦେଶରେ ବୁଲୁଛନ୍ତି। ଚାକିରୀ ନାଁରେ ଏମାନେ ବେକାର ଭାରତୀୟ ଯୁବକଙ୍କୁ ଏକ ପ୍ରକାର ବନ୍ଧକ ରଖୁଛନ୍ତି। ଏମାନଙ୍କ କବଳରୁ ଖସି ଆସିଥିବା ଜଣେ ଯୁବକ ବଖାଣିଛନ୍ତି ନିଜର ଅଙ୍ଗେନିଭା କାହାଣୀ ।
କେବଳ ଭାରତ ନୁହେଁ, ବିଶ୍ୱ ସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ। ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ OPEC ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି।
ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।
ପରିଶ୍ରମ କରୁଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ବି ହାର୍ ମାନେନା ବୋଲି ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା। ଦଶମ ଦ୍ୱାଦଶରେ ଫେଲ୍ ହୋଇବି ହାରିଯାଇ ନଥିଲେ ସେ। ପରିଶ୍ରମକୁ କରିଥିଲେ ଦୁଇଗୁଣ। ମାତ୍ର ୨୨ ବର୍ଷରେ ହୋଇଗଲେ IAS ଅଫିସର୍।
ବର୍ତ୍ତମାନ ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ଯୁଦ୍ଧ ବିମାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ଶୀଘ୍ର ଏହି ଶକ୍ତିଶାଳୀ ବିମାନର କାର୍ଯ୍ୟଦକ୍ଷତା ଦେଖିବାକୁ ପାଇବେ। ଦେଶ ପ୍ରତି ବର୍ଷ ଭାରତୀୟ ବାୟୁସେନା ଦିବସକୁ ବାର୍ଷିକ ଉତ୍ସବ ଭାବରେ ପାଳନ କରିଥାଏ। ତେବେ ଆସନ୍ତୁ ଜାଣିବା ବାୟୁସେନା ଦିବସ କେବେ, କାହିଁକି ଏବଂ କିପରି ଆରମ୍ଭ ହୋଇଥିଲା।
ନିଦ ଭାଙ୍ଗିବା ଆଗରୁ ନିସ୍ତେଜ ହୋଇଯାଇଥିଲା ଅନେକ କୋମଳମତିଙ୍କ ରକ୍ତ ଜୁଡ଼ବୁଡ଼ୁ ଦେହ।
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ବଲିଉଡ ଅଭିନେତା, ଅଭିନତ୍ରୀଙ୍କ ଫ୍ୟାନ୍ସ, ଫଲୋୟର ବହୁତ ଅଧିକ । ଆକଳନ କରିବା କଷ୍ଟ। ଯଦି ଏହି ଅଭିନେତା ବା ଅଭିନେତ୍ରୀ ଫ୍ୟାନ୍ସଙ୍କ ଭିଡ଼ରେ ପଡିଗଲେ ତେବେ କଥା ସରିଲା। ଫଟୋ, ଅଟୋଗ୍ରାଫ ପାଇଁ ଏମିତି ଭିଡ ଜମିବ ଯେ ବାହାରବା ମୁସ୍କିଲ ହୋଇଯିବ। ତୁମର ରାଗ, ଗାଳି ଏମିତି ଫ୍ୟାନ୍ସଙ୍କ ପାଖରେ କିଛି କାମ ଦେବନି।
ସୋଶିଆଲ ମିଡିଆରେ ଖୁବ ଆକ୍ଟିଭ ଥିବା ନାଗାଲାଣ୍ଡର ମନ୍ତ୍ରୀ ତେମଜେନ ଇମନା ଅଲଙ୍ଗ ନିଜର ମଜାଦାର ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି ଏକ ମଜାଦାର ଟୁଇଟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ ଟୁଇଟର ହାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ କିଛି ଲେଖିଛନ୍ତି ମଧ୍ୟ। ଏହି ଫଟୋ ଏବଂ ମଜାଦାର ଟୁଇଟ ପାଇଁ ତେମଜେନଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।
ITBPରେ ପୂରଣ ହେବ ହେଡ୍ କନଷ୍ଟେବଳ ପଦବୀ। ୮୧ ହଜାର ଟଙ୍କା ଦରମା ମିଳିବ। ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ ଜାଣିବା ପାଇଁ ପଢନ୍ତୁ।
ପ୍ରେମର ନିଶା ଅଲଗା। ଏ ନିଶା ମଣିଷକୁ ପାଗଳ କରିଦିଏ । କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ । ପ୍ରେମ ପାଇଁ କେତେବେଳେ ଆପଣାର ମଣିଷମାନେ ପର ଲାଗନ୍ତି ପୁଣି କେତେବେଳେ ନିହାତି ପର ମଣିଷ ଆପଣାର ଲାଗନ୍ତି।
ସଲମାନ ଖାନ୍ ବର୍ତ୍ତମାନ ‘ବିଙ୍ଗ୍ ହ୍ୟୁମାନ’ ସଂସ୍ଥା ଗଠନ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଏଭଳି ମନୋଭାବ ଆଜିକାଲିର ନୁହେଁ। ସୁଟିଂ ସରିବା ପରେ ସମସ୍ତେ ଯେତେବେଳେ ଘରକୁ ଫେରିଯାଉଥିଲେ ସେତେବେଳେ ସଲମାନ ରାତି ଅଧରେ ରାସ୍ତାକଡ ଭିକାରୀଙ୍କୁ ଖାଦ୍ୟ ବାଣ୍ଟୁଥିଲେ।
ଜୀବନକୁ ତିନି ସ୍ତରରେ ଜୀଇଛନ୍ତି ବିନୋଦ ଖାନ୍ନା। ଗ୍ଲାମର ଦୁନିଆରେ ଚଳଚଞ୍ଚଳ, ସବୁ ମୋହ ଛାଡି ସନ୍ନ୍ୟାସୀ, ରାଜନୀତିରେ ପ୍ରବେଶ, ସବୁକୁ ଉପଭୋଦ କରିଛନ୍ତି ସେ। ତେବେ ଆସନ୍ତୁ ଏହାକୁ ନେଇ ତାଙ୍କ ସହ ଜଡିତ ୧୦ ରୋଚକ କଥା ବିଷୟରେ ଜାଣିନେବା।
ଥାଇଲାଣ୍ଡରେ ଗୁଳିକାଣ୍ଡ। ପିଲାଙ୍କ ଡେ’ କେୟାର ସେଣ୍ଟର ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛନ୍ତି। ଫଳରେ ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି।