• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mukesh Khanna

Shaktimaan
Shaktimaan Returns Teaser: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର

‘ଶକ୍ତିମାନ’, ତାଙ୍କୁ କିଏ ବା ନ ଜାଣେ ? ୯୦ଦଶକର ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଶକ୍ତିମାନ’ ଘରେ ଘରେ ପରିଚିତ। ଭାରତରେ ବ୍ୟାଟ୍‌ମ୍ୟାନ୍‌ କିମ୍ବା ସ୍ପାଇଡରମ୍ୟାନ ନୁହେଁ, ଶକ୍ତିମାନ ଥିଲା ୯୦ ଦଶକର ସୁପରହିରୋ।

Mukesh khanna says amitabh bachchan once accused him of copying him
ଅମିତାଭଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; କହିଲେ ସେ କିଏ ଯିଏ ମୋ କ୍ୟାରିଅରକୁ ରୋକିପାରିବେ

ନିକଟରେ ମୁକେଶ ଖାନ୍ନା ଏକ ସାକ୍ଷାତକାର ଦେଇଛନ୍ତି, ଯାହା ପରେ ସେ ହେଡଲାଇନରେ ଅଛନ୍ତି। ଅମିତାଭ ବଚ୍ଚନଙ୍କ ଏକ ପୁରୁଣା ମତକୁ ନେଇ ସେ ଟାର୍ଗେଟ୍ କରି କହିଛନ୍ତି, “ଅମିତାଭ କିଏ ଯିଏ ମୋ କ୍ୟାରିଅରକୁ ରୋକି କରିପାରିରେ? କିଏ ସେ?”

Mukesh khanna recently criticized actors doing pan masala ad
ବିଜ୍ଞାପନ ନିର୍ମାତାମାନେ ମାଙ୍କଡ ନଚାଳି ହୋଇଯାଇଛନ୍ତି, ବଡ ବଡ ଷ୍ଟାର୍ ମାଙ୍କଡ଼ ନାଚ ପ୍ରଦର୍ଶନ କରୁଛନ୍ତି: ମୁକେଶ ଖାନ୍ନା

ମୁକେଶ ଖାନ୍ନା ତାଙ୍କ ଶବ୍ଦକୁ ବୁଲେଇ ବଙ୍କେଇ କୁହନ୍ତି ନାହିଁ। ବର୍ତ୍ତମାନ, ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଥିବା ଏକ ଭିଡିଓ ମାଧ୍ୟମରେ ଅଭିନେତା ପାନ ମସଲାର ବିଜ୍ଞାପନ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଉପରେ କଡା ଶବ୍ଦ ପ୍ରୟୋଗ କରିଛନ୍ତି।

mukesh khanna
ବିବାଦରେ ଶକ୍ତିମାନ ଫେମ୍ ମୁକେଶ୍ ଖାନ୍ନା, ଫିଲ୍ମ 'କଳ୍‌କୀ'କୁ ନେଇ ଦେଇଛନ୍ତି ଏମିତି ବୟାନ

ବିବାଦରେ ସିନେ ତାରକା ମୁକେଶ ଖାନ୍ନା । ଫିଲ୍ମ 'କଲକୀ'କୁ ନେଇ ଦେଇଛନ୍ତି ବୟାନ । 'ଓଡ଼ିଶା ଲୋକେ କଳ୍‌କୀ ଫିଲ୍ମ ବୁଝି ପାରିବେନି' । ମୁକେଶଙ୍କ ମନ୍ତବ୍ୟ ପରେ ତେଜିବାରେ ଲାଗିଛି ବିବାଦ ।

Mukesh khanna shares ram mandir photo taunts political party after sunil lahri post
‘ରାମାୟଣ’ର ଲକ୍ଷ୍ମଣ କହିଲେ ଅଯୋଧ୍ୟାବାସୀ ବିଶ୍ୱାସଘାତକ; କଡା ଜବାବ ଦେଲେ ମୁକେଶ ଖାନ୍ନା

ମୁକେଶ ଖାନ୍ନା ତାଙ୍କର ସିଧା କଥା ନେଇ ସବୁବେଳେ ଚର୍ଚ୍ଚରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରନ୍ତି। ସମ୍ପ୍ରତି ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳକୁ ନେଇ ଅନେକ ସେଲିବ୍ରେଟି ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Mukesh khanna slams zeenat aman on her statement of live in relationship
ଜୀନତ୍ ଅମାନ୍‌ଙ୍କ ଲିଭ୍-ଇନ୍ ରିଲେସନ୍‌ସିପ୍ ମନ୍ତବ୍ୟକୁ ନେଇ ମୁକେଶଙ୍କ କଡା ଜବାବ; କହିଲେ...

ଜୀନତ ଅମାନ୍‌ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍‌ସିପ୍‌କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍‌ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।

Mukesh khanna rejects akshay kumar shah rukh khan as shaktimaan
ଶାହରୁଖ-ଅଜୟ-ଅକ୍ଷୟ-ଟାଇଗର୍‌ଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; ଶକ୍ତିମାନ ହେବାକୁ ଚେହେରା ନାହିଁ

‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।

mukesh khanna reaction on ranbir kapoor playing lord ram
‘ରଣବୀର କ’ଣ ରାମ ଭଳି ଲାଗିବେ!’; ‘ରାମାୟଣ’ରେ ଅଭିନେତାଙ୍କ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ଖପ୍ପା

ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ' ଫିଲ୍ମରେ ରଣବୀର କପୁରଙ୍କୁ ରାମ ଭାବେ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Mukesh Khanna slams naseeruddin shah for his controversial statement
ହିନ୍ଦୁସ୍ତାନରେ ଯଦି କେହି ବେଶି ସୁରକ୍ଷିତ ଥାଆନ୍ତି ସେମାନେ ହେଲେ ମୁସଲମାନ: ମୁକେଶ ଖାନ୍ନା

ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ମୁକେଶ ଖାନ୍ନା। ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ନାସିରୁଦ୍ଦିନଙ୍କ ମତକୁ ନେଇ ସେ ବର୍ଷିଛନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।

Adipurush controversy mukesh khanna gajendra chauhan reacts
ହଜାରେ କାହାଣୀ କରିପାରିବେ କିନ୍ତୁ ଆମ ଦେବୀ-ଦେବତାଙ୍କୁ ଉପହାସ କରିପାରିବେ ନାହିଁ

ବୟକଟ୍ ମାମଲାରେ ଫସିଛି 'ଆଦିପୁରୁଷ'। ବିବାଦ ବଢି ବଢି ଚାଲିଛି। ଏହି ବିବାଦ ଭିତରକୁ ଡେଇଁଛନ୍ତି ମୁକେଶ ଖାନ୍ନା। ଚରିତ୍ରକୁ ନେଇ ଉଠେଇଛନ୍ତି ଆପତ୍ତି। ଆମ ଦେବୀ-ଦେବତାଙ୍କୁ ଉପହାସ କରିବା ପ୍ରସଙ୍ଗକୁ ନେଇ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।