ଉତ୍ତରପ୍ରଦେଶର ଲକ୍ଷ୍ନୌର ବୁଲନ୍ଦ ସହରରେ ବଡ ଅଘଟଣ। ଅକ୍ସିଜେନ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ଓ ଜଣେ ଶିଶୁ ରହିଛନ୍ତି ।
ଗଞ୍ଜାମ ପାତ୍ରପୁର ବ୍ଲକ ଅମୁଣ୍ଡିରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ ୪ ଗୁରୁତର । ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଗ୍ୟାସ ଲିକ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ଫାଟି ଯାଇଥିଲା ସିଲିଣ୍ଡର ।
ବେଙ୍ଗାଲୁରୁର ରାଜାଜିନଗରରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି।
ଖାଇବା ପ୍ରସ୍ତୁତ ବେଳେ ସିଲିଣ୍ଡରରେ ନିଆଁ ଲାଗି ଏହି ଭୟଙ୍କର ବିସ୍ଫୋରଣ ହୋଇଛି। ଘରର କବାଟ ନଖୋଲିବାରୁ ପରିବାରର ୬ ସଦସ୍ୟଙ୍କ ଜୀବନ ଚାଲିଯାଇଛି।
ଟାଙ୍କି ଫାଟି ସଂପୂର୍ଣ୍ଣ ଘର ହୁତ୍ ହୁତ୍ ଜଳିଥିଲା । ସଂପୂର୍ଣ୍ଣ ଘର ଜଳିଯାଇଥିଲେ ବି ଅଳ୍ପକେ ବର୍ତ୍ତିଗଲେ ବହୁ କୁନି ପିଲା ।
ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି ।
ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।