ସାଙ୍ଗର କୁକୁରକୁ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଲେ । କୁକୁର ତ ଆରାମରେ ପହଁରି ପହଁରି ଆସିଗଲା । କିନ୍ତୁ ରହିଗଲେ ଯୁବକ ଜଣକ । ପାଣି ଭିତରେ ସଲୀଳ ସମାଧି ନେଲେ ।
ନିଜ ପୁଅ କିମ୍ବା ଝିଅକୁ ଯେତିକି ଯତ୍ନ ନିଆଯାଇଥାଏ, ଘରେ ପୋଷାଯାଇଥିବା କୁକୁରର ବି ସେତିକି ଯତ୍ନ ନିଆଯାଏ ।
କୁକୁର ଖୋଜିବାକୁ ୧୫ ହଜାର ପୁରସ୍କାର ଘୋଷଣା । ସହର ସାରା ପୋଷ୍ଟର, ଖବରକାଗଜରେ ବିଜ୍ଞାପନ ।