• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Stroy

 Naxal attack
ସତେଜ ରହିଛି କ୍ଷତ, ମିଳିଲାନି ସହାୟତା

ଆଜି ବି ସତେଜ ରହିଛି ତାଙ୍କ ଶରୀରରେ ସବୁ କ୍ଷତ ଚିହ୍ନ… ଗୁଳିର ଦାଗ ହି ଲିଭିନି। ତାଜା ରହିଛି ସେଇ କାଳରାତ୍ରି ର ଅଭୁଲା ସ୍ମୃତି। ଧମାଧମ୍ ମାଓ ଗୁଳିର ଶବ୍ଦ ସହ ମନେ ଅଛି ଆତଙ୍କୀଙ୍କ ସମର । ଆମେ କହୁଛୁ କୋରାପୁଟର ସୁନିଲ ଦିଗାଲଙ୍କ କଥା।

AC cabins in truck
ଟ୍ରକ ମାଲିକଙ୍କ ଲାଗି ବଡ଼ ଖବର : ଏଣିକି ବିନା ଏସିରେ ଗଡିବନି ଗାଡି

ଟ୍ରକ ମାଲିକଙ୍କ ଲାଗି ବଡ଼ ଖବର । ଏଣିକି କ୍ୟାବିନ୍‌ରେ ଏସି ନଲଗାଇଥିଲେ ରାସ୍ତାରେ ଗଡିପାରିବନି ଟ୍ରକ୍‌ । ଜାଣନ୍ତୁ କେବେଠୁ ଲାଗୁ ହେବ ଏଇ ନିୟମ

Sarapancha
ଏମିତି ସରପଞ୍ଚଙ୍କୁ ସଲାମ୍...ଗାଁ ଲୋକଙ୍କ ସହ ମିଶି ଖୋଳୁଛନ୍ତି ପୋଖରୀ

ସରପଞ୍ଚ ହେବ ତ ଏମିତି ! ନିଜେ କୋଦାଳ ଧରିଲେ, ମାଟି ହାଣି ମୁଣ୍ଡରେ ମୁଣ୍ଡାଇଲେ । ଲୋକେ କହିଲେ, ଏମିତି ସରପଞ୍ଚ ଥିଲେ ଆମେ ଦାଦନ ଯିବୁ କାହିଁକି

farmer temple
ନିଆରା ମନ୍ଦିର, ପୂଜା ପାଆନ୍ତି କୃଷକ ଦେବତା

ଏଇଠି ପୂଜା ପାଆନ୍ତି କୃଷକ ଦେବତା, ଭକ୍ତ ବି କୃଷକ ଭଗବାନ ବି କୃଷକ...ରାଜ୍ୟର ପ୍ରଥମ କୃଷକ ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା...

Special story
ପେଟରୁ ବାହାରିଲା ୧୮୭ଟି କଏନ୍ ! ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ଅପରେସନ୍‌

ପେଟ ଭିତରେ କଏନ୍‌ ଗଦା । ଅପରେସନ୍‌ କଲା ତିନି ଜଣିଆ ଡାକ୍ତରୀ ଟିମ୍‌ ।

Pet owner flies
ପୋଷା କୁକୁର ଗାୟବ୍‌ : ଖୋଜିବା ପାଇଁ ଲଣ୍ଡନରୁ ଭାରତ ଆସିଲେ ଯୁବତୀ

ପୋଷା କୁକୁର ନିଖୋଜ୍‌ ହେବା ପର ଠାରୁ ମାଲିକାଣୀ ମେଘା ଶାନ୍ତିରେ ଶୋଇପାରୁ ନାହାନ୍ତି । ଶେଷରେ ଛୁଟି ନେଇ ଲଣ୍ଡନରୁ ଭାରତ ଆସିଲେ । ମେଘାଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ ଆସିଛନ୍ତି ।

SPECIAL STORY
ନିଘୋଡ଼ ନିଦରେ ଟ୍ରାକ୍‌ରେ ଶୋଇପଡ଼ିଲେ ଯୁବକ : ମୃତ୍ୟୁ ସାଜି ମାଡ଼ି ଆସିଲା ଲୌହ ଦାନବ, ହେଲେ . .

ନିଦ ପାଇଁ ଜୀବନ ଚାଲିଯାଇ ଥାଆନ୍ତା, ହେଲେ ଭାଗ୍ୟ ବଳରେ ଯୁବକଙ୍କ ଜୀବନ ବଞ୍ଚିଗଲା ।

Posters of missing MLA in Mumbai, One who finds will get 1 chicken as a reward
ସହର ସାରା ନିଖୋଜ ବିଧାୟକଙ୍କ ନାଆଁରେ ପୋଷ୍ଟର; ଖୋଜି ଆଣିଲେ ମିଳିବ ‘ଗଞ୍ଜା’

ନେତାଙ୍କୁ ଖୋଜିଲେ ମିଳିବ ‘ଗଞ୍ଜା’ । ମାୟାନଗରୀ ମୁମ୍ୱାଇରୁ ଏହି କୌତୁହଳପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ସହରର ବିଭିନ୍ନ ସ୍ଥାନରେ ନିଖୋଜ ବିଧାୟକଙ୍କ ପୋଷ୍ଟର ଲଗାଯାଇଛି ।

North Korea
ଏଇଠି ୧୧ ଦିନ ହସିବା ଓ ମଦ ପିଇବା ଉପରେ ଲାଗିଲା ରୋକ୍‌, ଯଦି ନିୟମ ନମାନିନ୍ତି....

ଏଇଠି ୧୧ ଦିନ ପର୍ଯ୍ୟନ୍ତ ହସିବା ଓ ମଦ ପିଇବା ଉପରେ ରୋକ୍‌ ଲଗାଇଲେ ସରକାର। ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ଦିଆଯାଇପାରେ କଠୋରରୁ କଠୋର ଦଣ୍ଡ, ଜାଣନ୍ତୁ କଣ ରହିଛି ପୂରା ଘଟଣା

diya
କ୍ଷୀର, ଘିଅ, ଦହିରେ ତିଆରି ଦୀପ

ମାଟି ଦୀପ ନୁହେଁ କି ଚାଇନା ତିଆରି ଦୀପ ନୁହେଁ, ବରଂ କ୍ଷୀର, ଘିଅ ଆଉ ଗୋବର ମିଶ୍ରଣରେ ତିଆରି ହୋଇଛି ପଞ୍ଚଗବ୍ୟ ଦୀପ। ଏ ଦୀପର ସଳିତା ଜଳି ସାରିବା ପରେ ଦୀପ ଟିବି ସମ୍ପୂର୍ଣ୍ଣ ଜଳି ଯିବ। ଆଉ ଏମିତି ଦୀପ ଯିଏ କରିଛନ୍ତି ତାଙ୍କୁ ଆପଣ ଭେଟିବେନି? ଚାଲନ୍ତୁ ଦେଖିବା ତାଙ୍କ ଦୀପ ଦିଆରି ପ୍ରକ୍ରିୟା

super cyclone
ସେଦିନ ଥିଲା ଅକ୍ଟୋବର ୨୯ ଶୁକ୍ରବାର, ଆଜିବି ଅକ୍ଟୋବର ୨୯ ଶୁକ୍ରବାର

କିଏ ଜାଣିଥିଲା ଏମିତି ହେବ ବୋଲି। ମାତ୍ର କେଇ ଘଣ୍ଟାରେ ଛିନଛତ୍ର ହୋଇଗଲା ଉପକୂଳ ଓଡ଼ିଶା। ମାଟିରେ ମିଶିଗଲା ଘରଦ୍ୱାର। ଜମିବାଡ଼ିରେ ଲହଡି ଖେଳିଲା ପାଣି। ଶବ ଉପରେ ଚଢି ବାପାମାଆ, ପୁଅଝିଅଙ୍କୁ ଖୋଜିଲେ ସଂପର୍କୀୟ। ସେଦିନର ସେହି ଛାତିଥରା ଘଟଣା ମନେ ପଡିଲେ ଆଖି ହୋଇଯାଏ ଛଳଛଳ...