ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି ।
ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍ ଲିମିଟେଡ୍ ଘରୋଇ PNG(Piped Natural Gas) ଗ୍ୟାସ୍ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି।
ସାଧାରଣ ଲୋକଙ୍କୁ ଝଟକା । ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ଓ ପିଏନଜି ମୂଲ୍ୟ ମଧ୍ୟ ବଢ଼ି ଚାଲିଛି । ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଲା PNG ଗ୍ୟାସ୍ ମୂଲ୍ୟ । ଆଇଜିଏଲ୍ ପୁଣିଥରେ PNG ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି କରିଛି । ୧୦ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ PNG ଗ୍ୟାସ୍ ମହଙ୍ଗା ହୋଇଛି