• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cng

CNG crematorium
କାଠରେ ନୁହେଁ, CNG ରେ ଦାହ କରାଯିବ ମୃତଦେହ

ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି ।

CNG, Piped Cooking Gas Prices Hiked
ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା ରୋଷେଇ ଗ୍ୟାସ୍‌, CNG ଦର

ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍‌ ଲିମିଟେଡ୍‌ ଘରୋଇ PNG(Piped Natural Gas) ଗ୍ୟାସ୍‌ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି।

png and CNG Price Updates
ପୁଣି ବଢ଼ିଲା ସିଏନଜି ଓ ପିଏନଜି ମୂଲ୍ୟ : ୧୦ ଦିନରେ ଦ୍ୱିତୀୟ ଥର ପାଇଁ ମହଙ୍ଗା ହେଲା ଗ୍ୟାସ୍

ସାଧାରଣ ଲୋକଙ୍କୁ ଝଟକା । ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ଓ ପିଏନଜି ମୂଲ୍ୟ ମଧ୍ୟ ବଢ଼ି ଚାଲିଛି । ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଲା PNG ଗ୍ୟାସ୍ ମୂଲ୍ୟ । ଆଇଜିଏଲ୍ ପୁଣିଥରେ PNG ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି କରିଛି । ୧୦ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ PNG ଗ୍ୟାସ୍ ମହଙ୍ଗା ହୋଇଛି