ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା।
କମ୍ ରନ୍ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ତିଆ ବିନା ୱିକେଟ୍ରେ ମ୍ୟାଚ୍କୁ ଜିତିଯାଇଛି ।
ଏସିଆ କପ୍ ଫାଇନାଲ୍ରେ ୫୦ ରନ୍ରେ ଅଲ୍ଆଉଟ୍ ହୋଇଛି ଶ୍ରୀଲଙ୍କା ।
ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ମଧ୍ୟ ଶେଷ ଓଭରରେ ଯୁବ ବୋଲର ଅର୍ଶଦୀପ ସିଂ ବୋଲିଂ କରିଥିଲେ। ତାଙ୍କ ଉପରେ ୭ ରନ୍ ବଞ୍ଚାଇ ରଖିବାର ଦାୟିତ୍ୱ ଥିଲା।
ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।