• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆତଙ୍କବାଦ କାର୍ଯ୍ୟକଳାପର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା । ଅବଦୁଲ ମାକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ । ଅବଦୁଲ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍‌ର ସମ୍ପର୍କୀୟ ।ବର୍ତ୍ତମାନ ସୁଦ୍ଧା ଚୀନ ମକ୍କୀକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା ନେଇ ବାଧା ସାଜୁଥିଲା । ମାତ୍ର ଗତ ୧୬ ତାରିଖରେ ଚୀନ, ପାକିସ୍ତାନର ହାତ ଛାଡ଼ିଦେଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ: ଏସ୍‌. ଜୟଶଙ୍କର