• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Photography

World Photography Day 2023
World Photography Day: ଗୋଟିଏ ଫଟୋଗ୍ରାଫ୍ ହିଁ କହିଦିଏ ଇତିହାସର କଥା

ସମସ୍ତଙ୍କ ଜୀବନରେ ଫଟୋ କିଛି ନା କିଛି ଗୁରୁତ୍ୱ ରଖେ। ଫଟୋଗ୍ରାଫ୍ ମାଧ୍ୟମରେ ଲୋକେ ସେମାନଙ୍କର ଇତିହାସକୁ ଖୋଜନ୍ତି ଆଉ ବୁଝନ୍ତି। ଫଟୋର ଏହି ମହତ୍ତ୍ୱକୁ ବୁଝେଇବା ନେଇ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ।

Career in photography and visual communication
Career: ଫଟୋଗ୍ରାଫିରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ଦେଖନ୍ତୁ ଏହି ଖବର

ଭିଜୁଆଲ୍ କମ୍ୟୁନିକେସନ୍‌ରେ ଫଟୋଗ୍ରାଫି ଏକ ବଡ଼ କ୍ୟାରିୟର ବିକଳ୍ପ ଭାବରେ ଉଭା ହୋଇଛି, ଯେଉଁଥିରେ ଜଣେ ଗୋଟିଏ ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ। ତେବେ ଆସନ୍ତୁ ଜାଣିବା ଫଟୋଗ୍ରାଫିରେ କିପରି କ୍ୟାରିଅର୍ କରିହେବ।

31 thousand years photo came to front
୩୧ ହଜାର ବର୍ଷ ତଳେ ରହୁଥିଲେ ପୃଥିବୀରେ, ଏବେ ସାମ୍ନାକୁ ଆସିଲା ଫଟୋ

ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?

Danish in Pendajam
ଦାନିଶଙ୍କୁ ଝୁରୁଛି ପେଣ୍ଡାଜାମ, ମନେ ପକାଉଛନ୍ତି ରିନା ଯାନୀ

କରୋନା ଟିକା କେମିତି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ କୋରାପୁଟ ଆସିଥିଲେ ଦାନିଶ