ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ହୁଏତ କେବଳ ତରୁଣୀଙ୍କୁ ମିସ୍ ୟୁନିଭର୍ସ ଭାବରେ ଦେଖିଥିବେ। କିନ୍ତୁ ଦକ୍ଷିଣ କୋରିଆର ଜଣେ ବୃଦ୍ଧା ମିସ୍ ୟୁନିଭର୍ସ କୋରିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି ।
ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ୍ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଯାଇଛି। ରିୟା ସିଙ୍ଘା ମିସ୍ ୟୁନିଭର୍ସ ଇଣ୍ଡିଆର ମୁକୁଟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ୍ ଜିତିଛନ୍ତି।
ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଦେଖିବାକୁ ମିଳିଛି। ସେ ଏହି ପ୍ରତିଯୋଗିତା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ।
ହର୍ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଥିଲେ ମିସ୍ ୟୁନିଭର୍ସ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍ନାଜ୍ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ। ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।
ମିସ୍ ୟୁନିଭର୍ସ ୨୦୨୨ର ଟାଇଟଲ ଆମେରିକା ସୁନ୍ଦରୀଙ୍କ ହାତକୁ ଚାଲିଯାଇଛି। ଭାରତର ହରନାଜ୍ ସନ୍ଧୁ ବିୟୁଟି କ୍ୱିନ୍ଙ୍କୁ ମିସ୍ ୟୁନିଭର୍ସର ମୁକୁଟ ପିନ୍ଧେଇଛନ୍ତି। ଏହି ମୁକୁଟର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।
ମିସ୍ ୟୁନିଭର୍ସ ଟାଇଟଲ ହାତେଇବାରେ ୩ୟ ଭାରତୀୟ ଭାବେ ହରନାଜ୍ ସାନ୍ଧୁ ଏବେ ଖୁବ୍ ଚର୍ଚ୍ଚାରେ। ଆଜିଯାଏ ଆନ୍ତର୍ଜାତୀୟ ସୁନ୍ଦରୀ କ୍ଷେତ୍ରରେ ୧୦ଜଣ ଭାରତୀୟ ଭାରତର ନାମକୁ ଚମକେଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।
ଭାରତର ହରନାଜ୍ କୌର୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ର ଟାଇଟଲ୍ ନିଜ ନାଁରେ କରିନେଇଛନ୍ତି। କିନ୍ତୁ ଦିନେ ତାଙ୍କ ଶରୀର ଏତେ ପତଳା ଥିଲା ଯେ ଏନେଇ ସେ ଲଜ୍ଜିତ ହେଉଥିଲେ। ତେବେ ଏହି ଜାଗାରେ ପହଞ୍ଚିବା ନେଇ ସେ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ଏହି ଟାଇଟଲ୍ ଜିତି ହରନାଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ପଞ୍ଜାବର ୨୧ ବର୍ଷୀୟ ହରନାଜ ୭୦ତମ ମିସ୍ ୟୁନିଭର୍ସ ହୋଇଛନ୍ତି।
ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି।
ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠାନ କରିବ ଦୁବାଇ । ଏନେଇ ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଏବଂ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଏହାର ଘୋଷଣା କରାଯାଇଛି ।