ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ବଢିଛି ଚିନ୍ତା ।
ପାକିସ୍ତାନରେ ଅଟା ପାଇଁ ହାହାକାର । ହୋସ୍ ଉଡ଼ାଉଛି ଆକାଶଛୁଆଁ ଅଟା ଦର । ରୁଟି ଖଣ୍ଡେ ପାଇଁ ଡହଳବିକଳ ଗରିବଗୁରୁବା । ପାକିସ୍ତାନରେ ୨୦ କେଜିଆ ଅଟା ପ୍ୟାକେଟ୍ ଦାମ୍ ଏବେ ୩ ହଜାର ଟଙ୍କା ଥିବା ସୂଚନା ମିଳିଛି ।
ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି ।
ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି।
ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ଅନାସ୍ଥା ଭୋଟର ସାମନା କରିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।
ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ କେହି ଆଖି ଦେଖାଇ ପାରିବେ ନାହିଁ।
ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍ ଖାନ୍ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।
ରାଜନୈତିକ ଘମାସାନ ଲାଗି ରହିଥିବା ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା
ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ।
ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ ।