• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan Crisis

Pakistan economic crisis
ପାକିସ୍ତାନକୁ ଶନିଦଶା : ଅଙ୍ଗୁର ୭ଶହ, କମଳା ୫ଶହ

ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ବଢିଛି ଚିନ୍ତା ।

Wheat Packet
ଜୀବନ ନେଉଛି ମାଗଣା ଅଟା; ଦଳାଚକଟାରେ ୧୧ ମୃତ

ପାକିସ୍ତାନରେ ଅଟା ପାଇଁ ହାହାକାର । ହୋସ୍ ଉଡ଼ାଉଛି ଆକାଶଛୁଆଁ ଅଟା ଦର । ରୁଟି ଖଣ୍ଡେ ପାଇଁ ଡହଳବିକଳ ଗରିବଗୁରୁବା । ପାକିସ୍ତାନରେ ୨୦ କେଜିଆ ଅଟା ପ୍ୟାକେଟ୍ ଦାମ୍ ଏବେ ୩ ହଜାର ଟଙ୍କା ଥିବା ସୂଚନା ମିଳିଛି ।

Pakistan
କି ଅବସ୍ଥା ! ସାଂସଦ ମନ୍ତ୍ରୀଙ୍କ ଦରମା ବନ୍ଦ, ରିଟାର୍ଡ ଜଜ୍‌ଙ୍କ ପେନ୍‌ସନ୍‌ ବନ୍ଦ; ISIକୁ ମିଳିବନି ଖର୍ଚ୍ଚ...

ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି ।

Pakistan Crisis
କାଙ୍ଗାଳ ହେଲାଣି ପାକିସ୍ତାନ: ଅଟା, ଚିନି ପାଇଁ ଗାଡ଼ି ପଛରେ ଦୌଡୁଛନ୍ତି ଲୋକ

ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି।

Imran Khan
ରହିବେ ନା ଗାଦିରୁ ହଟିବେ ଇମ୍ରାନ ?

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ଅନାସ୍ଥା ଭୋଟର ସାମନା କରିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।

Imran Khan
ଲୋକତନ୍ତ୍ରର ରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ: ଇମ୍ରାନ୍‌

ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ କେହି ଆଖି ଦେଖାଇ ପାରିବେ ନାହିଁ।

Imran khan getting stuck in his own trick supreme court sought evidence of foreign conspiracy agains
ନିଜ ଜାଲରେ ନିଜେ ଛନ୍ଦି ହେଉଛନ୍ତି ଇମ୍ରାନ ! ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ ମାଗିଲେ ସୁପ୍ରିମ୍‌କୋର୍ଟ

ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍‌ ଖାନ୍‌ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍‌ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।

Imran Khan
ପାକିସ୍ତାନ ରାଜନୀତିରେ ଜାରି ରହିଛି ଅଚଳାବସ୍ଥା : ୩ ମାସ ଭିତରେ ସମ୍ଭବ ନୁହେଁ ସାଧାରଣ ନିର୍ବାଚନ

ରାଜନୈତିକ ଘମାସାନ ଲାଗି ରହିଥିବା ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା

Caretaker PAK PM
ଗୁଲଜାର ହେବେ କି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ?

ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ।

Pakistan Crisis । Imran Khan's Parliament Dissolution Move In Supreme Court Today
ପାକିସ୍ତାନ ନ୍ୟାସନାଲ ଆସେମ୍ବଲି ଭଙ୍ଗ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ ।