ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି ।
ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି।
ଗୁଳିମାଡ଼ରେ ଇମ୍ରାନ୍ଙ୍କ ସମେତ ୪ ଆହତ, ହସ୍ପିଟାଲରେ ଭର୍ତ୍ତି ।
ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ କେହି ଆଖି ଦେଖାଇ ପାରିବେ ନାହିଁ।
ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ।
ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲେ ଇମ୍ରାନ୍ ଗାଦିଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ ଥିଲା।