• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି - ୯ମୀ ସନ୍ଧ୍ୟା ୦୭.୨୦ ଗତେ ୧୦ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୭.୨୦ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୬.୨୭ ରୁ ୦୭.୫୦

ଦିବା ୧୦.୫୦ ରୁ ୦୧.୦୧

ଦିବା ୦୪.୦୨ ରୁ ୦୪.୪୦

ସନ୍ଧ୍ୟା ୦୬.୧୬ ରୁ ୦୮.୫୩

ରାତ୍ରି ୧୧.୫୬ ରୁ ୦୨.୫୯

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅଶୁଭ ସମୟ:

ଋାହୁକାଳ - ପ୍ରାତଃ ୦୭.୫୦ ରୁ ୦୯.୧୨

କାଳବେଳା – ପ୍ରାତଃ ୦୭.୫୦ ରୁ ୦୯.୧୨

ବାରବେଳା – ଦିବା ୦୨.୪୦ ରୁ ୦୪.୦୨

କାଳରାତ୍ରି – ରାତ୍ରି ୧୦.୧୮ ରୁ ୧୧.୫୬

OTV is now on Whatsapp

Join and get latest news update delivered to you via whatsapp

Join Now