ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ବିଧାନସଭା ନିର୍ବାଚନ ପରେ ସ୍ଥିତି ଏବେ କଣ? ଦିନେ ଆତଙ୍କବାଦୀଙ୍କ ଚରାଭୂଇଁର ଶିରପା ପିନ୍ଧିଥିବା ଉପତ୍ୟକାରେ କେତେ ସୁରକ୍ଷିତ ଲୋକ?
ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ।
ବେଆଇନ ନିର୍ମାଣକୁ 'ସୁପ୍ରିମ' ଝଟ୍କା। ମାଟିବେ ମିଶିବ ଅନଧିକୃତ ନିର୍ମାଣ। OC ନଥିଲେ ମିଳିବନି ପାଣି, ବିଜୁଳି ଓ ସ୍ବେରେଜ ସଂଯୋଗ। ବ୍ୟାଙ୍କ ଲୋନ୍ ବି ମିଳିବନି।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କ୍ରିକେଟ୍ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଯାଉଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବହୁ ବରିଷ୍ଠ ଖେଳାଳି ଆସନ୍ତା ବର୍ଷ ଜୁନ୍-ଜୁଲାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅବସର ନେଇପାରନ୍ତି ।
ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।
ଦେଶର ବିଭିନ୍ନ ସ୍ଥାନରେ ନଡ଼ିଆ ତେଲକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି। କୋର୍ଟ କହିଛନ୍ତି ଯେ ଯେଉଁଭଳି ଭାବରେ କମ୍ପାନୀମାନେ ସେମାନଙ୍କ ତେଲକୁ ବ୍ରାଣ୍ଡ କରିବେ ଏବଂ ଏହାକୁ ବିକ୍ରି କରିବେ, ସେହି ଆଧାରରେ ଟିକସ ନିଆଯିବ।
ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ଘଟିଛି । ଗତକାଲି ଅପେକ୍ଷା ସୁନାର ଦାମ୍ କମ୍ ହୋଇଛି ।
ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଏଥିରେ ସଂସଦର ମକର ଦ୍ବାରର ସିଡି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ୫ଟି ଷ୍ଟିଚ୍ ପଡିଛି ।
RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।
ବେହେବାଗ ଅଞ୍ଚଳର କାଦରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବରେ ଏନକାଉଣ୍ଟର କରିଥିଲେ।
ରାହୁଲ ଗାନ୍ଧି ପ୍ରଥମେ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ମୁକେଶ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁସାରେ ସାର୍ଥକ ସଞ୍ଜୟ ନାମକ ଓଡ଼ିଶାର ଜଣେ ବ୍ୟକ୍ତି ତାଙ୍କ ହୋଟେଲରେ ଅକ୍ଟୋବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରହିଥିଲେ । ୪ ଦିନ ପାଇଁ ରୁମ୍ ବାବଦକୁ ଲକ୍ଷେ ୭୦ ହଜାର ଟଙ୍କା ହୋଇଥିବା ବେଳେ ଖାଇବା ବାବଦ ଅର୍ଥ ୩୬ ହଜାର ଟଙ୍କା ।
ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ରାହୁଲ ଗାନ୍ଧୀଙ୍କ ତାଙ୍କୁ ଠେଲି ଦେବା ପରେ ସେ ପଡିଯାଇ ଆହତ ହୋଇଛନ୍ତି ବୋଲି ବାଲେଶ୍ବର ସାଂସଦ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଛିଡା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ ଏବଂ ସେହି ସାଂସଦ ମୋ ଉପରେ ପଡ଼ିଗଲେ। ଏହାପରେ ମୁଁ ପଡ଼ିଗଲି।
ବଢୁଛି ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ଓ୍ୱିଲମୋରଙ୍କ ସଂକଟ । ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି ।
ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲା, ଏବେ ଭାରତରେ ଭୋଗିବ ସଜା ।
ୱାନ୍ ନେସନ୍, ୱାନ୍ ଇଲେକସନ୍ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି, JPC ଗଠିତ । ୩୧ ଜଣିଆ କମିଟିରେ ଲୋକସଭାରୁ ୨୧ ଜଣ ସାଂସଦ ଓ ରାଜ୍ୟସଭାରୁ ଅଛନ୍ତି ୧୦ ସଦସ୍ୟ ।
ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା । ବେଜିଂରେ ଦୁଇ ଦେଶର ୨୩ତମ ସ୍ୱତନ୍ତ୍ର ପ୍ରତିନିଧିଙ୍କ ବୈଠକ ଅନୁଷ୍ଠିତ ହୋଇଛି ।
ମୁମ୍ବାଇ ଉପକୂଳରେ ବଡ଼ ଧରଣର ଟ୍ରାଜେଡି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ପିଟିଲା ନୌସେନାର ସ୍ପିଡ୍ ବୋଟ୍ ।
ଥ୍ୟାଙ୍କ୍ ୟୁ ଅଶ୍ୱିନ୍ ... ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ...ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ...
ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।
କଂଗ୍ରେସ କିଭଳି ପ୍ରତିଟି କୌଶଳ ଆପଣାଇ ପାରେ । ବି.ଆର. ଆମ୍ବେଦକରଙ୍କ ସହ ଏସ୍ସି, ଏସଟି ଲୋକଙ୍କୁ ଅପମାନିତ ଭଳି ଟ୍ରିକସ ଆପଣାଉଛି କଂଗ୍ରେସ ।
ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ଲିମିଟେଡ୍(NIACL)ଆଣିଛି ଚାକିରିର ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ NIACL ରେ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ।
ମୁହଁରେ ଗାମୁଛା ଘୋଡାଇ ପୁଅର ଶବକୁ ଅପେକ୍ଷା କରିଥିବା ବାପା କହୁଛି, ଦାନା ପାଇଁ ଦାଦନ ଯାଇଥିଲା ପୁଅ । ଶବ ହୋଇ ଫେରିଛି । ମୋତେ ଇଟାଭାଟି ମାଲିକ କହିଲା, କିଛି ଟଙ୍କା ନିଅ, ମୁଁ...ଏଠି ଶବକୁ ପୋଡି ଦେଉଛି । କିନ୍ତୁ ମୁଁ କହିଲି....ଟଙ୍କା ନେଇ କରିବି କଣ ? ଏକମାତ୍ର ପୁଅ ତ ଚାଲିଗଲା...। ଶବ ଫେରିଲେ ପୁଅର ମଲାମୁହଁ ଦେଖିବି....! ବାସ୍, ଦୁଇଦିନ ପରେ ଗତକାଲି ଡିସେମ୍ବର ୧୭ରେ ଗାଁକୁ ଶବ ଫେରିଛି ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆର୍. ଅଶ୍ୱିନ । ୩୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ।
ଅଂଜି ଖଡ୍ ବ୍ରିଜ୍ କତ୍ରାରୁ ରେଆସିକୁ ସଂଯୋଗ କରୁଛି । ଏହା ଭାରତର ପ୍ରଥମ କେବୁଲ୍ ରେଲୱେ ବ୍ରିଜ୍ ।