• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Actor Pankaj Tripathy love story started with rumal at the age of 17
ପଙ୍କଜ ତ୍ରିପାଠୀଙ୍କ ପ୍ରେମ କାହାଣୀ; ବିଶେଷ ଭୂମିକା ନେଇଥିଲା ରୁମାଲ୍‌

ସାଧାସିଧା ଦେଖାଯାଉଥିବା ବଲିଉଡ୍‌ର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ ବାସ୍ତବ ଜୀବନରେ ବହୁତ ରୋମାଣ୍ଟିକ୍। ସେ ଅନେକ ସମୟରେ ନିଜ ପ୍ରେମ କାହାଣୀକୁ ଅନେକ ପ୍ଲାଟଫର୍ମରେ ଶେୟାର କରିଛନ୍ତି। ଏଥର ତାଙ୍କ ପତ୍ନୀ ମୃଦୁଲା ସେହିଦିନର ପ୍ରେମ କାହାଣୀ କହିଛନ୍ତି।

US deported Indians
ଲୁଚିଛପି ଯାଇଥିଲେ ବିଦେଶ; ଚାଟାର୍ଡ ଫ୍ଲାଇଟ୍‌ରେ ବିଦା କଲା ଆମେରିକା

ଫିଲ୍ମରେ ନୁହେଁ ବରଂ ରିୟଲରେ ବେଆଇନ ଭାବରେ ରହୁଥିବା ଭାରତୀୟଙ୍କ ବିରୋଧରେ ଆମେରିକା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍ ଯୋଗେ ଭାରତକୁ ପଠାଇ ଦିଆଯାଇଛି।

train
ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ଟ୍ରାକ୍‌ରୁ ମିଳିଲା କାଠଗଣ୍ଡି

ପୁଣି ଟ୍ରେନ୍‌କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍‌କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ।

These 5 things is not normal in relationship talk openly with your partner
Relationships Tips: ଆପଣଙ୍କ ବୈବାହିକ ସଂପର୍କରେ ଏହି ୫ ଘଟଣା ନାହିଁ ତ… ହୋଇପାରେ ବିଚ୍ଛେଦ

ବୈବାହିକ ସଂପର୍କରେ ଏମିତି କିଛି ଘଟଣା ଆସେ ଯାହାକୁ ଆମେ ଅତି ସାଧାରଣ ବୋଲି ମନେକରୁ। ତେବେ ଏହି ଘଟଣାଗୁଡ଼ିକୁ ଅଣଦେଖା କରିବା କେବଳ ଆପଣଙ୍କ ମଧ୍ୟରେ ଦୂରତା ବଢାଇବ ନାହିଁ, ଏହା ସମ୍ପର୍କର ମୂଳଦୁଆକୁ ମଧ୍ୟ ଦୁର୍ବଳ କରିଦେବ, ପରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରେ।

ISKON
ବିବାଦରେ ଇସ୍କନ୍; ଅଦିନିଆ ରଥଯାତ୍ରା ଆୟୋଜନ, ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ପ୍ରତିକ୍ରିୟା

ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।

Medicine
ସାବଧାନ!! ଗୁଣାତ୍ମକ ମାନ ହାସଲ କରିବାରେ ବିଫଳ ହେଲା ଏହି ସବୁ ମେଡିସିନ୍ ...

ଗୁଣାତ୍ମକ ମାନ ପରୀକ୍ଷାଣରେ ବିଫଳ ହେଲା ମେଡିସିନ୍ ।

Women special best yoga poses for womens physical mental fitness after 40
Yogasana: ୪୦ ବର୍ଷ ପରେ ମହିଳାଙ୍କ ପାଇଁ ଜରୁରୀ ଆସନ: ରହିବେ ଫିଜିକାଲି-ମେଣ୍ଟାଲି ଫିଟ୍

ମହିଳାଙ୍କୁ ୪୦ ବର୍ଷ ହୋଇଗଲେ ଶରୀରରେ ଅନେକ ପ୍ରକାରର ହର୍ମୋନାଲ୍‌ ପରିବର୍ତ୍ତନ ଘଟିବା ଆରମ୍ଭ ହୁଏ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଏ। ଏହି ସମୟରେ ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

5 most common workout mistakes most people make in gym
Health Tips: ଜିମ୍‌ରେ କରୁ ନାହାନ୍ତି ତ ଏହି ୫ ଭୁଲ୍… ହୋଇପାରେ ମେରୁଦଣ୍ଡ ସମସ୍ୟା

ଅଧିକାଂଶ ଲୋକ ଜିମ୍‌ରେ ଅନେକ ଭୁଲ୍ କରୁଥିବା ଦେଖାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଜିମ୍‌ରେ କେତେକ ତ୍ରୁଟିକୁ ଜାଣିବା ଏବଂ ଏଡ଼ାଇବା ଅତ୍ୟନ୍ତ ଜରୁରୀ। ବେଳେବେଳେ ଏହି ଭୁଲଗୁଡ଼ିକ ଗମ୍ଭୀର ସମସ୍ୟାର କାରଣ ମଧ୍ୟ ହୋଇପାରେ।

India China
LACରୁ ହଟିବେ ଭାରତ-ଚୀନ୍ ସେନା ! ମୋଦି-ଜିନପିଙ୍ଗ ଭେଟ ପରଠୁ ବଦଳୁଛି ଚିତ୍ର

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି ।

Ind vs Aus
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା, କିଏ ପାଇଲେ ସରପ୍ରାଇଜ ଏଣ୍ଟ୍ରି

ବର୍ଡର ଗାଊଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ ।

Ratan Tata
ସାମ୍ନାକୁ ଆସିଲା ରତନ ଟାଟାଙ୍କ ୧୦ ହଜାର କୋଟି ଟଙ୍କାର ୱିଲ୍

ତାଙ୍କର ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡ଼ୁଙ୍କ ବିଦେଶରେ ଶିକ୍ଷା ଖର୍ଚ୍ଚକୁ ଛାଡ଼ କରିବା ସହିତ, ଶାନ୍ତନୁଙ୍କ ସଂସ୍ଥା ଗୁଡଫେଲୋରେ ନିଜ ଅଂଶଧନକୁ ଛାଡ଼ି ଦେଇଛନ୍ତି ରତନ ଟାଟା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Lawrence Bishnoi
ଦିଲ୍ଲୀ ପୋଲିସ୍‌ର ବଡ଼ ଆକ୍ସନ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ପକ୍ଷରୁ ଗିରଫ କରାଯାଇଛି ।

Woman loses over rs 87000 after downloading app for lounge access
Technology: କରନ୍ତୁ ନାହିଁ ଏହି ଆପ୍ ଡାଉନ୍‌ଲୋଡ୍; ଆକାଉଣ୍ଟରୁ ଚାଲିଯାଇପାରେ ଲକ୍ଷାଧିକ ଟଙ୍କା

ଜଣେ ମହିଳା ପ୍ରକାଶ କରିଛନ୍ତି ଯେ ଲାଉଞ୍ଜ ଆକ୍ସେସ୍ ପାଇଁ ଏକ ଆପ୍ ଡାଉନ୍‌ଲୋଡ୍ କରିବାକୁ କୁହାଯିବା ପରେ ସେ କିପରି ୮୭,୦୦୦ରୁ ଅଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଜାଣନ୍ତୁ ପୂରା ଘଟଣା…

Union Bank of India vacancy 2024 Post apply for 1500 post
Union Bank of India vacancy 2024: ଗ୍ରାଜୁଏସନ୍ କରିଥିଲେ ବ୍ୟାଙ୍କରେ ଅଫିସର୍ ଚାକିରି; ଓଡ଼ିଶାରେ ୧୦୦ ପ୍ରାର୍ଥୀଙ୍କୁ ସୁଯୋଗ

UBIରେ ଅଫିସର୍ ପଦବୀ ପୂରଣ ହେବ। ଏନେଇ UBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Abhishek bachchan shoojit sircar i want to talk poster release
ଲମ୍ବା କୋଟ୍‌, କାର୍ଟୁନ୍ ପ୍ୟାଣ୍ଟ ସହିତ ବଡ ପେଟରେ ଅଭିଷେକ ବଚ୍ଚନ

'ଆଇ ୱାଣ୍ଟ୍ ଟୁ ଟକ୍‌'ର ପୋଷ୍ଟରରେ ଅଭିଷେକ ବଚ୍ଚନ ଏକ ଲମ୍ବା କୋଟ୍‌ ଏବଂ କାର୍ଟୁନ୍ ଚିତ୍ର ଥିବା ପ୍ୟାଣ୍ଟ ପିନ୍ଧିଛନ୍ତି, ଯାହା ସାଧାରଣତଃ ଘରେ ପିନ୍ଧାଯାଇଥାଏ। ପେଟରେ ଅଛି ସର୍ଜରୀ ଚିହ୍ନ।

Cyclone is a new challenge to the Mohan government
ମୋହନ ସରକାରଙ୍କ ଆଗରେ ବାତ୍ୟା ଏକ ନୂଆ ଚ୍ୟାଲେଞ୍ଜ

ଓଡ଼ିଶାରେ ଏବେ ବାତ୍ୟା ଭୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।

terrorists attack
ସେନା ଗାଡ଼ି ଉପରେ ଆତଙ୍କୀ ବଡ଼ ହମଲା; ୨ ଯବାନ ସହିଦ...

ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ କରିଥିବା ହମଲାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଜନିଷ ନେବା ଆଣିବା କରୁଥିବା ୨ ଜଣ ପୋର୍ଟର ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

Uttarakhand Police
ପୋଲିସ୍ ଦେଖାଇଲା ଅପରାଧୀର ଔକାତ୍! ଧରିବାକୁ ଘୋଷଣା କଲା ଏତିକି ଟଙ୍କା

ଅପରାଧୀଙ୍କ ଔକାତ୍ କେତେ .. ଏହା ସୂଚାଇବାକୁ ଯାଇ ପୋଲିସ ନେଇଛି ଅଭିନବ ପଦକ୍ଷେପ । ତିନି ଜଣ ଅପରାଧୀଙ୍କୁ ଧରାଇବାକୁ ପୋଲିସ ଘୋଷଣା କରିଛି ପୁରସ୍କାର ରାଶି ।

Scooter Ride
ନା ବୟସ ହୋଇଛି, ନା ହେଲମେଟ୍‌ ଅଛି! ଝିଅକୁ ଗାଡ଼ି ଚଲା ଶିଖାଉଛି ବାପା

୧୮ ବର୍ଷ ନହେବା ଯାଏଁ କୌଣସି ନାବାଳକ କିମ୍ବା ନାବାଳିକାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ନାହିଁ । ତେବେ ଅନେକ ସମୟରେ ଏହାର ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହୁଏ ।

Scientists want to inject 5 million tons of diamond
ଦୂର ହେବ ଗ୍ଲୋବାଲ୍ ୱାର୍ମିଂ ସମସ୍ୟା, ପୃଥିବୀକୁ ଥଣ୍ଡା କରିବ ହୀରାଗୁଣ୍ଡ; ଜାଣନ୍ତୁ କେତେ ଖର୍ଚ୍ଚ ହେବ

ବଢୁଛି ବିଶ୍ୱ ତାପନ। ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ବାୟୁମଣ୍ଡଳରେ ହୀରାଗୁଣ୍ଡ ଇଞ୍ଜେକ୍ଟ କରିବା ଦ୍ୱାରା ପୃଥିବୀ ଥଣ୍ଡା ହୋଇଯିବ।

Bangladesh
ବାଂଲାଦେଶରେ ପୁଣି ଉତ୍ତେଜନା: ରାଷ୍ଟ୍ରପତିଙ୍କ ବହିଷ୍କାର ଦାବିରେ ଛାତ୍ର ବିକ୍ଷୋଭ

ପୁଣି ଅଶାନ୍ତ ବାଂଲାଦେଶ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ।

Lokesh Rahul is losing shine in international cricket
Sports: ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଲୋକେଶ ରାହୁଲ

ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ । ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା । ପ୍ରଶ୍ନ ଉଠୁଛି, ଆଗକୁ କେତେ ସୁରକ୍ଷିତ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌?

Beware of calls from this number they could be associated with scams
Technology: ସାବଧାନ! କେବେବି ଉଠାନ୍ତୁ ନାହିଁ ଏହି ଦୁଇ ନମ୍ବରରୁ ଆସୁଥିବା କଲ୍; ଖାଲି ହୋଇଯିବ ଆକାଉଣ୍ଟ୍

ସ୍କାମର୍‌ମାନେ କ୍ରମାଗତ ଭାବରେ ଲୋକଙ୍କୁ ଠକିବା ପାଇଁ ନୂତନ ଉପାୟ ଖୋଜୁଛନ୍ତି, ଯାହା ମଧ୍ୟରୁ ଗୋଟିଏ ହେଉଛି ଇଣ୍ଟର୍‌ନେଟ୍ କଲ୍ ବ୍ୟବହାର। ଏନେଇ ସତର୍କ ରୁହନ୍ତୁ। କେବେ ବି ଉଠାନ୍ତୁ ନାହିଁ ଏହି ଦୁଇ ନମ୍ବରରୁ ଆସୁଥିବା କଲ୍। ନଚେତ ଖାଲି ହୋଇଯିବ ଆକାଉଣ୍ଟ୍।

Should you eat before gym or not fitness expert explains facts
Health Tips: ସକାଳେ ଉଠିବାର କେତେ ସମୟ ପରେ ବ୍ୟାୟାମ କରିବା ଉଚିତ; ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ସବୁ ବୟସର ଲୋକ କିଛି ନା କିଛି ବ୍ୟାୟାମ କରିବା ଉଚିତ। ତେବେ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି ଯେ ଖାଇବା ପରେ ନା ଖାଲି ପେଟରେ ବ୍ୟାୟାମ କରିବା ଉଚିତ। ତେବେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କୁହନ୍ତି ଆସନ୍ତୁ ଜାଣିବା।

PM Modi meets Chinese President
ବ୍ରିକ୍ସ ସମ୍ମିଳନୀ: ଦୀର୍ଘ ୫ ବର୍ଷ ପରେ ମୋଦି-ଜିନ୍ ପିଙ୍ଗ ଭେଟ 

ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି ।