ରାଜନୈତିକ ଦଳଙ୍କ ନିର୍ବାଚନୀ ପାଣ୍ଠି ଉପରେ 'ସୁପ୍ରିମ୍' ପ୍ରହାର । ଇଲେକ୍ଟୋରାଲ ବଣ୍ଡକୁ ବେଆଇନ ଦର୍ଶାଇ ବନ୍ଦ କଲେ ସୁପ୍ରିମକୋର୍ଟ ଇତିହାସ ପାଲଟିଲା ପଲିଟିକାଲ୍ ପାର୍ଟିଙ୍କ ଆୟର ଏହି ପ୍ରମୁଖ ଉତ୍ସ ।
NEET କାଉନସେଲିଂ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। NEET-PG ଓ UG ନାମଲେଖା ନେଇ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଥିବା ଆର୍ଥିକ ଅନଗ୍ରସର ବର୍ଗ ଓ ପଛୁଆବର୍ଗ ସଂରକ୍ଷଣ ଚାଲୁ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଲକଡାଉନ୍ ହେବ ଦିଲ୍ଲୀ । ଲକଡାଉନ ପ୍ରସ୍ତୁତି ନେଇ ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର । ଜାଣନ୍ତୁ କାରଣ ।