• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

National Farmer’s Day 2024
National Farmer’s Day 2024: ଚାଷୀ କିପରି ହେବେ ଆତ୍ମନିର୍ଭରଶୀଳ; ଆସନ୍ତୁ ଜାଣିବା…

ଚାଷୀଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

Plane Crash
Plane Crash: ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ

ଏକ ଛୋଟ ବିମାନ ଏକ ବିଲ୍ଡିଂରେ ଖସିପଡିଛି। ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡିଛି। ବ୍ରାଜିଲର ନାଗରିକ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟନ ସହର ଗ୍ରାମାଡ଼ୋରେ ଏହି ଦୁର୍ଘଟଣା ଘଟିଛି।

Why Pathani Samanta composed 'Siddhanta Darpana'
Pathani Samanta’s Birthday 2024: ପଠାଣି ସାମନ୍ତ କାହିଁକି ରଚନା କଲେ ‘ସିଦ୍ଧାନ୍ତ ଦର୍ପଣ’

ଆଜି ପଠାଣି ସାମନ୍ତଙ୍କ ଜନ୍ମଦିନ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ।

Space Station
Space Station: ମହାକାଶରେ ଆଉ ଏକ କୀର୍ତ୍ତିମାନ ଅପେକ୍ଷାରେ ଭାରତ; ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ 

ଖୁବ୍ ଶୀଘ୍ର ଆଉ ଏକ ବଡ଼ ମିଶନକୁ ସଫଳ କରିବାକୁ ଜୋରଦାର୍ ହୋଇଛି କସରତ। 'ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ'ସ୍ଥାପନ ଦିଗରେ ଆଗକୁ ବଢୁଛି ଭାରତୀୟ ମହାକାଶ ଗବେଷଣ ସଂସ୍ଥା। 

Indian Space Station
Indian Space Station: ଆଉ ଏକ କୀର୍ତ୍ତିମାନ ରଚିବ ଭାରତ, ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ

ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ ।

PM Modi
PM Modi Kuwait Visit: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତ୍‌ର ସର୍ବଶ୍ରେଷ୍ଠ ପୁରସ୍କାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଏତର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନଜନକ 'ଅର୍ଡର ଅଫ୍ ମୁବାରକ ଅଲ-କବୀର' ପ୍ରଦାନ କରାଯାଇଛି ।

RRB Vacancy 2024
RRB Vacancy 2024: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

RRB ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ବର୍ଗ ନିଯୁକ୍ତି ୨୦୨୪ ପାଇଁ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅବସ୍ଥା ଖରାପ
Bangladesh: ବାଂଲାଦେଶକୁ ମାତ୍ କରିଦେବ ଭାରତର ଗୋଟିଏ ଚାଲ୍, ଛାଡ଼ିଯିବ ଚୀନ୍ ଓ ପାକିସ୍ତାନ ପ୍ରେମ

ବାଂଲାଦେଶ ଧୀରେ ଧୀରେ ଭାରତକୁ ଛାଡ଼ିବାକୁ ଭିତରେ ଭିତରେ ଯୋଜନା କରୁଛି। ବ୍ୟାବସାୟିକ ସଂପର୍କ ସଂକୁଚିତ କରୁଛି। ଏଥିପାଇଁ ସେ ନୂଆ ସାଥୀ ଖୋଜୁଛି। ଚିନି, ଆଳୁ ଓ ପିଆଜ ପାକିସ୍ତାନକୁ ଆଣିବାକୁ ଯୋଜନା କରୁଛି। କିନ୍ତୁ ମନେରଖିବାକୁ ହେବ ଯେ, ଭାରତର ଗୋଟିଏ ମାତ୍ର ଚାଲ୍ ବାଂଲାଦେଶକୁ ଭିକାରୀ କରିଦେଇପାରେ।

Sunny deol ameesha patel gadar 3 villain name speculation
Gadar 3: ଆସିବ 'ଗଦର ୩'; ଭିଲେନ୍ ହୋଇ ଆସିବେ ଏହି ସୁପର୍‌ଷ୍ଟାର୍

ନାନା ପାଟେକର ନିକଟରେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସହ 'ଗଦର ୩' ର ଭିଲେନ୍ ବିଷୟରେ କଥା ହୋଇଛନ୍ତି। ଏହି ବରିଷ୍ଠ ଅଭିନେତା ଇଶାରା ଦେଇଛନ୍ତି ଯେ ତାଙ୍କୁ 'ଗଦର ୩'ରେ ଜଣେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ।

Baba vanga predictions in the year 2024 which proved to be true
Baba Vanga Predictions: ୨୦୨୪ରେ ବାବା ଭେଙ୍ଗାଙ୍କ ଏହି ୫ ଭବିଷ୍ୟବାଣୀ ସତ ହୋଇଛି; ୨୦୨୫ରେ ହେବ ସାଂଘାତିକ ପରିସ୍ଥିତି

ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାର ଉଦ୍ୟମକୁ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ, ଯାହା ଏତେ ସତ୍ୟ ପ୍ରମାଣିତ ହୋଇଛି। ତେବେ ଆସନ୍ତୁ ୨୦୨୪ ଶେଷ ହେବା ପୂର୍ବରୁ ଏହି ମସିହାରେ ବାବା ଭେଙ୍ଗାଙ୍କର କେଉଁ ସବୁ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ତାହା ଜାଣିବା।

ECI
Electoral Rules Changed: ବଦଳିଲା ନିୟମ; ଏଣିକି ପ୍ରାର୍ଥୀଙ୍କୁ ମିଳିବନି ପୋଲିଂ ବୁଥ୍ ସିସିଟିଭି ଫୁଟେଜ୍ ଓ ଇ-ରେକର୍ଡ

କେନ୍ଦ୍ର ସରକାର ନିର୍ବାଚନୀ ନିୟମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ମତଦାନ କେନ୍ଦ୍ରଗୁଡ଼ିକର ସିସିଟିଭି ଫୁଟେଜ୍ ସାର୍ବଜନୀନ ହେବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ଫୁଟେଜ ସର୍ବସାଧାରଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏହି ପରିବର୍ତ୍ତନକୁ ବିରୋଧ କରିବା ସହ ଏହା ନିର୍ବାଚନ ସ୍ୱଚ୍ଛତା ବିରୋଧରେ ବୋଲି କହିଛି।

iPhone
Devotee drops iPhone in Hundi: ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone; ଭଗବାନଙ୍କ ସଂପତ୍ତି ଫେରାଉ ନାହାନ୍ତି ମନ୍ଦିର କର୍ତ୍ତୃପକ୍ଷ

ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone। ମନ୍ଦିର କର୍ତ୍ତୃପକ୍ଷ କହିଥିଲେ, ହୁଣ୍ଡି ହେଉଛି ଦେବତାଙ୍କର ସମ୍ପତ୍ତି। ସେଥିରେ ଯାହା ଥିବ ତାହା ଫେରସ୍ତ କରାଯାଇପାରିବ ନାହିଁ।

Hala Modi
Hala Modi: କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି; କହିଲେ କୁଏତୀ ବନ୍ଧୁଙ୍କୁ ନେଇ ବୁଲିବାକୁ ଆସନ୍ତୁ...

ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି । କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ଆସନ୍ତୁ...

Accident
Brazil Bus Accident: ଫାଟିଲା ବସ୍‌ ଚକା; ସିଧା ଯାଇ ଟ୍ରକକୁ ପିଟିଲା, ଚାଲିଗଲା ୩୮ ଜୀବନ

ଏହି ଦୁର୍ଘଟଣା ପରେ ବ୍ରାଜିଲର ରାଜ୍ୟପାଳ ରୋମିଓ ଜେମା ମିନାସ୍ ଜେରାଇସ୍ ସରକାରଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବଡ଼ଦିନ ପୂର୍ବରୁ ମୃତାହତଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

National Mathematics Day 2024
National Mathematics Day 2024: କର୍କଟ ରୋଗକୁ ବୁଝିବାକୁ ସହଯୋଗ କରୁଛି ଶ୍ରୀନିବାସ ରାମାନୁଜନଙ୍କ ଗଣିତ

ଆଜି ‘ଜାତୀୟ ଗଣିତ ଦିବସ’। ଏହି ଦିନ ରାମାନୁଜନଙ୍କ ମହାନ ଅବଦାନକୁ ଲୋକଲୋଚନକୁ ଅଣାଯିବା ସହ ଦିବସଟିକୁ ଉତ୍ସାହର ସହ ପାଳନ କରାଯାଏ।

Russia Ukraine War
Russia Ukraine War: ରୁଷର କାଜାନ୍ ଉପରେ ୟୁକ୍ରେନର କାମାକାଜି ଆଟାକ୍; ତାଜା ହେଲା 9/11 ଆତଙ୍କୀ ହମଲା କଥା

୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କୀମାନେ ଯେଉଁଭଳି ଭାବେ ଆମେରିକାସ୍ଥିତ ୱାଲ୍ଡ ଟ୍ରେଡ୍ ସେଣ୍ଟରରେ ବିମାନ ଧକ୍କା କରାଇଥିଲେ, ଆଜି କାଜାନ୍ ଉପରେ ୟୁକ୍ରେନ ଡ୍ରୋନ୍ ଆଟାକର ଦୃଶ୍ୟ ବି କିଛି ସେହିଭଳି ଦେଖାଯାଉଛି। ୮ଟି ଡ୍ରୋନରୁ ୬ଟି ଡ୍ରୋନ୍ ଆବାସିକ କୋଠାରେ ଓ ଗୋଟିଏ ଶିଳ୍ପାଞ୍ଚଳରେ ମାଡ଼ ହୋଇଥିବା ବେଳେ, ଗୋଟିଏ ଡ୍ରୋନ୍ ନଦୀରେ ଖସିଛି ।

Car Flips 8 Times
Car Flips 8 Times: ୮ଥର ଓଲଟି ଗୁଣ୍ଡ ହୋଇଗଲା କାର୍; ସୁରକ୍ଷିତ ଓହ୍ଲାଇଲେ ୫ ଯାତ୍ରୀ, କହିଲେ ଚା’ କପେ ମିଳିବ ?

ଦୁର୍ଘଟଣା ସମୟରେ ଡ୍ରାଇଭର କାରରୁ ଡେଇଁ ପଡ଼ିଥିଲେ। ଏହା ପରେ କାରଟି ଓଲଟି ପଡ଼ିବା ପରେ ଅବଶିଷ୍ଟ ୪ ଜଣ ଯାତ୍ରୀ ମଧ୍ୟ ଶୋ’ରୁମ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତେ ଥଟ୍ଟା କରି ଶୋ’ରୁମ୍‌ରେ ପ୍ରବେଶ କରି କହିଲେ, “ଆମକୁ ଚା ଦିଅ” ।

supreme court
Supreme Court: ଭରଣପୋଷଣ ନେଇ ସୁପ୍ରିମ ରାୟ; ପୂର୍ବ ପତ୍ନୀଙ୍କୁ ସ୍ୱାମୀ ଜୀବନ ସାରା...

ଏକ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ୫୦୦ କୋଟି ଦେଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସମାନ ପରିମାଣର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାମୀଙ୍କ ସଂପତ୍ତି ସହ ସମାନ କରିବା ପାଇଁ ନୁହେଁ ବରଂ ବେସାହାରା ହେବାରୁ ରକ୍ଷା କରିବା ପାଇଁ ଭରଣପୋଷଣ ଦିଆଯାଏ ବୋଲି କହିଛନ୍ତି।

ESIC IMO Recruitment 2024
ESIC IMO Recruitment 2024: କର୍ମଚାରୀ ରାଜ୍ୟ ବୀମା ନିଗମରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧ଲକ୍ଷ ୭୦ହଜାର ପରେ

ESIC ନେଇଆସିଛି ଚାକିରି ସୁଯୋଗ। ESIC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ମୁମ୍ୱାଇ ବୋଟ୍ ଟ୍ରାଜେଡି
Mumbai Boat Tragedy: ପିଲାଙ୍କୁ ସମୁଦ୍ରରେ ଫିଙ୍ଗିବାକୁ ଚାହୁଁଥିଲେ ବାପାମାଆ, ବଞ୍ଚାଇଲେ ଚିଲିକାରେ ତାଲିମପ୍ରାପ୍ତ CISF ଯବାନ

ମୁମ୍ୱାଇ ବୋଟ୍ ଟ୍ରାଜେଡିର ଉଦ୍ଧାରକାରୀ ଟିମର ହିରୋ ସିଆଇଏସଏଫ୍ ଯବାନ ଅମୋଲ୍ ସାୱନ୍ତଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଚିଲିକା ହ୍ରଦରେ ନେଇଥିଲେ ସ୍ୱତନ୍ତ୍ର ମେରାଇନ୍ ଟ୍ରେନିଂ । ସମୁଦ୍ର ପାଣିରୁ ଛାଣି ଆଣିଲେ ଜୀବନ ।

Fire brigade
Fire Brigade Vehicle Sink in Ganga: ଗଙ୍ଗା ନଦୀରେ ବୁଡ଼ିଗଲା ଫାୟାର ବ୍ରିଗେଡ୍ ଗାଡ଼ି; ଜଣେ ନିଖୋଜ, ସର୍ଚ୍ଚ ଅପରେସନ୍ ଜୋର୍‌ଦାର୍‌

ରୋପୱେରେ ପାଣି ଭର୍ତ୍ତି କରୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଗାଡି ଦ୍ରୁତ ଗତିରେ ପଛକୁ ଗଡ଼ିବା ଆରମ୍ଭ କଲା । ଏହି ସମୟରେ ସଜଲିମ୍ ବୁଦ୍ଧି ଖଟାଇ ଗାଡିରୁ ଡେଇଁପଡିଥିଲେ, କିନ୍ତୁ କନଷ୍ଟେବଳ ଅରୁଣ କୁମାର ଗାଡିରୁ ବାହାରି ପାରିନଥିଲେ ।

People have been waiting for 18 years to know the suspense of phir hera pheri climax scene
18 Years Waiting For a Film: ଆସୁଛି ଏହି ଫିଲ୍ମର ସିକ୍ୱେଲ୍ ୩; ଗୋଟିଏ ସିନ୍ ପାଇଁ କରିବାକୁ ପଡିଛି ୧୮ ବର୍ଷ ଅପେକ୍ଷା

ଆଜି ଆମେ ଯେଉଁ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଏକ ଫିଲ୍ମ, ଯାହାର ତୃତୀୟ ଭାଗର ରିଲିଜ୍‌କୁ ଲୋକମାନେ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି କମେଡିରେ ଭରପୂର ଥିବା ବେଳେ ଫିଲ୍ମର କ୍ଲାଇମାକ୍ସ ସିନ୍ ପାଇଁ ବିଶେଷ ଅପେକ୍ଷା ରହିଛି।

ଉଥପାଙ୍କ ନାଁରେ ବଡ଼ ଅଭିଯୋଗ
Robin Uthappa Arrest Warrant: ରବିନ୍ ଉଥପ୍ପାଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ଅଭିଯୋଗ

ରବିନ୍ ଉଥାପ୍ପା ବେଙ୍ଗାଲୁରୁରେ ଅବସ୍ଥିତ ଏକ ପୋଷାକ କମ୍ପାନୀ ପରିଚାଳନା କରନ୍ତି । ସେ ସେଞ୍ଚୁରିଜ୍‌ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍‌ ଲିମିଟେଡ୍ ନାମକ ଏହି କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରନ୍ତି ।

ସମ୍ବିଧାନକୁ ସାକ୍ଷୀ ରଖି ବିବାହ
Unique Marriage: ନା ଥିଲା ବରଯାତ୍ରୀ, ନା ପଡ଼ିଲା ହାତଗଣ୍ଠି...ସମ୍ବିଧାନକୁ ସାକ୍ଷୀ ରଖି କଲେ ବିବାହ

ନିରାଡ଼ମ୍ବର ଭାବେ କୋର୍ଟରେ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କଲେ ଛତିଶଗଡ଼ର ଦମ୍ପତି। ତେବେ ଏହି ଦମ୍ପତି ହେଉଛନ୍ତି ୟମନ ଲହରେ ଓ ପ୍ରତୀମା ମାହେଶ୍ୱରୀ ।

Ram Gopal Verma
Ram Gopal Verma: ରାମ ଗୋପାଳ ବର୍ମାଙ୍କ ପ୍ରଶ୍ନ, ପୋଲିସ ଶ୍ରୀଦେବୀଙ୍କୁ ଗିରଫ କରିବାକୁ ସ୍ୱର୍ଗକୁ ଯିବ କି…

ନିର୍ଦ୍ଦେଶକ ରାମ ଗୋପାଳ ବର୍ମା X ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ପ୍ରତି ତାରକା ଦୃଢ ବିରୋଧ କରିବା ଉଚିତ। କାରଣ କୌଣସି ସେଲିବ୍ରିଟିଙ୍କ ପାଇଁ, ସେ ଫିଲ୍ମ ଷ୍ଟାର୍‌ ହୁଅନ୍ତୁ କି ରାଜନୈତିକ ଷ୍ଟାର୍, ସେମାନଙ୍କ ପାଇଁ ଲୋକପ୍ରିୟ ହେବା ଅପରାଧ କି?"