• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Indore Bans Begging
Indore Bans Begging: ନୂଆ ବର୍ଷରୁ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ‍‍‍‍‍‌ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍ !

ଆପଣ ଭିକାରୀଙ୍କୁ ଭିକ୍ଷା ଦେଉଛନ୍ତି କି ? ଦେଉଥିଲେ ହୋଇ ଯାଆନ୍ତୁ ସାବଧାନ। କାରଣ ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ‍‍‍‍‍‌ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍।

NHPC Recruitment 2024 apply for 118 post
NHPC Recruitment 2024: ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ; ଦରମା ପାଖାପାଖି ୨ ଲକ୍ଷ

NHPC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅତୁଲ ସୁଭାଷଙ୍କ ବାପାଙ୍କ କୋହ
Atul Subhash Case: ମୋ ପୁଅକୁ ଏଟିଏମ୍ ଭଳି ବ୍ୟବହାର କରୁଥିଲେ, ଜଣେ ବାପାର କୋହଭରା କଥା

ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।

Kapil sharma commented on atlee complexion people troll him
Kapil Sharma: ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଲେ କପିଲ ଶର୍ମା; ନିର୍ଦ୍ଦେଶକ ଦେଲେ ମୁହଁତୋଡ ଜବାବ

ନିର୍ଦ୍ଦେଶକ ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଲେ କପିଲ ଶର୍ମା। ଲୋକମାନେ ଏ କଥାକୁ ନେଇ କପିଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଲୋକମାନେ ତାଙ୍କୁ ରେସିଷ୍ଟ୍ ବୋଲି କହୁଛନ୍ତି।

Vijay Diwas 2024
Vijay Diwas 2024: କେମିତି ସୃଷ୍ଟି ହୋଇଥିଲା ବାଲାଂଦେଶ, କ'ଣ ରହିଛି ଇତିହାସ ....

ଡିସେମ୍ବର ୪ ତାରିଖରେ ଭାରତୀୟ ସେନା ଅପରେସନ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲା । ଏବଂ ଭାରତୀୟ ସେନାର ପରାକ୍ରମ ଆଗରେ ପାକିସ୍ତାନ ସେନା ସେଦିନ ମୁଣ୍ଡ ନୁଆଁଇଥିଲା ।

ପରିବାରକୁ ଯୋଡିଲା ପରିବାର
Maharastra Politics 2024: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ

ମହାରାଷ୍ଟ୍ରରେ ରାଜନୀତି କଥା ଉଠିଲେ ମନକୁ ଆସେ ସେଠାରେ ରାଜନୀତି ପାଇଁ ପରିବାର ଖଣ୍ଡ ଖଣ୍ଡ ହୋଇଯାଏ । ଯେମିତି ଉଦ୍ଧବ ଠାକରେ, ରାଜ ଠାକରେ, ଶରଦ ପାୱାର ଓ ଅଜିତ ପାୱାରଙ୍କୁ ନେଇ ଢେର୍ ଚର୍ଚ୍ଚା ହୁଏ । କିନ୍ତୁ ଏଥର ନିର୍ବାଚନରେ ଗୋଟିଏ ପରିବାର ଯୋଡି ହୋଇଯାଇଛନ୍ତି । ଗୋଟିଏ ପରିବାରର ଦୁଇ ଜଣ ହୋଇଛନ୍ତି ମନ୍ତ୍ରୀ ।

Zakir hussain cameo playing table in monkey man
Zakir Hussain: ଜାକିର ହୁସେନ୍‌ଙ୍କୁ ଆମେରିକାର ଏକ ଶୋ’ରେ ମିଳିଥିଲା ୫ ଟଙ୍କା, USA ଆକ୍ସନ୍ ଫିଲ୍ମରେ ଆସିଲେ ନଜର

ଜାକିର ହୁସେନ୍‌ ୧୨ ବର୍ଷ ବୟସରେ ଆମେରିକାରେ ଏକ ଶୋ’ କରିଥିଲେ। ଏଥିରେ ତାଙ୍କୁ ୫ ଟଙ୍କା ମିଳିଥିଲା। ସେଇ ଆମେରିକାରେ ଏବେ ସେ ସୁପରିଚିତ।

ନିର୍ଭୟା ମାମଲାର ୧୨ ବର୍ଷ ପରେ
Nirbhaya Rape 12 Years On: ନିୟମ ବଦଳିବା ପରେ କେତେ ସୁରକ୍ଷିତ ଅଛନ୍ତି ମହିଳା, କ’ଣ କହୁଛି କ୍ରାଇମ ଗ୍ରାଫ୍

ଦୁଷ୍କର୍ମର ମାମଲାରେ ମାତ୍ର ୨୭ ରୁ ୨୮ ପ୍ରତିଶତ ଅଭିଯୁକ୍ତ ଦଣ୍ଡ ପାଆନ୍ତି । ଅର୍ଥାତ ୧୦୦ରୁ ୨୭ ମାମଲାରେ ହିଁ ଦୋଷୀ ପ୍ରମାଣିତ ହୋଇପାରେ । ଆଉ ପ୍ରମାଣ ଅଭାବରେ ଅନ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି । ରିପୋର୍ଟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଦେଶର ପ୍ରାୟ ଦୁଇ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ଥିଲା। ହେଲେ ଏଥିରୁ ମାତ୍ର ୧୮୦୦୦ ମାମଲାର ଟ୍ରାଏଲ ହୋଇ ପାରିଥିଲା ।

ବଢ଼ୁଛି ବରଫ ବନ୍ୟାର ଭୟ
Melting Glaciers: ବଦଳୁଛି ଜଳବାୟୁ; ପୃଥିବୀ ପ୍ରତି ବଢୁଛି ବରଫବନ୍ୟାର ବିପଦ

ଏବେ ପୃଥିବୀ ପାଇଁ ଏକ ବଡ ବିପଦ ସାଜିଛି  ଗ୍ଲାସିକାଲ ଲେକ ଆଉଟବର୍ଷ୍ଟ ଫ୍ଲଡ ବା GLOF  । ଯେତେବେଳେ ଗ୍ଲାସିୟର ହ୍ରଦ ହଠାତ ଏହାର ପାଣି ବନ୍ୟାଜଳ ପରି ଛାଡେ ସେତେବେଳେ ଏହାକୁ ଗ୍ଲଫ କୁହାଯାଇଥାଏ ।  ପୂର୍ବ ଗ୍ରୀନଲାଣ୍ଡରେ ଏପରି ଏକ ହିମହ୍ରଦ ବା ଗ୍ଲାସିୟର ତରଳି ଭୟଙ୍କର ବନ୍ୟା ପରିସ୍ଥିତି ସଷ୍ଟି କରିଛି । ଯାହା ବିଶ୍ୱର ଭୟଙ୍କର ବନ୍ୟା ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ପାରିବ ।

Rajya Sabha Set For Constitution Debate
Rajya Sabha Set For Constitution Debate: ଆଜି ରାଜ୍ୟସଭାରେ ସମ୍ବିଧାନ ଉପରେ ହେବ ବିତର୍କ; ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଉପରେ ହେବ ବିତର୍କ...

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଉପରେ ରାଜ୍ୟସଭାରେ ହେବ ଦୁଇ ଦିନିଆ ଡିବେଟ୍ ହେବ। ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ବିତର୍କକୁ ଆରମ୍ଭ କରିବେ। 

Best dry hair cleaning hacks
Hair Care in Winter: ଚୁଟିରେ ଲାଗିବନି ପାଣି, ହୋଇଯିବ ସଫା; ଜାଣନ୍ତୁ ୪ଟି ଟିପ୍ସ୍

ଏମିତି କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ରହିଛି ଯାହା ମାଧ୍ୟମରେ, ଆପଣ କେବଳ ଶୀତଦିନେ ନିଜ ଚୁଟିକୁ ସତେଜ ରଖିପାରିବେ ନାହିଁ, ବରଂ ଏହା ଚୁଟି ବଢିବାରେ ମଧ୍ୟ ସାହାଯ୍ୟ କରିବ। ତେବେ ଆସନ୍ତୁ ଶୀତଦିନେ ବିନା ପାଣିରେ କିପରି ଆପଣ ଚୁଟିକୁ ସଫା ରଖିପାରିବେ ସେ ବିଷୟରେ ଜାଣିବା।

Ustad Zakir Hussain
Ustad Zakir Hussain: ପରଲୋକରେ ଉସ୍ତାଦ୍ ଜାକିର ହୁସେନ୍; ସଙ୍ଗୀତ ସାଧନା ପାଇଁ ପାଇଛନ୍ତି ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ...

ଗତକାଲି ହୃଦଘାତ ଜନିତ ସମସ୍ୟାରୁ ସେ ଆମେରିକାର ସାନ୍ ଫ୍ରାନ୍ସିସକୋରେ ଏକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। 

Benefits of USB Type C
Technology: ଆଜିକାଲି Type-C ଚାର୍ଜର ପଛରେ ଲୋକେ କାହିଁକି ପାଗଳ; କ’ଣ ଖାସ୍ ଏଥିରେ…

ଆଜିକାଲି ଫୋନ୍ ଚାର୍ଜର୍‌ରେ C–ଟାଇପ୍ ପୋର୍ଟ ଆସିଛି ଆଉ ଏହା ବହୁଳ ଭାବେ ମଧ୍ୟ ବ୍ୟବହୃତ ହେଉଛି। ଏହାକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଏହାର ଆବଶ୍ୟକତା କ’ଣ ଥିଲା? ଏହାର ଲାଭ କ’ଣ?

Bengaluru Techie Suicide Case
Bengaluru Techie Suicide Case: AI ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ମାମଲା; ଜେଲ୍ ଗଲେ ପତ୍ନୀ ନିକିତା-ଶାଶୁ-ଶାଳକ

ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।

maharastra
Fadnavis Cabinet Takes Oath: ଶୀତ ଅଧିବେଶନର ଦିନକ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୧ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ସମ୍ପ୍ରସାରିତ ହୋଇଛି। ନାଗପୁରର ରାଜ ଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି।

Mukesh khanna slams kapil Sharma calls his comedy show vulgar
Mukesh Khanna: ମୁକେଶ ଖାନ୍ନାଙ୍କ ଟାର୍ଗେଟ୍‌ରେ କପିଲ୍ ଶର୍ମା; କହିଲେ ସେ ରାମଙ୍କୁ ସମ୍ମାନ ଦିଅନ୍ତି ନାହିଁ

ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଟାର୍ଗେଟ୍ କରି ବର୍ଷିଛନ୍ତି ମୁକେଶ ଖାନ୍ନା। ମୁକେଶ ଖାନ୍ନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କାହିଁକି କପିଲ ଶର୍ମାଙ୍କ ଶୋ’ରେ ଅଂଶଗ୍ରହଣ କରିନାହାନ୍ତି

UPI
UPI Record Transactions: ଚଳିତବର୍ଷ ରେକର୍ଡ ଭାଙ୍ଗିଲା ଅନଲାଇନ୍ ଟ୍ରାଞ୍ଜାକ୍ସନ୍; ବିଦେଶରେ ବି ବଢୁଛି UPI କାରବାର

କେବଳ ଭାରତରେ ନୁହେଁ, ଭାରତ ବାହାରେ ବି ୟୁପିଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ ଭଳି ଦେଶରେ ୟୁପିଆଇର ପ୍ରଚଳନ ହେଉଛି।

pushpa 2 jumps on 2nd weekend as crosses 1190 cr worldwide gross
Pushpa 2 collection day 10: ଜଙ୍ଗଲି ନିଆଁ ପରି ବ୍ୟାପୁଛି ‘ପୁଷ୍ପା ୨’ର ରୋଜଗାର; ଦଶମ ଦିନରେ ବି ଏତେ କୋଟି!

ଅଲ୍ଲୁ ଅର୍ଜୁନଙ୍କ ସ୍କ୍ରିନିଂରେ ହୋଇଥିବା ଦଳାଦଳିରେ ଜଣେ ମହିଲାଙ୍କ ମୃତ୍ୟୁ ମାମଲାରେ ଅଭିନେତା ଗିରଫ ହେବା ପରେ ମଧ୍ୟ ‘ପୁଷ୍ପା ୨’ର ରୋଜଗାରରେ କୌଣସି ପ୍ରଭାବ ପଡି ନାହିଁ। ବକ୍ସ ଅଫିସ୍ ରୋଜଗାର ଦିନକୁ ଦିନ ଜଙ୍ଗଲି ନିଆଁ ପରି ବ୍ୟାପୁଛି।

ନିମନ୍ତ୍ରଣ ପଛର ଖେଳ ?
Mind Game Between USA And China: ନିମନ୍ତ୍ରଣକୁ ନେଇ ଦୋଛକିରେ ଦୁଇ ବିଶ୍ୱ ନେତା ଟ୍ରମ୍ପ-ଜିନପିଙ୍ଗ: କ‘ଣ ରହିଛି ଭିତିରି ଖେଳ ?

ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।

Atul Subhash
AI Techie Atul Subhash Death: ଗିରଫ ହେଲେ ଅତୁଲଙ୍କ ପତ୍ନୀ, ଉଠାଇ ଆଣିଲା ବେଙ୍ଗାଲୁରୁ ପୋଲିସ

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।

PM Modi Targets Nehru-Gandhi Family
PM Modi Targets Nehru-Gandhi Family: ସମ୍ବିଧାନ ବିତର୍କରେ ଗାନ୍ଧି ପରିବାର ଉପରେ ମୋଦିଙ୍କ ପ୍ରଚଣ୍ଡ ହମଲା

ସମ୍ବିଧାନ ଉପରେ ସଂସଦରେ ବିତର୍କ ଭାଷଣରେ ଗାନ୍ଧି ପରିବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଣ୍ଡ ହମଲା । ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଛନ୍ତି ମୋଦି ।

Campus placement tips to secure job with high package
Career Tips: କଲେଜରେ ପଢିବା ବେଳେ ହିଁ ପାଇଯିବେ ଚାକିରି; ବାସ୍ ଏହି ଟିପ୍ସକୁ ଧ୍ୟାନରେ ରଖନ୍ତୁ

କ୍ୟାମ୍ପସ୍‌ ପ୍ଲେସମେଣ୍ଟର୍‌ ଅନେକ ଲାଭ ଅଛି। ପ୍ରଥମତଃ କଲେଜରୁ ପାସ୍ କରିବା ପୂର୍ବରୁ ମଧ୍ୟ ଜଣେ ଚାକିରି ପାଇଥାଏ ଏବଂ ଦ୍ୱିତୀୟରେ, ଏହି କମ୍ପାନୀଗୁଡିକ ମଧ୍ୟ ବାହାର ଅପେକ୍ଷା ଅଧିକ ଦରମା ଦେଇଥାନ୍ତି। କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ରେ ଚାକିରି ସୁରକ୍ଷିତ କରିବାକୁ କିଛି ଟିପ୍ସ ଜାଣନ୍ତୁ।

ମହାକୁମ୍ଭ ପାଇଁ ମହା ଆୟୋଜନ
Maha Kumbh 2025: ମହାକୁମ୍ଭ ପାଇଁ ଆସିବେ ୪୦ କୋଟି ଶ୍ରଦ୍ଧାଳୁ, ଭବ୍ୟ-ଦିବ୍ୟ ଓ ଡିଜିଟାଲ୍ କରିବାକୁ ଲାଗିଛି ସରକାରଙ୍କ ଜୀ-ଜାନ୍

ପୁଣ୍ୟୋତୟା ଗଂଗା, ପାପନାଶିନୀ ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀଙ୍କ ମିଳନସ୍ଥଳୀରେ ଲାଗିବ ବିଶ୍ବର ସବୁଠୁ ମହାମେଳା କୁମ୍ଭମେଳା । ସାଧୁସନ୍ଥଙ୍କ ରାଜକୀୟ ସ୍ନାନ ପାଇଁ ସଜେଇ ହେଲାଣି ସଙ୍ଗମ ସ୍ଥଳ ତ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ପାପ ଧୌତ ଅପେକ୍ଷାରେ ତୀର୍ଥରାଜ ପ୍ରୟାଗ । 

ଜେଲରୁ ଫେରିଲେ Sorry କହିଲେ
Allu Arjun Returns Home: ଜେଲରେ ଗୋଟିଏ ରାତି କାଟିଲେ ଅଲ୍ଲୁ, ଘରକୁ ଫେରି ମୃତ ମହିଳାଙ୍କ ପରିବାରକୁ କହିଲେ Sorry

ହାଇଦ୍ରାବାଦର ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ଅପ୍ରତ୍ୟାଶିତ ଭାବେ ଗୋଟିଏ ରାତି କାଟିବା ପରେ ଆଜି ନିଜ ବାସଭବନରେ ଧନ୍ୟବାଦ ମୁଦ୍ରାରେ ସମସ୍ତଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ସାଉଥ ସେନସେସନ୍ ଅଲ୍ଲୁ ଅର୍ଜୁନ ।

Modi Target To Congress
PM Modi Targets Congress: କଂଗ୍ରେସକୁ ଟାର୍ଗେଟ୍ କଲେ ନରେନ୍ଦ୍ର ମୋଦୀ; କହିଲେ ପାପ ଧୋଇବାରେ ସକ୍ଷମ ହୋଇପାରିବନି କଂଗ୍ରେସ

କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମୋଦି। କହିଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କରିଥିଲା, ତା' ପରେ ସେତେବେଳେ ଆମ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା।