• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kashmir

Kashmirs Chenab Bridge
Video: ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ଓଟିଭି

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।

Kashmir's Chenab Bridge
Kashmir's Chenab Bridge: ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ଓଟିଭି, ବ୍ରିଜର ନିର୍ମାଣ ବିସ୍ମୟ କ୍ୟାମେରାରେ କଏଦ୍

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।

Koraput
କୋରାପୁଟରେ କାଶ୍ମୀରର ଅନୁଭବ

ଆପଣ ଓଡ଼ିଶାରେ କାଶ୍ମୀର ଓ ମସୁରୀ ପରି ପରିବେସର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଥରେ କୋରାପୁଟ ଯାଆନ୍ତୁ । ଥରେ ଦେଖନ୍ତୁ ବର୍ଷାଋତୁରେ କେମିତି ଦେଖାଯାଏ କୋରାପୁଟ ।

National Tourism Day 2024
National Tourism Day 2024: କାଶ୍ମୀରରୁ କନ୍ନ୍ୟାକୁମାରୀ ଭିତରେ ଥିବା ୪ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ

ଯଦି ଆପଣ ଦେଶର ସବୁଠାରୁ ଭଲ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଚାହାଁନ୍ତି, ତେବେ ଆପଣ କାଶ୍ମୀରରୁ କନ୍ୟାକୁମାରୀ ଭିତରେ ଅନେକ ପ୍ରସିଦ୍ଧ ଏବଂ ପ୍ରିୟ ସ୍ଥାନ ପାଇପାରିବେ। ଆସନ୍ତୁ ଦେଶର ସବୁଠାରୁ ଚାରି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ ନଜର ପକେଇବା।

Terrorist Attack in Kashmir
କଶ୍ମୀରରେ ସେନା ଗାଡ଼ିକୁ ଆତଙ୍କୀଙ୍କ ଗୁଳିମାଡ଼; ୩ ଯବାନ ସହିଦ

ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି ।

Kashmiri Terrorist
ଫିଟୁଛି ଆତଙ୍କୀ ବୁଖାରୀର ଗୁମର; ISI ଏଜେଣ୍ଟ ଲିଙ୍କ୍‌ ନେଇ ମିଳିଛି ଚାଟିଂ

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସୁରାକ୍ ।

Terrorist Arrested
୫ ବର୍ଷ ହେଲା ଲୁଚିଥିଲା, ପୋଲିସ କେମିତି ଜାଣିପାରୁନଥିଲା ?

ଆତଙ୍କୀ ରାଡାରରେ ରହିଛି କି ସାଂପ୍ରଦାୟିକ ଭେଦଭାବ ଶୂନ୍ୟ ଓଡ଼ିଶା ? ଶାନ୍ତିପ୍ରିୟ ରାଜ୍ୟ ବୋଲି ଏହାକୁ ସୁରକ୍ଷିତସ୍ଥଳ ବାଛିନେଇଛନ୍ତି କି ସନ୍ଦିଗ୍ଧ ବ୍ୟକ୍ତି ? କାରଣ ଗତକିଛି ବର୍ଷ ହେଲା ରାଜ୍ୟ ଭିତରୁ ଧରାହେଲେଣି ଅନେକ ସନ୍ଦିଗ୍ଧ ଆତଙ୍କୀ ।

Rajnath Singh
କାଶ୍ମୀରରୁ ପାକିସ୍ତାନକୁ ପୁଣି ଧମକ ଦେଲେ ରାଜନାଥ, କହିଲେ ପରିଣାମ ଭୋଗିବାକୁ ପଡ଼ିବ

ପାକ୍ ଅଧିକୃତ କାଶ୍ମୀରରେ ଲୋକଙ୍କ ପ୍ରତି ବଢୁଥିବା ଆକ୍ରୋଶକୁ ବି କଡ଼ା ଭାଷାରେ ନିନ୍ଦା କରି ପଡ଼ୋଶୀ ଦେଶକୁ ଚତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

Tunnel Collapsed
ଜମ୍ମୁରେ ଭୁଶୁଡ଼ିଲା ନିର୍ମାଣାଧିନ ସୁଡ଼ଙ୍ଗ, ଚାପି ହୋଇ ରହିଛନ୍ତି ୧୦ ଶ୍ରମିକ

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି।

2021 Records Highest Number Of Tourists Thronging Kashmir Amid COVID Restrictions
ମନ ମୋହୁଛି ଡାଲ ଲେକ-ମୋଗଲ ଗାର୍ଡେନ୍‌

କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।

Kashmir
ପ୍ରବଳ ଭିଡ଼, ଏଥର କାଶ୍ମୀରରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ! ମନ ମୋହୁଛି ଡାଲ ଲେକ-ମୋଗଲ ଗାର୍ଡେନ୍‌

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଛନ୍ତି । କୋଭିଡ୍ କଟକଣା ସତ୍ତ୍ୱେ ଅକ୍ଟୋବରରେ ୯୩ ହଜାର ଓ ନଭେମ୍ବର ମାସରେ ଏକ ଲକ୍ଷ ସାତ ହଜାର ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି ।

Jammu Kashmir
ଅଣ-କାଶ୍ମୀରୀଙ୍କ ପାଇଁ ବଢ଼ୁଛି ବିପଦ, ସେନା ଶିବିର କିମ୍ବା ସୁରକ୍ଷିତ ସ୍ଥାନକୁ ହେବେ ସ୍ଥାନାନ୍ତର

କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି ।

army
ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା : ଖୁଲାସା କଲା ଭାରତୀୟ ସେନା

ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିଚାଲିଛି ଶତ୍ରୁ ଦେଶ ପାକିସ୍ତାନ । କେତେବେଳେ ଚୀନ ସହ ମିଶି ଯୋଜନା ପ୍ରସ୍ତୁତ କରୁଛି ତ ଆଉ କେତେବେଳେ ଭାରତ ଭିତରକୁ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରାଉଛି । କାଶ୍ମୀର ଘାଟିରେ ଶାନ୍ତି ଦେଖିଲେ ଦେହରେ ନିଆଁ ଲାଗିଯାଉଛି । ଭାରତର ଭୂସ୍ୱର୍ଗରେ କୌଣସିମତେ ଅରାଜକତା ତଥା ହିଂସା ସୃଷ୍ଟି କରିବାକୁ ସୁଯୋଗ ଖୋଜୁଛି ପାକିସ୍ତାନ

Jammu Kashmir Snowfall
କାଶ୍ମୀର ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ବରଫପାତ ହୋଇଛି

ରବିବାର ସା ଠାରୁ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ବର୍ଷା ହେବା ସହ ବିଶେଷ କରି ପାହା଼ଡିଆ ଅଞ୍ଚଳରେ ବରଫପାତ ହୋଇଥିବା ଜଣାପଡିଛି । ଜୋଜିଲା ପାସ୍, ଅମରନାଥ ଏବଂ ସିନ୍ଧ ଟପ୍ କରନାରେ ବରଫପାତ ହୋଇଛି ।

kashmir
ଭୂସ୍ୱର୍ଗ କାଶ୍ମୀରକୁ ବଢିଲାଣି ପର୍ଯ୍ୟଟକଙ୍କ ଆଗମନ, ମନ ମୋହୁଛି ସୋନମର୍ଗର ମନଲୋଭା ଦୃଶ୍ୟ

କାଶ୍ମୀରର ସୁନ୍ଦର ଉପତ୍ୟାକା, ଉଚ୍ଚ ପାହାଡ, ହ୍ରଦ, ସବୁଜିମା ଭରା ଜଙ୍ଗଲ ପ୍ରତ୍ୟେକ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଭିଡ ଜମାନ୍ତି ।

Kashmir
ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ନୂଆ ପ୍ଲାନ୍ : ଉତ୍ତର କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବିଦେଶୀ ଆତଙ୍କୀ

LoC ସେପାରିରୁ ମେ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା ସରପଞ୍ଚ ରହିପାରନ୍ତି ବୋଲି କୁହାଯାଉଛି ।

Taliban
କାଶ୍ମୀରକୁ ନେଇ ବିବାଦୀୟ ବୟାନ୍‌ ଦେଲେ ତାଲିବାନ୍‌ ମୁଖ୍ୟ

ଭାରତ ଓ ପାକିସ୍ତାନ ସହ ଉତ୍ତମ ସଂପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି। କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ଆଜି ବିବାଦୀୟ ବୟାନ ରଖିଛନ୍ତି।

Kashmir Separatist Leader Syed Ali Shah Geelani Passes Away At 92
ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ପରଲୋକ

ଜାମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ପରଲୋକ। ୯୨ ବର୍ଷ ବୟସରେ ସୟଦ ଅଲ୍ଲି ଶାହା ଗିଲାନୀଙ୍କ ପରଲୋକ। ସୁରକ୍ଷା ଦୃଷ୍ଟିରୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ।

masood
ତାଲିବାନର ସହଯୋଗ ଲୋଡ଼ିଛି ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର; ହେଲେ କାହିଁକି ?

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ଲୋଡ଼ିଛି ତାଲିବାନ ସହଯୋଗ । କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ସେ ତାଲିବାନର ସହଯୋଗ ଲୋଡ଼ିଛି ।

Pakistan
ପାକିସ୍ତାନର ଦିବା ସ୍ୱପ୍ନ: କହିଲା, କାଶ୍ମୀରକୁ ତାଲିବାନ୍‌ ବିଜୟ ପରେ ପାକ୍‌କୁ କରିବ ହସ୍ତାନ୍ତର

ପୁଣି ଥରେ କାଶ୍ମୀରକୁ ନେଇ ଦିବା ସ୍ୱପ୍ନ ଦେଖିବା ଆରମ୍ଭ କଲାଣି ପାକିସ୍ତାନ। ବାରମ୍ବାର ଚେଷ୍ଟା ପରେ କାଶ୍ମୀରକୁ ନେଇପାରିନଥିବା ପାକିସ୍ତାନ ପୁଣି ଥରେ କାଶ୍ମୀର ମୋହରେ ହେଲାଣି ପାଗଳ।ଆଫଗାନିସ୍ତାନରେ ତାଲିବାନ ଶକ୍ତିକୁ ବୃଦ୍ଧି କରିବାରେ ପାକିସ୍ତାନର ସହଯୋଗ କାହାକୁ ଅଛପ ନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ତାଲିବାନ କାବୁଲକୁ ଦଖଲ ଉତ୍ସବ ପାଳନ କରୁଥିବା କହିବା ସହ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି

Mughal Gardens
JSW ଫାଉଣ୍ଡେସନ କରିବ ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ

କାଶ୍ମୀରରେ ଥିବା ଦୁଇଟି ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ କାମର ତଦାରଖ କରିବ ମୁମ୍ବାଇର JSW ଫାଉଣ୍ଡେସନ । ଏନେଇ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ସହ JSW ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଗଲ ଗାର୍ଡେନର ଇନଚାର୍ଜ ଥିବା ଜାଭେଦ୍ ଅହମ୍ମଦ ମସୋଦି ଏହି ସୂଚନା ଦେଇଛନ୍ତି ।