• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Job Search

Odisha Teacher Vacancy 2025 apply for 6025 post
Odisha Teacher Vacancy 2025: ଓଡ଼ିଶାରେ ସରକାରୀ ଚାକିରି; ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)ରେ ଅନେକ ପଦବୀ ପୂରଣ ହେବ। ଏନେଇ OSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

RRC SCR Apprentice Recruitment
RRC SCR Apprentice Recruitment: ଦଶମ ପାସ୍ କରିଥିଲେ ରେଳବାଇରେ ଚାକିରି; ପୂରଣ ହେବ ୪୨୦୦ରୁ ଅଧିକ ପଦବୀ

ସାଉଥ୍ ରେଲୱେ ଆପଣଙ୍କ ପାଇଁ ନେଇଆସିଛି ଚାକିରି ସୁଯୋଗ। RRC ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

BRO MSW Recruitment 2025
BRO MSW Recruitment 2025: ଦଶମ ପାସ୍ କରି ଏହି ଯୋଗ୍ୟତା ଥିଲେ ସରକାରୀ ଚାକିରି

ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଆପଣଙ୍କ ପାଇଁ ନେଇଆସିଛି ଚାକିରି ସୁଯୋଗ। BRO ରେ MSWର ଅନେକ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ONGC Recruitment 2025 apply for 108 post
ONGC Recruitment 2025: ଅଛି କି ଏହି ଡିଗ୍ରୀ; ମିଳିପାରେ ୧.୮ ଲକ୍ଷ ଟଙ୍କିଆ ଚାକିରି

ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ଆପଣଙ୍କ ପାଇଁ ନେଇଆସିଛି ଆସିଛି ସୁଯୋଗ। AEE ଏବଂ ଜିଓଫିଜିକ୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

BEL Probationary Engineer Recruitment 2025
BEL Probationary Engineer Recruitment 2025: ପୂରଣ ହେବ ପ୍ରୋବେସନାରୀ ଇଞ୍ଜିନିୟର ପଦବୀ; ଦରମା ୧.୪ ଲ‍କ୍ଷ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଆପଣଙ୍କ ପାଇଁ ନେଇ ଆସିଛି ସୁଯୋଗ। ଇଞ୍ଜିନିୟର ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

AI
AI Bots: ଶୋଇଶୋଇ ୧୦୦୦ ଚାକିରି ପାଇଁ କଲେ ଆବେଦନ, ସକାଳୁ ଆସିଲା ଇଣ୍ଟରଭ୍ୟୁ କଲ୍‌

ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ସେ ଶୋଇଥିବା ସମୟରେ AI ବ୍ୟବହାର କରି ୧୦୦୦ଟି ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ AI ତାଙ୍କ କାମକୁ ସହଜ କରିଦେଲା ଏବଂ AI Bot ସମସ୍ତ କଠିନ କାମକୁ ସୁରୁଖୁରୁରେ ସମାପ୍ତ କଲା । ସେ ଶୋଇଥିବା ସମୟରେ ତାଙ୍କୁ ୫୦ ରୁ ଅଧିକ କମ୍ପାନୀରୁ ସାକ୍ଷାତକାର କଲ୍ ଆସିଲା।

AIIMS Professor Recruitment 2025 apply for 110 post
AIIMS Recruitment 2025: ପୂରଣ ହେବ ପ୍ରଫେସର୍ ପଦବୀ; ଦରମା ୨ଲ‍କ୍ଷ ୨୦ହଜାର

ଏମ୍ସ ଆପଣଙ୍କ ପାଇଁ ନିଯୁକ୍ତି ସୁଯୋଗ ନେଇଆସିଛି। ପ୍ରଫେସର୍‌ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Railway RRB Recruitment 2025
Railway RRB Recruitment 2025: ଭାରତୀୟ ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ

ରେଳ ନିଯୁକ୍ତି ବୋର୍ଡ ନେଇଆସିଛି ଚାକିରି ସୁଯୋଗ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

AF Agniveervayu Recruitment 2025
AF Agniveervayu Recruitment 2025: ପୂରଣ ହେବ ଅଗ୍ନିବୀର ବାୟୁ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

One Year Medical Courses
One Year Medical Courses: NEET ପାଶ୍ ନ କରି ବି ଦ୍ୱାଦଶ ପରେ କରିପାରିବେ ଏହିସବୁ ମେଡିକାଲ୍ କୋର୍ସ

ଦ୍ୱାଦଶ ପରେ ଅନେକ ଛାତ୍ର ପାଠ ପଢାର ଅଧିକ ଚାପ ନ ନେଇ ମେଡିକାଲ୍ ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସରେ ଆଡ୍‌ମିଶନ୍‌ କରନ୍ତି। ଦ୍ୱାଦଶ ପରେ ଗୋଟିଏ ବର୍ଷରେ ଅନେକ ଡାକ୍ତରୀ କୋର୍ସ କରାଯାଇପାରିବ ତାହା ପୁଣି ବିନା NEETରେ।

OSSSC Teacher Recruitment 2024
OSSSC Teacher Recruitment 2024: ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ। ଏନେଇ OSSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

SBI PO Recruitment 2024 apply for 600 post
SBI PO Recruitment 2024: ପୂରଣ ହେବ ପ୍ରୋବେସନାରୀ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

SBI ରେ ପ୍ରୋବେସନାରୀ ଅଫିସର (PO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Bank of Baroda SO Recruitment 2024 apply for 1267 post
Bank of Baroda SO Recruitment: ଗ୍ରାଜୁଏସନ୍ କରିଥିଲେ BOBରେ ପୂରଣ ହେବ SO ପଦବୀ; ଦରମା ୧.୩୫ ଲ‍କ୍ଷ

ବ୍ୟାଙ୍କ ଅଫ୍ ବରୋଦାରେ ପୂରଣ ହେବ SO ପଦବୀ। ଏନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Odisha Police Recruitment 2024 apply for 933 post
Odisha Police Recruitment 2024: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ

ଏନେଇ ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୯୦୦ ଅଧିକ ପଦବୀ ପୂରଣ ହେବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

RRB Vacancy 2024
RRB Vacancy 2024: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

RRB ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ବର୍ଗ ନିଯୁକ୍ତି ୨୦୨୪ ପାଇଁ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ESIC IMO Recruitment 2024
ESIC IMO Recruitment 2024: କର୍ମଚାରୀ ରାଜ୍ୟ ବୀମା ନିଗମରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧ଲକ୍ଷ ୭୦ହଜାର ପରେ

ESIC ନେଇଆସିଛି ଚାକିରି ସୁଯୋଗ। ESIC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

These jobs will be in high demand in 2025 to earn money
Career Tips: ୨୦୨୫ରେ ମୂଲ୍ୟହୀନ ହେବ ଅନେକ ପୁରୁଣା ଚାକିରି; ଚାହିଦାରେ ରହିବ ଏହି ୧୦ ଜବ୍

ଗତ କିଛି ବର୍ଷ ମଧ୍ୟରେ, ଅନେକ ପୁରୁଣା ଚାକିରି ମୂଲ୍ୟହୀନ ହୋଇଯାଇଛି ଏବଂ ସେଗୁଡିକ ସ୍ଥାନରେ ନୂତନ ଚାକିରି ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ମଧ୍ୟ ଏହି ଧାରା ଜାରି ରହିବ। ଜାଣନ୍ତୁ ୨୦୨୫ରେ କେଉଁସବୁ ଚାକିରିର ଚାହିଦା ରହିବ।

NIACL Assistant Recruitment 2024 apply for 500 post
NIACL Assistant Recruitment 2024: NIACL ରେ ପୂରଣ ହେବ ୫୦୦ ପଦବୀ; ଦରମା ୬୨ ହଜାର ପରେ

ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ଲିମିଟେଡ୍(NIACL)ଆଣିଛି ଚାକିରିର ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ NIACL ରେ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ।

SBI Recruitment 2024 apply for 13735 JA post
SBI Clerk Recruitment 2024: SBI ରେ ପୂରଣ ହେବ ଦମଦାର ପଦବୀ; ଓଡ଼ିଶାରେ ଖାଲି ଅଛି ୩୬୦ରୁ ଅଧିକ ପଦବୀ

SBI ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। SBI ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Campus placement tips to secure job with high package
Career Tips: କଲେଜରେ ପଢିବା ବେଳେ ହିଁ ପାଇଯିବେ ଚାକିରି; ବାସ୍ ଏହି ଟିପ୍ସକୁ ଧ୍ୟାନରେ ରଖନ୍ତୁ

କ୍ୟାମ୍ପସ୍‌ ପ୍ଲେସମେଣ୍ଟର୍‌ ଅନେକ ଲାଭ ଅଛି। ପ୍ରଥମତଃ କଲେଜରୁ ପାସ୍ କରିବା ପୂର୍ବରୁ ମଧ୍ୟ ଜଣେ ଚାକିରି ପାଇଥାଏ ଏବଂ ଦ୍ୱିତୀୟରେ, ଏହି କମ୍ପାନୀଗୁଡିକ ମଧ୍ୟ ବାହାର ଅପେକ୍ଷା ଅଧିକ ଦରମା ଦେଇଥାନ୍ତି। କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ରେ ଚାକିରି ସୁରକ୍ଷିତ କରିବାକୁ କିଛି ଟିପ୍ସ ଜାଣନ୍ତୁ।

UPSC CDS Exam (I) 2025 Notification
UPSC CDS Exam (I) 2025 Notification: UPSCରେ ୪୫୭ଟି ପଦବୀ ପୂରଣ ହେବ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

UPSC ଏହାର ଅଫିସିଆଲ୍ ୱେବ’ସାଇଟରେ UPSC CDS (I) ପରୀକ୍ଷା ୨୦୨୫ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪।

Supreme Court Recruitment 2024 apply for 107 post
Supreme Court Recruitment 2024: ସୁପ୍ରିମ୍‌କୋର୍ଟରେ ପୂରଣ ହେବେ ଏହିସବୁ ପଦବୀ; ଦରମା ୬୭ ହଜାରରୁ ଅଧିକ

ଭାରତର ସୁପ୍ରିମ୍‌କୋର୍ଟ(SCI) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

OSSC CHSL Recruitment 2024
OSSC CHSL Recruitment 2024: ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ +2 ପ୍ରାର୍ଥୀ

OSSC ରେ ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ। ଏନେଇ OSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ER Recruitment 2024 Post apply for 60 post
ER Recruitment 2024: ପୂରଣ ହେବ ଗ୍ରୁପ୍ C ଗ୍ରୁପ୍ D ପଦବୀ; ଜାଣନ୍ତୁ କେବେ ଅଛି ଶେଷ ତାରିଖ

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହାନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ। ପୂର୍ବ ରେଳବାଇ (ER) ଏହି ସୁଯୋଗ ନେଇଆସିଛି। ଏନେଇ ER ଏକ ବିଜ୍ଞପ୍ତି ପ୍ରକାଶ କରିଛି।

North Western Railway Recruitment 2024
North Western Railway Recruitment 2024: ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ; ପୂରଣ ହେବ ୧୭୦୦ରୁ ଅଧିକ ପଦବୀ

ଉତ୍ତର-ପଶ୍ଚିମ ରେଳବାଇ(NWR) ନେଇଆସିଛି ନିଯୁକ୍ତି ସୁଯୋଗ। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।