• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

 Ammunition Cartridge Found On Air India
Air India: ବିମାନକୁ ବୋମା ଧମକ ପରେ ସିଟ୍‌ରୁ ମିଳିଲା ଗୁଳି ପ୍ୟାକେଟ୍

ବିମାନ ଯାତ୍ରାକୁ ନେଇ ଏବେ ଚିନ୍ତା ବଢିଛି। କେତେବେଳେ ବିମାନକୁ ବୋମା ଧମକ ମିଳୁଛି ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ହେଉଛି। ଏହାରି ଭିତରେ ପୁଣି ଏକ ଖବର ସାମନାକୁ ଆସିଛି।

China Issues Rare Rebuke To Pakistan
PAK-CHINA CONFLICT : ପାକିସ୍ତାନ ଉପରେ ଚୀନ ଖପ୍ପା; ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି

ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଚୀନ୍ କହିଛି, ନାଗରିକଙ୍କ ପ୍ରତି ହେଉଥିବା ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି। ଚୀନ ଏହି ଆକ୍ରମଣକୁ ନିନ୍ଦା କରୁଛି ।

New born Baby
Human Interest Story: ପୋଲ ତଳକୁ ଫିଙ୍ଗିଦେଲେ ବାପା-ମା’; ନୂଆ ଜନ୍ମ ଦେଲେ ହସ୍ପିଟାଲ କର୍ମଚାରୀ

ନବଜାତ ଶିଶୁଟିକୁ ବାପା ମା’ ଅଲୋଡା ଭାବି ଫିଙ୍ଗିଦେବା ପରେ ବି ସେ ମୃତ୍ୟୁକୁ ଜୟ କରି ବିଜୟୀ ହୋଇପାରିଛି। ଗଛ ଡାଳରେ ଝୁଲି, ପଶୁ ପକ୍ଷୀଙ୍କ କାମୁଡାର ଶିକାର ହୋଇ ସୁଦ୍ଧା ସେ ସୁସ୍ଥ ହୋଇ କଳି ଯୁଗ କୃଷ୍ଣର ଆଖ୍ୟା ପାଇଛି।

Anmol
Anmol Bishnoi : ଆମେରିକାରେ ଲୁଚିଛି ଅନମୋଲ ବିଷ୍ଣୋଇ ! ଭାରତ ପ୍ରତ୍ୟର୍ପଣ ପାଇଁ ଚାଲଛି ପ୍ରସ୍ତୁତି

ଆକ୍ସନ ମୋଡରେ ମୁମ୍ୱାଇ ପୋଲିସ। ଭାରତ ଫେରିବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ। ଅନମୋଲକୁ ଭାରତ ଫେରାଇ ଆଣିବାକୁ ମୁମ୍ବାଇ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି ।

Woman sleeping outside the house then snake arrived and climbing on her body
Viral Video: ବାହାରେ ଶୋଇଥିଲେ ମହିଳା, ହଠାତ୍ ସାପ ଆସି ଚଢ଼ିଲା, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ଘର ବାହାରେ ଶୋଇଛନ୍ତି। ସେ ମଧ୍ୟ ଗଭୀର ନିଦ୍ରାରେ ଅଛନ୍ତି। ଠିକ୍ ସେତିକିବେଳେ ଏକ ସାପ ତାଙ୍କ ପାଖରେ ବୁଲୁଛି। ସେହି ସାପଟି ମହିଳାଙ୍କ ଶରୀର ଉପରେ ମଧ୍ୟ ଚଢୁଛି। କିନ୍ତୁ ମହିଳା ଜଣଙ୍କ ସେମିତି ଶୋଇ ରହିଛନ୍ତି।

Singham again bhool bhulaiyaa 3 first day box office collection
Entertainment : ପ୍ରଥମ ଦିନରେ କିଏ ମାରିଲା ବାଜି… 'ସିଙ୍ଘମ ଏଗେନ୍' ନା 'ଭୁଲ୍ ଭୁଲୈୟା ୩'

ନଭେମ୍ବର ୦୧ରେ ଉଭୟ ଫିଲ୍ମ ବକ୍ସ ଅଫିସରେ 'ସିଙ୍ଘମ ଏଗେନ୍' ଏବଂ 'ଭୁଲ୍ ଭୁଲୈୟା ୩' ରିଲିଜ୍‌ ହୋଇଛି। ଉଭୟ ଫିଲ୍ମର ଦମଦାର ପ୍ରଶଂସକ ଅଛନ୍ତି। ତେବେ କେଉଁ ଫିଲ୍ମ ପ୍ରଥମ ଦିନ ଅଧିକ ରୋଜଗାର କରିଛି ? କିଏ କାହା ଉପରେ ଭାରି ପଡିଛି ? ଆସନ୍ତୁ ଜାଣିବା…

Prashant Kishor reveals his fee
ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

ନିର୍ବାଚନରେ ଜିତିବା ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଅନେକ ରଣନୀତି ବି ଆପଣାନ୍ତି। ହେଲେ ସେମାନେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଆପଣ ଜାଣନ୍ତି କି ?

Do not tease your children about 10 things it can become the reason for distance
Parenting Tips: ଏହି ୧୦ଟି କଥାକୁ ନେଇ କେବେବି ପିଲାମାନଙ୍କୁ ଟଣ୍ଟ୍ ମାରନ୍ତୁ ନାହିଁ; ଆସିଯିବ ସଂପର୍କରେ ଦୂରତା

ବାପାମାଆଙ୍କର ସବୁ କଥା ପିଲାମାନଙ୍କର ହୃଦୟର ଗଭୀରକୁ ଯାଇଯାଏ ଏବଂ ସେମାନଙ୍କ ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଏମିତି ୧୦ଟି ଜିନିଷ ବିଷୟରେ ଜାଣିବା ଯାହାକୁ ନେଇ ପିଲାମାନଙ୍କୁ ଗାଳି ନ ଦେବା ଉଚିତ।

Russia Fines Google
ଚକିତ କଲା ଭଳି ଘଟଣା; ଗୁଗଲ୍‌ ଉପରେ ଲାଗିଲା ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ଜୋରିମାନା

ବିଶ୍ୱର ମୋଟ ସମ୍ପତ୍ତି ଠାରୁ ବି ଅଧିକ ଜୋରିମାନା । ଏମିତି ଜୋରିମାନା ଲାଗିଛି ଗୁଗଲ୍‌ ଉପରେ । ଜୋରିମାନାର ପରିମାଣକୁ ଆପଣ ସହଜରେ ବି ଗଣି ପାରିବେନି । 

virat kohli entertains fans
Virat Kohli Viral Video: ଚାଲିଥିଲା ଖେଳ, ପଡ଼ିଆ ମଝିରେ ନାଚିଲେ କୋହଲି; ଫ୍ୟାନ୍‌ ଦେଖି କହିଲେ...

ମୁମ୍ବାଇର ୱାଙ୍ଖେଡେରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆ ଭିତରେ ବିରାଟ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍‌ ମଧ୍ୟ ଉତ୍ସାହିତ ହୋଇଥିଲେ  ।

Delhi Heat In October
ଶୀତ ପାଇଁ ପ୍ରସିଦ୍ଧ ଦିଲ୍ଲୀରୁ ଥଣ୍ଡା ଗାଏବ୍, ୭୩ ବର୍ଷ ପରେ ଆସିଲା ଉଷ୍ଣ ଅକ୍ଟୋବର

ଦେଶର ରାଜଧାନୀ ଦିଲ୍ଲୀ, ଯାହା ସବୁବେଳେ ରାଜନୀତି ପାଇଁ ସରଗରମ ହୋଇ ରହିଥାଏ ଓ ସାରା ଦେଶର ନଜର ଏହା ଉପରେ ଥାଏ, ଏବେ ସେହି ରାଜନୈତିକ ମହାନଗରୀ ପାଇଁ ସବୁଠାରୁ ବଡ଼ ଖବର ହେଲା ଏହାର ପାଣିପାଗ ପରିବର୍ତ୍ତନ।

Baby john teaser out karan johar praised the motion poster
Varun Dhawan: ରିଲିଜ୍ ହେଲା ‘ବେବି ଜନ୍’ର ଟିଜର୍; ଭୟଙ୍କର ରୂପରେ ବରୁଣ ଧାୱନ

ବରୁଣ ଧାୱନଙ୍କ ‘ବେବି ଜନ୍’ର ମୋସନ ପୋଷ୍ଟରର ଝଲକ ସାମ୍ନାକୁ ଆସିଛି। ମୋସନ୍ ପୋଷ୍ଟରରେ ‘ବେବି ଜନ୍’ର ଗୀତ ମଧ୍ୟ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ବାଜିବା ଶୁଣିବାକୁ ମିଳେ, ଯେଉଁଥିରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ କ୍ରମାଗତ ଭାବରେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

One Nation one Election In Democracy
One Nation one Election In Democracy: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ

‘ଏକ ଦେଶ ଏକ ନିର୍ବାଚନ’ ଭାରତ ପାଇଁ ବିଶେଷ ଭାବେ ଫଳପ୍ରଦ ହେବ। ଏକ ସମୟରେ ନିର୍ବାଚନ ହେଲେ ରାଜ୍ୟର କିମ୍ବା ମୁଖ୍ୟମନ୍ତ୍ରୀଙ୍କ କୌଣସି କ୍ଷମତା ହ୍ରାସ ହେବ ନାହିଁ। ବରଂ ଏପରି ହେଲେ ଦେଶ ଓ ରାଜ୍ୟ ଆର୍ଥିକଭାବେ ସୁଦୃଢ଼ ହୋଇପାରିବ। ଏହା ଦ୍ବାରା ବାରମ୍ବାର ନିର୍ବାଚନ ଜନିତ ଖର୍ଚ୍ଚକୁ ‌କମାଇ ଦିଆଯାଇପାରିବ। ଏହା ଫଳରେ ଦେଶର ତଥା ସାଧାରଣ ଲୋକଙ୍କ ଲାଭ ହେବ।

Rishabh Pant
IPL 2025 Retentions: ରହସ୍ୟ ଉପରୁ ପରଦା ଉଠାଇଲେ ରୈନା; କହିଲେ, ଚେନ୍ନାଇ ସୁପର କିଙ୍ଗସ୍‌ ଯାଇପାରନ୍ତି ପନ୍ତ

ଆଉ କେହିଁ ନୁହେଁ ଧୋନିଙ୍କ ଅତି ଘନିଷ୍ଠ ତଥା ପ୍ରିୟ ବନ୍ଧୁ ସୁରେଶ ରୈନା କହିଛନ୍ତି ଯେ, ପନ୍ତ ଖୁବଶୀଘ୍ର ଚେନ୍ନାଇର ହଳଦିଆ ଜର୍ସି ପିନ୍ଧିଥିବାର ନଜର ଆସିବେ ।

Why do lamps burn during Kartik Amavasya
Kartika Amabasya 2024: କାର୍ତ୍ତିକ ଅମାବାସ୍ୟାରେ କାହିଁକି ଜାଳନ୍ତି ଦୀପ; କ’ଣ କୁହେ ପୁରାଣ ଓ ବିଜ୍ଞାନ

ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ। ଏହି ଦୀପାବଳୀ ଅମାବାସ୍ୟାକୁ ସାଧାରଣତଃ ପୟାଅମାବାସ୍ୟା କୁହାଯାଏ। ଆସନ୍ତୁ ଜାଣିବା ଏହାର ପୌରାଣିକ ମତ।

Bibek Debroy passes away at 69
Bibek Debroy Passes Away: ବିଶିଷ୍ଟ ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ପରଲୋକ; ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ 

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ବିବେକ ଦେବରୟଙ୍କ ପରଲୋକ । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । 

Picnic Turns Chaotic
Leopard Attack In Madhya Pradesh: ବାଘ ସହ ଖେଳିବା ପଡ଼ିଲା ମହଙ୍ଗା; ମାଡ଼ି ଆସିଲା, ରକ୍ତାକ୍ତ କଲା...

ପିକ୍‌ନିକ୍‌ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍‌ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ମଧ୍ୟପ୍ରଦେଶର ଶାହଡୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

gold price today
Gold Price Today 1st November 2024: ବଦଳିଲା ସୁନା ଦର,ଜାଣନ୍ତୁ କେତେ ରହିଛି ଦାମ୍

ଏବେ ଚାଲିଛି ପାର୍ବଣ ଋତୁ। ସୁନା ଦୋକାନରେ ଅଧିକ ଗହଳି ଦେଖିବାକୁ ମିଳିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Delhi man, nephew shot dead
ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦୀପାବଳିରେ ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

ଦୀପାବଳି ପାଳନ କରୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଆସି ଜଣେ ୪୦ ବର୍ଷ ବୟସ୍କା ବ୍ୟକ୍ତି ଓ ତାଙ୍କ ୧୬ ବର୍ଷର ପୁତୁରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

PM Modi Celebrates Diwali with Soldiers
ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ; ସାରକ୍ରିକରୁ ଶତ୍ରୁ ରାଷ୍ଟ୍ରକୁ ଦେଲେ କଡ଼ା ବାର୍ତ୍ତା 

ଗୁଜରାଟ କଚ୍ଛ୍‌ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍‌ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି। 

4 Captains released by franchises
IPL Retenction: ଆସିଲା IPL ରିଟେନ୍‌ସନ୍‌ ତାଲିକା, ଏହି ୪ ଅଧିନାୟକଙ୍କୁ ଛାଡ଼ିଦେଲେ ଫ୍ରାଞ୍ଚାଇଜ୍‌

ଆଜି ପ୍ରକାଶ ପାଇଥିବା ରିଟେନ୍‌ ଲିଷ୍ଟରେ ସବୁଠୁ ବଡ଼ ଖବର କ୍ୟାପଟେନଙ୍କୁ ନେଇ ଆସିଛି । ଆଗାମୀ ଆଇପିଏଲ ସିଜିନ୍ ପାଇଁ ୪ ଫ୍ରାଞ୍ଚାଇଜ୍ ସେମାନଙ୍କ କ୍ୟାପଟେନ୍‌ଙ୍କୁ ରିଟେନ୍‌ କରିନାହିଁ ।

Indian, Chinese troops at LAC exchange Diwali sweets
ଦୀପାବଳିରେ LACରୁ ଆସିଲା ଭଲ ଖବର, ପରସ୍ପରକୁ ମିଠା ବାଣ୍ଟିଲେ ଭାରତ-ଚୀନ୍‌ ସେନା

ଭାରତ-ଚୀନ୍ ସୀମା ଚୁସୁଲ-ମୋଲ୍ ଡୋ ବର୍ଡର ନିକଟ ମିଟିଂ ପଏଣ୍ଟରେ ଦୁଇ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି । ଖାଲି ମୋଲ୍ ଡୋ ବର୍ଡରରେ ନୁହେଁ ବରଂ ଭାରତ-ଚୀନ୍ ସୀମାନ୍ତ ବିଭିନ୍ନ ବର୍ଡର ପଏଣ୍ଟରେ ଏହି ଖୁସିର ଅବସର ଦେଖିବାକୁ ମିଳିଛି ।

Woman finds old notes during Diwali cleaning
Viral Video: ଦୀପାବଳି ପାଇଁ ସଫା କରୁଥିଲେ ଘର, ମିଳିଲା ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବଣ୍ଡଲ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦୀପ୍ତି ଗାବା ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି ।

IPL 2025 retention
IPL 2025 Retention: ଆସିଲା IPL ରିଟେନ୍‌ସନ୍‌ ଲିଷ୍ଟ୍‌, ଜାଣନ୍ତୁ କେଉଁ ଟିମ୍‌ ରଖିଲେ କାହାକୁ...

ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଥିବା ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଆଗାମୀ ଆଇପିଏଲ ୨୦୨୫ ପାଇଁ କେଉଁ ଫ୍ରାଞ୍ଚାଇଜ୍‌ କାହାକୁ ରିଟେନ୍‌ କରିଛନ୍ତି...

5 rules to be change from 1st november
Rule Change: କ୍ରେଡିଟ୍‌ କାର୍ଡ, LPG ଠୁ ଟ୍ରେନ୍‌ ଟିକେଟ୍‌ ପର୍ଯ୍ୟନ୍ତ...ନଭେମ୍ବର ୧ରୁ ବଦଳିଯିବ ଏହି ୫ ନିୟମ

କ୍ରେଡିଟ୍ କାର୍ଡ, ଏଲପିଜି ଗ୍ୟାସ୍‌ ଏବଂ ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି FD ସମୟସୀମା ପର୍ଯ୍ୟନ୍ତ ନିୟମ ନଭେମ୍ବର ୧ରୁ ବଦଳିବ ।