ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।
ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।
ଗଙ୍ଗା ନଦୀ ଶୀତଳା ଘାଟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି
ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣାରେ ୨୪ ଜଣ ଲୋକଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।