ମୁମ୍ୱାଇ ବୋଟ୍ ଟ୍ରାଜେଡିର ଉଦ୍ଧାରକାରୀ ଟିମର ହିରୋ ସିଆଇଏସଏଫ୍ ଯବାନ ଅମୋଲ୍ ସାୱନ୍ତଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଚିଲିକା ହ୍ରଦରେ ନେଇଥିଲେ ସ୍ୱତନ୍ତ୍ର ମେରାଇନ୍ ଟ୍ରେନିଂ । ସମୁଦ୍ର ପାଣିରୁ ଛାଣି ଆଣିଲେ ଜୀବନ ।
ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ବାକି ୭ ନିଖୋଜଙ୍କ ମୃତଦେହ ପାଣିତଳୁ ଉଦ୍ଧାର କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।
ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।
ଗଙ୍ଗା ନଦୀ ଶୀତଳା ଘାଟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି
ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣାରେ ୨୪ ଜଣ ଲୋକଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।