ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone। ମନ୍ଦିର କର୍ତ୍ତୃପକ୍ଷ କହିଥିଲେ, ହୁଣ୍ଡି ହେଉଛି ଦେବତାଙ୍କର ସମ୍ପତ୍ତି। ସେଥିରେ ଯାହା ଥିବ ତାହା ଫେରସ୍ତ କରାଯାଇପାରିବ ନାହିଁ।
ପାଦ ନାହିଁ ଚାଲିବାକୁ ଶକ୍ତି ବି ନାହିଁ । କିନ୍ତୁ କାଳିଆର ଡ଼ୋରୀ ଏମିତି ଟାଣି ଆଣିଛି ଯେ, ସବୁ ଅକ୍ଷମତାକୁ ଭୁଲିଯାଇ ଦୌଡ଼ି ଆସିଛନ୍ତି ଚକା ଆଖିରେ ଟିକିଏ ଚର୍ମ ଚକ୍ଷୁକୁ ମିଶାଇବାକୁ ।
କାଳିଆ ଭକ୍ତର କୋହଭରା ପ୍ରାର୍ଥନା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶ୍ରୀମନ୍ଦିର ଆଗରେ ଯେମିତି ଭକ୍ତଟିଏ ଭଗବାନଙ୍କୁ ମୁଣ୍ଡବାଡ଼େଇ ତା’ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷକୁ ମାଗୁଛି ।
ପ୍ରଭୁଙ୍କ ଚରଣରେ ଯେବେ ଭକ୍ତଟିଏ ଶରଣ ନିଏ, ତା’କୁ ନିଜର ଛତ୍ରଛାୟା ତଳେ ସୁରକ୍ଷା ଦିଅନ୍ତି ଭଗବାନ । ଆଜି ଏ ଭକ୍ତ ବି ଭଗବାନଙ୍କ ଶରଣକୁ ଯାଇଛି । ବିଶ୍ୱର ମଙ୍ଗଳ କାମନା କରି ରାସ୍ତାରେ ଗଡ଼ିଗଡ଼ି ୬୦ କିଲୋମିଟର ଅତିକ୍ରମ କରିଛି ।
ମହାପ୍ରଭୁଙ୍କ ଅତି ପ୍ରିୟ ଦୟଣା ଏବେ ଓଡ଼ିଶାରେ ଉତ୍ପାଦନ କମ୍ ହେଉଥିବାରୁ ମହାପ୍ରଭୁଙ୍କ ପାଖରେ ଅଭାବ ଦେଖା ଦେଇଛି । ଯାହାକୁ ନେଇ ବାଙ୍ଗାଲୋରରେ ରହୁଥିବା ଚୌଦ୍ଵାର ଅଞ୍ଚଳର ଜଣେ ଯୁବକ ଦେବଦତ୍ତ ସାହୁ ତାମିଲନାଡ଼ୁରୁ ଆରିଛନ୍ତି ଦୟଣା ।
ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ରାତି ପାହିଲେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ଦିବସ ।
ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି..
ଇଏ ବି ଜଣେ ଭକ୍ତ...କାଳିଆ ଦୁଆରେ ସମସ୍ତେ ସମାନ.... ମୁସଲିମ୍ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ବେଶ ଚର୍ଚ୍ଚାରେ କୋଲକାତାର ଡକ୍ଟର ଶେଖ ମକବୁଲ ଇସଲାମ....
ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।
ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ମୁଁ ଜଗାର ଭକ୍ତ..ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି । କିଛି ଏମିତି ଭାବି ରାଜସ୍ତାନରୁ ଶ୍ରୀକ୍ଷେତ୍ର ବାହାରିଛନ୍ତି ବିଜୟ । ଯିଏ ଦେଖୁଛି ସିଏ ହାତ ଯୋଡୁଛି
ଧର୍ମ ସିନା ଅଲଗା କିନ୍ତୁ ସେ ପରା କାଳିଆର ଭାବରେ ବନ୍ଧା ଭକତ । ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ନାମ ନ ଗାଇଲେ ଆରମ୍ଭ ହୁଏନି ତାଙ୍କ ଦିନ । ସେ ହିନ୍ଦୁ ନ ହୋଇବି ହିନ୍ଦୁଙ୍କ ପର୍ବ ପାଳନ୍ତି, ଭଜନ ଗାଆନ୍ତି । ନିଷ୍ଠାର ସହ ପ୍ରଭୂ ଗୁଣଗାନ କରନ୍ତି, ସେଥିପାଇଁ ଲୋକେ କୁହନ୍ତି ଇଏ ବି ଜଣେ ସାଲବେଗ...
ଜଗା ପ୍ରେମ କାହା ପାଇଁ କେମିତି.. ଯିଏ ଯେମିତି ଖୋଜିଛି ମହାପ୍ରଭୁଙ୍କୁ ସେମିତି ପାଇଛି.. ଜଗତର ନାଥ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରେ ୟେ ହେଉଛନ୍ତି ଅନ୍ୟତମ ଭକ୍ତ..
ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।