ଚାଷୀଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
ପୁଣି ବିଫଳ ହେଲେ ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ଏମ୍ଏସ୍ପିରେ ୫ ବର୍ଷର ଚୁକ୍ତିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା କିଷାନ ମୋର୍ଚ୍ଚା...
ଦେଶର ଅର୍ଥନୀତିକୁ ମଜବୁତ କରିବା ନେଇ କୃଷକ ଭୂମିକା ଅତୁଳନୀୟ। କୋଟି କୋଟି ଜନତାଙ୍କ ପେଟର ଚିନ୍ତା ହିଁ ଚାଷୀ ଭାଇଟିଏ କରିଥାଏ। ଚାଷୀଙ୍କ ଯୋଗୁଁ ସାରା ଦେଶର ଭୋକ ମେଣ୍ଟିଥାଏ। ସେଥିପାଇଁ ସେମାନଙ୍କୁ ସମ୍ମାନ ଦେବା ନେଇ ପ୍ରତି ବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷଜ ଦିସବ’ ପାଳନ କରାଯାଏ।
ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ରିପୋର୍ଟ ଆସିନି, ମରୁଡ଼ି ଘୋଷଣା କଲେ କେମିତି ?
ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।