ମଣିପୁର ହିଂସାକାଣ୍ଡ ଉପରେ ରୋକ୍ ଲଗାଇବାକୁ ହେଲେ ସୀମାରେ ତାରବାଡ଼ ନିର୍ମାଣ ହେବା ଦରକାର । କେନ୍ଦ୍ର ସରକାର ଏହା ଅନୁଭବ କରିଛନ୍ତି । ତେଣୁ ମିଆଁମାର ସୀମାରେ ୧୬୪୩ କିଲୋମିଟରର ତାରବାଡ଼ ୩୧୦୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ।
ସଙ୍କଟରେ ମଣିପୁର ସରକାର। ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ।
ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।
ପୁଣି ମଣିପୁରରେ ହିଂସା । CRPF କ୍ୟାମ୍ପ ଉପରେ ଆକ୍ରମଣ କଲେ କୁକି ସମ୍ପ୍ରଦାୟର କେତେକ ଆତଙ୍କୀ ।
୬ ହଜାର ୭୦୦ କିଲୋମିଟର୍ ବିଶିଷ୍ଟ ଏହି ୬୭ ଦିନର ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ ।
ତୋରବୁଙ୍ଗ ବାଂଲା ଓ କାନଭି ଅଞ୍ଚଳକୁ ଯିବାକୁ ବାରଣ । କୋକମି ଲୋକଙ୍କୁ ବାଟରେ ଅଟକାଇ ବୁଝାଇଲା ପୋଲିସ ।
ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।
ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।
ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ମଣିପୁର ପେଚୀ ଅଂଚଳରେ ସୀମା ଡେଇଁଛି ଲୋକଙ୍କ ପୁଂଜିଭୁତ ଅସନ୍ତୋଷ। ଚରମ ରାଗରେ ଥିବା ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି ମୁଖ୍ୟ ଅଭିଯୁକ୍ତର ଘର।
ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।
କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ... ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।
ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ।
ସରକାରଙ୍କ କଡ଼ା ଆଭିମୁଖ୍ୟ ...ଯେଉଁ କର୍ମଚାରୀମାନେ ଅଫିସ୍ ଆସୁନାହାନ୍ତି, ସେମାନେ ଦରମା କଥା ଭୁଲି ଯାଆନ୍ତୁ..
ହିଂସାକାଣ୍ଡ ଘଟାଇଥିବା ୧୨ ଜଣ ଉଗ୍ରବାଦୀଙ୍କୁ ସେନା ଗିରଫ କରିଥିବାବେଳେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଘେରା ବନ୍ଦୀ କରି ରଖିଥିଲେ ।
ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରୟାସ ଜାରି ରହିଥିବା ବେଳେ ପୁଣି ହିଂସାକାଣ୍ଡ ଘଟି ୯ ଜଣଙ୍କ ଜୀବନ ଚାଲିଯାଇଛି ।
ସାଂପ୍ରଦାୟିକ ନିଆଁରେ ବଳି ପଡ଼ିଲେ ୩ ନିରୀହ ...ହସ୍ପିଟାଲ ଯାଉଥିବା ବେଳେ ଜୀଅନ୍ତା ଜାଳିଦେଲେ
ଶାନ୍ତି ବଜାୟ ରଖିବାକୁ ଦୁଇ ଗୋଷ୍ଠୀଙ୍କୁ ଅପିଲ କଲେ ଶାହା । ‘ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ’ ।
ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା
ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।
ମଣିପୁର ଚୁରାଚାନ୍ଦପୁର ଆତଙ୍କବାଦୀ ଆକ୍ରମଣ ଘଟଣା । ଏହି ଘଟଣା ପଛରେ ଭଭୟ ଆତଙ୍କବାଦୀ ସଂଗଠନ PLA, MNPF ନିଜକୁ ଦାୟୀ କରିଛି। ଆତଙ୍କୀଙ୍କ ଏହି ହାମଲା ପରେ ଏବେ ମିଆଁମାର ସୀମା ଉପରେ କଡା ନଜର ରଖାଯାଇଛି ।
ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ
ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍ଲା କରିଥିବା ସୂଚନା ମିଳିଛି।
ରିଲ୍ରେ ଆଇରନ୍ ମ୍ୟାନ୍କୁ ତ ସମସ୍ତେ ଦେଖିଛନ୍ତି, ହେଲେ ଆପଣ କେବେ ରିୟଲ୍ରେ ଆଇରନ୍ ମ୍ୟାନ୍କୁ ଦେଖିଛନ୍ତି କି ? ଆମେ ଆପଣଙ୍କୁ ଏମିତି ଜଣେ ଆଇରନ୍ ମ୍ୟାନ୍ଙ୍କ କଥା କହିବା, ଯାହା କୌଣସି କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ। ମଣିପୁରର ଏକ ଛୋଟିଆ ଗାଁ ରାସ୍ତାରେ ଚାଲୁଛି, ବୁଲୁଛି ଏହି ଆଇରନ୍ ମ୍ୟାନ୍।
ଆବର୍ଜନାରୁ ତିଆରି କଲେ ଆଇରନ୍ ମ୍ୟାନ୍ ସୁଟ୍ । ମଣିପୁରର ଯୁବକ ପ୍ରେମ୍ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍ ମ୍ୟାନ୍ର ମାକ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ମାକ୍ସଟିକୁ ସେ ଆବର୍ଜନା ବସ୍ତୁ ତଥା ଜଙ୍କ୍ ଲାଗିଥିବା ଲୁହା ଆଦିରୁ ତିଆରି କରିଛନ୍ତି ।