• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manipur

President's Rule In Manipur
President’s Rule In Manipur: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ; ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରିହେଲା ବିଜ୍ଞପ୍ତି

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ।

biren singh
Manipur CM Race: ମଣିପୁର ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଏମାନେ ଆଗୁଆ

ଆସନ୍ତୁ ଜାଣିବା ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ଏମାନଙ୍କ ମଧ୍ୟରେ ଥୋକଚୋମ ସତ୍ୟବ୍ରତ ସିଂ, ବସନ୍ତ କୁମାର ସିଂ, ୟୁମନାମ ଖେମଚାନ୍ଦ ସିଂ, ଥୋଙ୍ଗାମ ବିଶ୍ୱଜିତ ସିଂ ଏବଂ ରାଧେଶ୍ୟାମ ସିଂ ଅନ୍ତର୍ଭୁକ୍ତ।

BJP
Manipur CM Resigned: ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ଇସ୍ତଫା ଦେଇଛନ୍ତି।

ମିଆଁମାର ସୀମାରେ ତାରବାଡ଼
 Myanmar Border Fencing: ଭାରତର କଠୋର ନିଷ୍ପତ୍ତି, ସ୍ମଗଲିଂ ଓ ମାନବ ଚାଲାଣ ରୋକିବାକୁ ତିଆରି ହେବ ତାରବାଡ଼

ମଣିପୁର ହିଂସାକାଣ୍ଡ ଉପରେ ରୋକ୍ ଲଗାଇବାକୁ ହେଲେ ସୀମାରେ ତାରବାଡ଼ ନିର୍ମାଣ ହେବା ଦରକାର । କେନ୍ଦ୍ର ସରକାର ଏହା ଅନୁଭବ କରିଛନ୍ତି । ତେଣୁ ମିଆଁମାର ସୀମାରେ ୧୬୪୩ କିଲୋମିଟରର ତାରବାଡ଼ ୩୧୦୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ।

ଜଳୁଛି ମଣିପୁର, ଥମୁନି ହିଂସା
Manipur Violence: କାହିଁକି କମୁନି ହିଂସା, ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ...

ସଙ୍କଟରେ ମଣିପୁର ସରକାର। ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ।

 Curfew Imposed In Manipur
Curfew Imposed In Manipur: ମଣିପୁରରେ ୬ ଅପହୃତଙ୍କୁ ହତ୍ୟା ପରେ କର୍ଫ୍ୟୁ; ୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ

ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।

Manipur Violence
Manipur Violence: ପୁଣି ମଣିପୁରରେ ହିଂସା, CRPF ଙ୍କ ଗୁଳିରେ ୧୦ ଆତଙ୍କୀ ନିହତ

ପୁଣି ମଣିପୁରରେ ହିଂସା । CRPF କ୍ୟାମ୍ପ ଉପରେ ଆକ୍ରମଣ କଲେ କୁକି ସମ୍ପ୍ରଦାୟର କେତେକ ଆତଙ୍କୀ ।

Bharat Jodo Nyay Yatra
୨୪ ନିର୍ବାଚନ ପାଇଁ କଂଗ୍ରେସର କସରତ, ଆଜିଠୁ ଆରମ୍ଭ ହେଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା

୬ ହଜାର ୭୦୦ କିଲୋମିଟର୍ ବିଶିଷ୍ଟ ଏହି ୬୭ ଦିନର ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ ।

Manipur
ପୁଣି ଅଶାନ୍ତ ମଣିପୁର ! କୋକମି ସଂପ୍ରଦାୟର ଲୋକଙ୍କୁ ବୁଝା-ସୁଝା କଲା ପୋଲିସ

ତୋରବୁଙ୍ଗ ବାଂଲା ଓ କାନଭି ଅଞ୍ଚଳକୁ ଯିବାକୁ ବାରଣ । କୋକମି ଲୋକଙ୍କୁ ବାଟରେ ଅଟକାଇ ବୁଝାଇଲା ପୋଲିସ ।

Manipur Violence
ଓଡ଼ିଶାରେ ମଣିପୁର ହିଂସା ଇଫେକ୍ଟ; କଲେଜ୍‌ ଫି ଦାଖଲ କରିପାରୁନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।

Manipur Violence
Manipur violence: ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣା, CBI କରିବ ତଦନ୍ତ

ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।

 Manipur Incident
ମଣିପୁର ଲଜ୍ଜାକୁ ନେଇ ଥମୁନି ଝଡ଼: ଘଟଣାର ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ମହିଳା

ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ମଣିପୁର ପେଚୀ ଅଂଚଳରେ ସୀମା ଡେଇଁଛି ଲୋକଙ୍କ ପୁଂଜିଭୁତ ଅସନ୍ତୋଷ। ଚରମ ରାଗରେ ଥିବା ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି ମୁଖ୍ୟ ଅଭିଯୁକ୍ତର ଘର।

Manipur Violence
ଦେଶର ମୁଣ୍ଡ ନୁଆଇଁ ଦେଲା ମଣିପୁର ଲଜ୍ଜା

ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

Manipur Crime
ମଣିପୁର ଉଲଗ୍ନ ଭିଡିଓ: ଚାରି ଅଭିଯୁକ୍ତ ଗିରଫ

ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

Supreme Court
‘ସରକାର କିଛି ନକଲେ, ଆମେ କାର୍ଯ୍ୟାନୁଷ୍ଠାନ ନେବୁ’

କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ... ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।

CM Biren Singh
ଇସ୍ତଫା ଦେଲେନି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ

ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ।

Government Odisha
କାମ ନାହିଁ ତ ଦରମା ନାହିଁ ! ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ କଠୋର ନିୟମ

ସରକାରଙ୍କ କଡ଼ା ଆଭିମୁଖ୍ୟ ...ଯେଉଁ କର୍ମଚାରୀମାନେ ଅଫିସ୍‌ ଆସୁନାହାନ୍ତି, ସେମାନେ ଦରମା କଥା ଭୁଲି ଯାଆନ୍ତୁ..

Manipur
ମଣିପୁରରେ ଥମୁନି ହିଂସା :୧୨ ଉଗ୍ରବାଦୀଙ୍କୁ ଗିରଫ କଲା ସେନା, ଘେରାବନ୍ଦୀ କରି ମୁକୁଳାଇ ନେଲେ ଶହଶହ ମହିଳା

ହିଂସାକାଣ୍ଡ ଘଟାଇଥିବା ୧୨ ଜଣ ଉଗ୍ରବାଦୀଙ୍କୁ ସେନା ଗିରଫ କରିଥିବାବେଳେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଘେରା ବନ୍ଦୀ କରି ରଖିଥିଲେ ।

Manipur Violence
ମୁଣ୍ଡ ନେଉଛି ମଣିପୁର ହିଂସା : ଗୁଳିମାଡ଼ରେ ୯ ମୃତ, ଅନେକ ଆହତ

ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରୟାସ ଜାରି ରହିଥିବା ବେଳେ ପୁଣି ହିଂସାକାଣ୍ଡ ଘଟି ୯ ଜଣଙ୍କ ଜୀବନ ଚାଲିଯାଇଛି ।

Manipur violence
୭ ବର୍ଷର ଛୁଆକୁ ହସ୍ପିଟାଲ ନେଉଥିଲା ମା’, ପୋଲିସ୍‌ ଆଖି ସାମ୍ନାରେ ୩ଜଣଙ୍କୁ ଜାଳିଦେଲେ ଉଗ୍ରବାଦୀ

ସାଂପ୍ରଦାୟିକ ନିଆଁରେ ବଳି ପଡ଼ିଲେ ୩ ନିରୀହ ...ହସ୍ପିଟାଲ ଯାଉଥିବା ବେଳେ ଜୀଅନ୍ତା ଜାଳିଦେଲେ

Amit Shah
ଦଙ୍ଗାକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ କଡ଼ା ଚେତାବନୀ, ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କର

ଶାନ୍ତି ବଜାୟ ରଖିବାକୁ ଦୁଇ ଗୋଷ୍ଠୀଙ୍କୁ ଅପିଲ କଲେ ଶାହା । ‘ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ’ ।

Manipur violence
ମଣିପୁରରେ କାହିଁକି ବଢୁଛି ହିଂସା ? ମେଇତି, ନାଗା ଓ କୁକି ସମ୍ପ୍ରଦାୟ ମୁହାଁମୁହିଁ

ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା

AFSPA
ନାଗାଲାଣ୍ଡ, ମଣିପୁର, ଆସାମରେ ସଙ୍କୁଚିତ ହେବ AFSPA

ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।

PLA, MNPF Claim Responsibility For Manipur Terrorist Attack
ମଣିପୁର ଆତଙ୍କବାଦୀ ହମ୍ଲା ପଛରେ PLAର ହାତ

ମଣିପୁର ଚୁରାଚାନ୍ଦପୁର ଆତଙ୍କବାଦୀ ଆକ୍ରମଣ ଘଟଣା । ଏହି ଘଟଣା ପଛରେ ଭଭୟ ଆତଙ୍କବାଦୀ ସଂଗଠନ PLA, MNPF ନିଜକୁ ଦାୟୀ କରିଛି। ଆତଙ୍କୀଙ୍କ ଏହି ହାମଲା ପରେ ଏବେ ମିଆଁମାର ସୀମା ଉପରେ କଡା ନଜର ରଖାଯାଇଛି ।

manipur
ମଣିପୁରରେ ରକ୍ତର ହୋଲି ଖେଳିଲେ ଆତଙ୍କୀ : ଆସାମ୍ ରାଇଫଲ୍ସ କମାଣ୍ଡିଂ ଅଫିସରଙ୍କ ସମେତ ପତ୍ନୀ ଓ ପୁଅକୁ ହତ୍ୟା

ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ