• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aamir Khan

Aamir Khan believes three khans are not the last of the stars
Aamir Khan: ଏପରି ଏକ ସମୟ ଆସିବ ଯେତେବେଳେ ଲୋକମାନେ ତିନି ଖାନଙ୍କୁ ଭୁଲିଯିବେ: ଆମିର୍

ପ୍ରାୟତଃ କୁହାଯାଏ ଯେ, ଶାହରୁଖ ଖାନ, ଆମିର ଖାନ ଏବଂ ସଲମାନ ଖାନ ହେଉଛନ୍ତି ବଲିଉଡର ଶେଷ ତାରକା। ତାଙ୍କ ପାଇଁ ପ୍ରଶଂସକଙ୍କ ଉତ୍ସାହ ସବୁବେଳେ ରହିଥାଏ। ତେବେ ଆମିର ଖାନ ଏଥିରେ ସହମତ ନୁହଁନ୍ତି।

Aamir Khan Girlfriend Gauri Spratt love Story
Aamir Khan: ୨ ଛାଡପତ୍ର, ବୟସ ୬୦; ଆମିର୍ କହିଲେ କାହିଁକି ଗୌରୀଙ୍କ ପ୍ରେମରେ ପଡିଲେ

ଗୌରୀ ସ୍ପ୍ରାଟ ବଲିଉଡ୍‌ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି ନାହିଁ ଏବଂ ଆମିରଙ୍କ କେବଳ ଦୁଇଟି ଫିଲ୍ମ ଦେଖିଛନ୍ତି। ତେବେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଗୌରୀ କହିଛନ୍ତି ଯେ, ସେ ତାଙ୍କ ପାର୍ଟନର୍ ଭାବେ କ’ଣ ଚାହୁଁଛନ୍ତି ଏବଂ ଆମିରଙ୍କୁ କାହିଁକି ବାଛିଲେ।

ପୁଣି ବାଜିବ ସାହାନାଇ
ତୃତୀୟ ବିବାହ କରିବେ ଅମିର ଖାନ୍‌ !

ପ୍ରେମ ଜାଣେନି ବୟସ ବାଡ଼ । ଏହା ପ୍ରମାଣ କରି ଦେଖାଇଛନ୍ତି ବି-ଟାଉନର ଏହି ସୁପରଷ୍ଟାର୍‌ । ୬୦ ବର୍ଷ ବୟସରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ନୂଆ ନାୟିକା ।

ପୁଣି ବାଜିବ ସାହାନାଇ
Aamir Khan: ପୁଣି ବାଜିବ ସାହାନାଇ, ତୃତୀୟ ବିବାହ କରିବେ ଅମିର ଖାନ୍‌ !

ପ୍ରେମ ଜାଣେନି ବୟସ ବାଡ଼ । ଏହା ପ୍ରମାଣ କରି ଦେଖାଇଛନ୍ତି ବି-ଟାଉନର ଏହି ସୁପରଷ୍ଟାର୍‌ । ୬୦ ବର୍ଷ ବୟସରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ନୂଆ ନାୟିକା ।

aamir
Amir Khan: ୬୦ ବର୍ଷରେ ମିଷ୍ଟର ପରଫେକ୍ଟନିଷ୍ଟ

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଶୁକ୍ରବାର ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ଫ୍ୟାନ ମାନଙ୍କ ସହିତ ଆମିର ଜନ୍ମଦିନ ପାଳିଥିବା ବେଳେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟଙ୍କ ପରିଚୟ କରିଥିଲେ।

How actor aamir khan hidden new love story
Aamir Khan: ୧୮ ମାସ ହେଲା ଚାଲିଛି ପ୍ରେମ ଚକ୍କର: ଆମିର୍ କିପରି ଏହାକୁ ଲୁଚାଇଥିଲେ, ଏବେ କହିଲେ

ଜଣେ ସନ୍ତାନର ମାଆଙ୍କ ପ୍ରେମରେ ଉବୁଟୁବୁ ଆମିର୍ ଖାନ୍। ୧୮ ମାସ ହେଲା ଉଭୟଙ୍କ ପ୍ରେମ ଗାଡି ଆଗକୁ ବଢିଛି। ସେ ଏହାକୁ ଲୁଚାଇ ରଖିଥିଲେ ବି ବର୍ତ୍ତମାନ ମିଡିଆ ସାମ୍ନାରେ ପ୍ରକାଶ କରିଛନ୍ତି।

Aamir Khan confirmed his relationship with girlfriend gauri
Aamir Khan: ଆଉ ଥରେ ବାହା ହେବେ ମିଷ୍ଟର୍ ପରଫେକ୍‌ସନିଷ୍ଟ୍‌ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ

ଅମିର ଖାନ କିଛି ଦିନ ଧରି ତାଙ୍କ ପୁରୁଣା ଗାର୍ଲଫ୍ରେଣ୍ଡଙ୍କୁ ଡେଟ୍‌ କରୁଛନ୍ତି। ସେ ଏହି ସମ୍ପର୍କକୁ ଦୁନିଆରୁ ଲୁଚାଇ ରଖିଛନ୍ତି। ତେବେ ରିପୋର୍ଟ ଅନୁସାରେ ସେ ଗୌରୀଙ୍କୁ କେବଳ କିଛି ଅତି ନିକଟତମ ଲୋକଙ୍କ ସହିତ ପରିଚିତ କରାଇଥିଲେ।

ମୁମ୍ବାଇ ରାସ୍ତାରେ ‘Caveman’
Viral Video: ୧୮୦୦ କୋଟିର ମାଲିକ, କିନ୍ତୁ ‘ଆଦିମ ମାନବ’ ବେଶରେ ବୁଲୁଛନ୍ତି ମୁମ୍ବାଇ ରାସ୍ତାରେ

ଜଣେ ସୁପରଷ୍ଟାରଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଆଦିମ ପୁରୁଷଙ୍କ ଅବତାରରେ ନଜର ଆସିଛନ୍ତି ।

Rajamouli will work on dream project Mahabharata
SS Rajamouli Next Movie: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

ରାଜାମୌଲି 'ମହାଭାରତ' ଉପରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ଜଣେ ଖାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଏହା ହୁଏ, ତେବେ ଏହା ନିଶ୍ଚିତ ଭାବରେ ବଲିଉଡ୍‌ର ସବୁଠୁ ବଡ ପ୍ରୋଜେକ୍ଟ ହେବ।

Most awaited films of new year 2025
Happy New Year 2025: ୨୦୨୫ ହେବ କି ବଡିଉଡ୍‌ର… ସାଉଥ୍‌କୁ ମାତ୍ ଦେବ କି ଏହି ୧୨ ଫିଲ୍ମ ?

୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍‌ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।

Aamir khan was insecure of his height in starting phase of his career
Aamir Khan: ୮୦-୯୦ ଦଶକରେ ନିଜକୁ ଅସୁରକ୍ଷିତ ମନେକରୁଥିଲେ ଅମୀର ଖାନ; ଜାଣନ୍ତୁ କାହିଁକି…

ମିଷ୍ଟର ପରଫେକ୍‌ଶନିଷ୍ଟ ଅମୀର ଖାନ ପରଦାରେ ତାଙ୍କ ଚରିତ୍ରମାନଙ୍କ ସହିତ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ଅଭିନେତାଙ୍କର ତୁମ-ଆମ ଭଳି ଅନେକ ତ୍ରୁଟି ଥିବା ସେ ନିଜେ ସ୍ୱୀକାର କରିଛନ୍ତି।

Laapataa ladies out from 97th Oscar award list
Oscar Race: ଓସ୍କାର ଦୌଡରୁ ବାଦ୍ ପଡିଲା 'ଲାପତା ଲେଡିଜ୍'; ବ୍ରିଟେନ୍‌ ତରଫରୁ ଏହି ହିନ୍ଦୀ ଫିଲ୍ମ ମନୋନୀତ

ଓସ୍କାର ପାଇଁ ମନୋନୀତ ହୋଇଥିବା ୧୫ଟି ଚଳଚ୍ଚିତ୍ର ମଧ୍ୟରେ 'ଲାପତା ଲେଡିଜ୍' ନ ଥିବାରୁ ଆମୀର ଖାନ ଏବଂ କିରଣ ରାଓଙ୍କ ସମେତ ସମସ୍ତ ଭାରତୀୟଙ୍କ ପାଇଁ ନିଶ୍ଚିତ ନିରାଶର କାରଣ ହୋଇଛି। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବର୍ଗରେ ଆଉ ଏକ ହିନ୍ଦୀ ଚଳଚ୍ଚିତ୍ର ଚୟନ କରାଯାଇଛି।

Aamir khan wants to work hard in next 10 years
Aamir Khan: ଚର୍ଚ୍ଚାରେ ଆମୀର ଖାନ୍‌ଙ୍କ ବୟାନ; ନିଜ ଜୀବନକୁ ନେଇ କହିଲେ ଏମିତି...

ବର୍ତ୍ତମାନ ୫୯ ବର୍ଷୀୟ ଆମୀର ଖାନ୍‌ ତାଙ୍କ ଜୀବନକୁ ନେଇ ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ହୋଇଛି। ସେ ଏବେ ଗୋଟିଏ ହିଟ୍ ଫିଲ୍ମ ଦେବାକୁ ବ୍ୟାକୁଳ ଥିବା ବେଳେ ଏମିତି କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Aamir khan video calls vinesh phogat after paris Olympics disappointment
Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।

Aamir khan on his plans to get married
‘ମୁଁ ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ’; ହେବ କି ତୃତୀୟ ବିବାହ… ଏହି ନାୟିକାଙ୍କୁ ଅମିର୍ ଖାନ୍ କରିପାରନ୍ତି ବିବାହ…

ଛାଡପତ୍ର ସତ୍ତ୍ୱେ ଅମିର୍ ଖାନ୍‌ଙ୍କ ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। ଏହା ସହିତ ଅମୀର ଖାନ ତାଙ୍କର ତୃତୀୟ ବିବାହକୁ ନେଇ କହିଛନ୍ତି ଏମିତି।

aamir khan son junaid khan first film maharaj first glimpse out
ଡେବ୍ୟୁ କଲେ ଆମିର ଖାନଙ୍କ ପୁଅ; ସାମ୍ନାକୁ ଆସିଲା ‘ମହାରାଜ୍‌’ର ପ୍ରଥମ ଲୁକ୍

ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ମହାରାଜ୍‌’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଦ୍ୱନ୍ଦ୍ୱରେ ପଡିପାରନ୍ତି ଯେ ଏ ରଣବୀର କପୁର ନା ଆମୀର ଖାନଙ୍କ ପୁଅ!

Aamir khan sunny deol rajkumar santoshi film set to hit the theatre in 26 january
ଆସିଲା ଅପ୍‌ଡେଟ୍; ଏହିଦିନ ରିଲିଜ୍ ହେବ ସନ୍ନିଙ୍କ 'ଲାହୋର ୧୯୪୭'

'ଗଦର ୨'ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର 'ଲାହୋର ୧୯୪୭'ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ।

Aamir khan talks about working with salman khan shah rukh khan
ଚାଲିଛି ଚର୍ଚ୍ଚା; ଏହି ଫିଲ୍ମରେ ଏକାଠି ନଜର ଆସିବେ ଆମିର୍-ସଲ୍‌ମାନ୍-ଶାହରୁଖ୍

ଆମୀର କହିଛନ୍ତି, “ଆମେ ଏକ ଭଲ ବିଷୟ ଖୋଜୁଛୁ। ଯଦି ଆମ କିଛି ନୂଆ କରିବାର ସୁଯୋଗ ମିଳିବ, ତେବେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ। ମୁଁ ଭାବୁଛି ଏକାଠି କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସଲମାନ ଏବଂ ଶାହରୁଖ ମଧ୍ୟ ବହୁତ ଆଗ୍ରହୀ। ନିକଟ ଭବିଷ୍ୟତରେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ।”

Shah rukh khan says jai shri ram at anant ambani radhika merchant pre wedding bash
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂରେ 'ଜୟ ଶ୍ରୀରାମ' କହିଲେ ଶାହରୁଖ ଖାନ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂରେ ଅନେକ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ବଲିଉଡ୍ ବାଦଶାହ ଶାହରୁଖ ଖାନ ମଧ୍ୟ ସାମିଲ୍ ହୋଇଥିଲେ। ସବୁଠାରୁ ବଡ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେ ସେ 'ଜୟ ଶ୍ରୀରାମ'ର ସ୍ଲୋଗାନ୍‌ ଦେଇଥିଲେ।

aamir khan confirms release date his upcoming film sitaare zameen par
'ସିତାରେ ଜମିନ୍ ପର୍‌' ନେଇ ଫେରୁଛନ୍ତି ଆମୀର ଖାନ୍; ଜାଣନ୍ତୁ କେବେ ହେବ ରିଲିଜ୍

୨୦୦୭ ମସିହାରେ ଆମୀର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର୍‌' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଆମୀର ଖାନ ଜଣେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ। ବର୍ତ୍ତମାନ ଆମୀର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପର'ର ସୁଟିଂ ଆରମ୍ଭ କରିଛନ୍ତି।

aamir khan daughter iras marriage with nupur shikhare
ବାଜୁଛି ଆମୀରଙ୍କ ଘରେ ଶାହାନାଇ; ଜାଣନ୍ତୁ ଝିଅର ପ୍ରେମ କାହାଣୀ

ଆମୀର ଖାନଙ୍କ ଘରେ ଆଜି ବାଜୁଛି ଶାହାନାଇ। ତାଙ୍କର ପ୍ରିୟ ଝିଅ ଆୟରା ଖାନ୍‌ ଆଜି ବିବାହ କରୁଛନ୍ତି। ଆୟରା ତାଙ୍କ ବାପାଙ୍କ ଫିଟ୍‌ନେସ୍ କୋଚ୍ ନୁପୁର ଶିଖରେଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଛନ୍ତି। ତେବେ ନୁପୁର କିଏ? ସେ ଏବଂ ଆୟାରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା? ଆସନ୍ତୁ ସେ ବିଷୟ ଜାଣିବା।

Aamir Khan Rescued
ଉବୁଟୁବୁ ଚେନ୍ନାଇରେ ଫସିଲେ ଆମୀର୍‌; ଫଟୋ ଭାଇରାଲ୍‌..

ବାତ୍ୟା ଭିତରେ ଫସିଲେ ବଲିଉଡର ମିଷ୍ଟର ପରଫେକ୍‌ନିଷ୍ଟ ଆମୀର ଖାନ୍‌ ।

Saif ali khan rejected tehse 5 films that turned out blockbuster
ସୈଫ୍ ଅଲ୍ଲୀ ଖାନ୍ ଏହି ୫ ଭୁଲ୍ କରି ନଥିଲେ ଆଜି ଥାଆନ୍ତେ ୩ ଖାନଙ୍କ ଉପରେ

ସୈଫ୍‌ ଅଲ୍ଲୀ ଖାନ ତାଙ୍କ କ୍ୟାରିଅରର ପିକ୍‌ ସମୟରେ ଏମିତି ପାଞ୍ଚଟି ବଡ ଭୁଲ୍ କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯଦି ଏହି ଭୁଲ୍‌ ସୈଫ କରି ନଥାନ୍ତେ ତେବେ ସେ ଆଜି ୩ ଖାନଙ୍କ ଉପରେ ଥାଆନ୍ତେ। ଆସନ୍ତୁ ଜାଣିବା ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଏହି ୫ଟି ଭୁଲ କ’ଣ…

kangana ranau said  her battles were never personal against khans
ତିନି ଖାନ୍‌ଙ୍କୁ ଟାର୍ଗେଟ୍ କରି ଏମିତି କହିଲେ କଙ୍ଗନା ରାଣାୱତ

ନିଜର ଖୋଲାଖୋଲି କଥା ପାଇଁ କଙ୍ଗନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏକ ବାର୍ତ୍ତାଳାପରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ସଂଗ୍ରାମ କେବେ ବ୍ୟକ୍ତିଗତ ନୁହେଁ। ସେ ତିନି ଖାନ୍‌ଙ୍କୁ ଟାର୍ଗେଟ୍ କରି କ’ଣ କହିଛନ୍ତି ଜାଣନ୍ତୁ।

aamir khan Fatima sana sheikh dating rumours take over internet
ଚର୍ଚ୍ଚାରେ ଅମୀର୍ ଖାନ୍; ଫାତିମାଙ୍କ ସହ ଚାଲିଛି କି ପ୍ରେମ...

ଅମୀର ଖାନ ଖୁବ୍ ଶୀଘ୍ର ଏକ ଫିଲ୍ମରେ କାମ କରିପାରନ୍ତି ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କୁ ଫାତିମା ସନା ଶେଖଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଅମୀର ଖାନ ଏବଂ ଫାତିମା ସନା ଶେଖଙ୍କ ସମ୍ପର୍କର ଖବର ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ପରିସର ପାଲଟିଛି।