ଭାରତର ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ ପାଇଁ ଜେପିଏଲ ଓ ସ୍ପେସଏକ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ।
ବିଶେଷ କରି ଟେସ୍ଲା ଏବଂ ସ୍ପେସଏକ୍ସରେ କରୁଥିବା ସମୟରେ ସେ ଭୂମି ଉପରେ ଶୋଇ ଯାଆନ୍ତି । ମସ୍କ ତାଙ୍କର ଏହି ଅଜବ ଜୀବନଶୈଳୀ ବିଷୟରେ କହିଛନ୍ତି, ୨୦୧୮ରେ ଟେସ୍ଲାର ପ୍ରଡକ୍ସନ ସମସ୍ୟା ଯେତେବେଳେ ଚାଲିଥିଲା ସେତେବେଳେ ସେ ନିଜ କାରରେ ନୁହେଁ ବରଂ ଫ୍ୟାକ୍ଟ୍ରିର ଚଟାଣ ଉପରେ ଶୋଉଥିଲେ। କାରଣ ଚଟାଣରେ ଶୋଇ ସେ କାମ ଉପରେ ନଜର ରଖି ପାରୁଥିଲେ । ସେ କହୁଥିଲେ, ‘ଯଦି କିଛି ଖରାପ ହେବ ତେବେ ସବୁଠାରୁ ଅଧିକ ମୋ ପାଇଁ ହେବ । ଯଦି କିଛି କଷ୍ଟ ଆସିବ ତେବେ ମୁଁ ସବୁଠାରୁ ବେଶି ଅନୁଭବ କରିବି ।’
ଟେସଲାରେ ଏମିତି ଏକ ଜବ ଅଫର ଆସିଛି ଯେଉଁଥିରେ କେବଳ ଚାଲିବା ଦ୍ବାରା ଆପଣ ଲକ୍ଷପତି ହୋଇ ପାରିବେ। ଦିନକୁ ୮ ଘଣ୍ଟା ଚାଲିବା ପାଇଁ ମାସିକ ୮ ହଜାର ଡଲାରର ବେତନ ମିଳିବ।
ମସ୍କଙ୍କ କମ୍ପାନୀ ଟେସଲା ହ୍ୟୁମାନୋଇଡ୍ ରୋବୋଟ୍ ଅପ୍ଟିମସର ଏହି ଭିଡିଓ ସେୟାର କରିଛି । ଏଥିରେ ରୋବୋଟ୍ ମଣିଷ ପରି ଅନେକ କାର୍ଯ୍ୟ କରୁଛି। ଘର କାମଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ଓ ଯୋଗ ମଧ୍ୟ କରୁଛି ।
‘LVMH’ର ବର୍ଣ୍ଣାଡ୍ ଅର୍ଣ୍ଣଲ୍ଟ୍ଙ୍କୁ ଟପି ଟେସ୍ଲାର ସିଇଓ ଏଲନ୍ ମସ୍କ୍ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।
ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଟେସ୍ଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ଲାଭରେ ନୁହେଁ ବରଂ ସର୍ବାଧିକ କ୍ଷତି ସହିବାରେ ୱାର୍ଲ୍ଡ ରେକର୍ଡ କରିଛନ୍ତି ସେ। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା…
ଗତକାଲି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଶଗଡ଼ର ଚିତ୍ର ସେୟାର କରି ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି ।