ଆଜି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ର ଟିଜର୍ ରିଲିଜ୍ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି 'ଦ ଦିଲ୍ଲୀ ଫାଇଲ୍ସ'କୁ ଅପେକ୍ଷା କରିଥିଲେ। ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି।
ବଲିଉଡ୍ ଅଭିନେତାମାନଙ୍କ ଫିଲ୍ମ ଉପରେ ଫ୍ୟାଶନର ପ୍ରଭାବ ଓ ଏ ସଂକ୍ରାନ୍ତ ନିରବତାକୁ ଲକ୍ଷ୍ୟ କରି ବିବେକ ଅଗ୍ନିହୋତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ବଲିଉଡ ଅଭିନେତାମାନେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର୍ ହୋଇଯାଇଛନ୍ତି, ତେଣୁ ସେମାନେ ଆଉ କୌଣସି ଅଭିନୟ କରୁନାହାଁନ୍ତି।
ସମସ୍ତ ବିବାଦ ପରେ 'ଦି କେରଳ ଷ୍ଟୋରୀ' ଶେଷରେ ମୁକ୍ତିଲାଭ କରିଛି। ଫିଲ୍ମଟି ଏକ ରାଜନୈତିକ କଳହରେ ପଡ଼ିଛି। କଥା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାକୁ ନେଇ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟିମ୍କୁ ଚେତାବନୀ ଦେଇଛନ୍ତି।
'ଦ କାଶ୍ମୀର ଫାଇଲ୍ସ'ର ସଫଳତାର ଖୁସିକୁ ଆଜି ବି ଉପଭୋଗ କରୁଛନ୍ତି ବିବେକ ଅଗ୍ନିହୋତ୍ରୀ। ଏହି ଖୁସିରେ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏବେଇ ସେ କୋଟି କୋଟି ଟଙ୍କା ଦେଇଛନ୍ତି। ଜାଣନ୍ତୁ କେତେ ଟଙ୍କା ଦେଇ କିଣିଲେ ଆପାର୍ଟମେଣ୍ଟ।
ବଲିଉଡ ତାରକାମାନେ କାହିଁକି ସିଏଏ- କିସାନ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିଲେ ବୋଲି ପ୍ରଶ୍ନ ଉଠେଇଛନ୍ତି ବିବେକ ଅଗ୍ନିହୋତ୍ରୀ। ସେ କହିଛନ୍ତି, ଖୁବ୍ ଶୀଘ୍ର ଜଣାପଡିଯିବ ଯେ ସିଏଏ-ଶାହିନ୍ ବାଗ ଏବଂ କୃଷକ ଆନ୍ଦୋଳନକୁ...
ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍ କରାଯାଇଛି।
୧୯୯୦ରେ କାଶ୍ମୀରର ପରିସ୍ଥିତି କିଭଳି ଥିଲା ଓ କାଶ୍ମୀରୀ ପଣ୍ଡିତ କେଉଁ ପରିସ୍ଥିତିରେ ସେଠାରୁ ପଳାୟନ କରିଥିଲେ, ସେନେଇ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ ।