ଇଂଲଣ୍ଡ୍ର ଆଗାମୀ ପିଢ଼ି ଆଉ ସିଗାରେଟ୍ କିଣିବା ପାଇଁ ସମର୍ଥ ହେବେ ନାହିଁ । ଏନେଇ କଟକଣା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ ।
କୋଡ୍ ୱାଡ୍ ବାବାରେ ଚାଲୁଥିଲା ବେଧଡକ୍ ନିଶା ସିଗାରେଟ୍ ବେପାର। ରାସ୍ତା କଡ଼ରେ ଦୋକାନ ଖୋଲି ବିକୁଥିଲେ ବି ଧରାପଡୁନଥିଲେ। ଆଉ ଆଜି ଅବକାରୀ ବିଭାଗ ପଞ୍ଝାରେ ପଡ଼ିବା ପରେ ଖୋଲାଖୋଲି କହୁଛନ୍ତି ତାଙ୍କ ବସ୍ତି ସାରା ଅନେକ ଏଇ ବେପାରରେ ମାତିଛନ୍ତି।
ଧୂମ୍ରପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଧୂମ୍ରପାନରୁ ନିବୃତ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଷ୍ଟାଣ୍ଡିଂ କମିଟିର ଏଭଳି ପ୍ରସ୍ତାବ ଦ୍ୱାରା ଟବାକୋ ବ୍ୟବହାର ଅପେକ୍ଷାକୃତ କମ୍ ହେବ ବୋଲି ଆଶା କରାଯାଉଛି ।