• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଗୁରୁବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ୧୨ଶୀ ଦିବା ୦୧.୩୯ ଗତେ ୧୩ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୩୯ ପର୍ଯ୍ୟନ୍ତ ।

ଶୁଭ ସମୟ:

  • ପ୍ରାତଃ ୦୫.୧୦ ରୁ ୦୬.୦୩
  • ଦିବା ୦୯.୩୩ ରୁ ୧୧.୧୮
  • ସନ୍ଧ୍ୟା ୦୭.୦୧ ରୁ ୦୯.୧୨
  • ରାତ୍ରି ୦୧.୦୬ ରୁ ୦୨.୧୬
  • ରାତ୍ରି ୦୩.୪୩ ରୁ ୦୫.୧୦

ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୧.୨୨ ରୁ ୦୩.୦୧
  • କାଳବେଳା – ଦିବା ୦୩.୦୧ ରୁ ୦୪.୩୯
  • ବାରବେଳା – ଦିବା ୦୪.୩୯ ରୁ ୦୬.୧୮
  • କାଳରାତ୍ରି – ରାତ୍ରି ୧୧.୪୪ ରୁ ୦୧.୦୬