• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Railway

Northern Railway Group D Recruitment apply for 38 posts
Northern Railway Recruitment: ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ସୁଯୋଗ ନେବେ

ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ର ଖାଲି ପଦବୀ ପୂରଣ ହେବ। ଏନେଇ ଉତ୍ତର ରେଳବାଇ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ଦଶମ ପାଶ୍‌ କରିଥିବା ଯୁବକମାନେ ଏହାର ସୁଯୋଗ ନେଇପାରିବେ।

Amrit Bharat Station Scheme
ବଦଳିବ ରେଳ ଷ୍ଟେସନର ଚେହେରା...ମିଳିବ ବିମାନବନ୍ଦର ଭଳି ସୁବିଧା...ଜାଣନ୍ତୁ କ’ଣ ଏହି ଯୋଜନା

ଷ୍ଟେସନଗୁଡ଼ିକରେ ଚାଲୁଥିବା ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି । ଏଥିରେ ବିଭିନ୍ନ ଷ୍ଟେସନରେ ସୁବିଧା ବଢ଼ାଇବା ପାଇଁ ମାଷ୍ଟର ପ୍ଲାନ୍‌ ତିଆରି ହେବା ସହ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ।

East Coast Railway
ଫୋକସ୍‌ରେ ପୂର୍ବତଟ ରେଲୱେ; ମଞ୍ଜୁର ହେଲା ୧୧, ୪୯୫ କୋଟି

ଜୟପୁର-ମାଲକାନଗିରି ରେଳ ଲାଇନ୍‌ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍‌ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡ଼ର ପାଇଁ ୩୦୦ କୋଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।

Udaipur-Jaipur Vande Bharat express
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ । ଚିତ୍ତୋରଗଡ଼ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ।

Airbus-Gati Shakti
ଏୟାରବସ୍-ଗତିଶକ୍ତି ୟୁନିଭର୍ସିଟି ମଧ୍ୟରେ MoU ସ୍ୱାକ୍ଷରିତ, ବାହାରିବ ୧୫ ହଜାର ଚାକିରି

ଏହା ବ୍ୟତୀତ ଛାତ୍ରମାନଙ୍କ ପାଇଁ ଇଣ୍ଟର୍ନସିପ୍ ଏବଂ ପ୍ଲେସମେଣ୍ଟ ଏବଂ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି ।

Bhubaneswar-New Delhi Rajdhani Express
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ; ଯାତ୍ରୀ ପାଇବେ ଅନେକ ସୁବିଧା

ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।

vacancies announced for 323 posts in Indian Railway Recruitment
Indian Railway Recruitment 2023: ଦଶମ ପାଶ୍ ସହିତ ଏହିସବୁ ଯୋଗ୍ୟତା ଥିଲେ ଭାରତୀୟ ରେଳ ବିଭାଗରେ ଚାକିରି

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍‌ନିସିଆନ୍, ଜୁନିୟର ଇଞ୍ଜିନିୟର, ଟ୍ରେନ୍ ମ୍ୟାନେଜର ପଦ ପାଇଁ ଉତ୍ତର ରେଳ ବିଭାଗ ବିଜ୍ଞାପନ ଜାରି କରିଛି। ସମୁଦାୟ ୩୨୩ଟି ପଦବୀ ପୂରଣ ହେବ।

4 dead after Railway Protection Force jawan opens fire on train
ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ RPF କନଷ୍ଟେବଲ୍‌, ୪ ମୃତ

ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। RPF କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

Daspalla railway station
ବହୁ ପ୍ରତୀକ୍ଷାର ଅନ୍ତ : ଦଶପଲ୍ଲାକୁ ଗଡିବ ଟ୍ରେନ୍

ଶେଷ ପର୍ଯ୍ୟାୟରେ ଷ୍ଟେସନ ଓ ଟ୍ରାକ୍ କାମ । ଷ୍ଟେସନ କାର୍ଯ୍ୟର ସମୀକ୍ଷା କଲେ ରେଳ ସୁରକ୍ଷା ଆୟୁକ୍ତ ଓ ଖୋର୍ଦ୍ଧା D.R.M ।

 IRCTC
IRCTCରେ ବୁକ୍‌ ହୋଇପାରୁନି ଟ୍ରେନ୍‌ ଟିକଟ୍ , ଯାତ୍ରୀ ଅସନ୍ତୁଷ୍ଟ

ଟଙ୍କା କଟିଯାଉଛି, କିନ୍ତୁ ଟିକଟ୍‌ ବୁକ୍‌ ହୋଇ ପାରୁନି । ଟିକଟ ବାତିଲ ପାଇଁ 14646,0755-6610661କୁ କଲ୍ କରନ୍ତୁ ।

train real time status
Whatsappରେ ଏମିତି ଚେକ୍‌ କରନ୍ତୁ ଟ୍ରେନ୍‌ ଷ୍ଟାଟସ୍‌, ଜାଣିପାରିବେ ସବୁ ଅପ୍‌ଡେଟ୍‌...

ଚାଟ୍‌ ୱିଣ୍ଡୋ ଓପନ୍‌ ହେବା ପରେ ଆପଣ ଆପଣଙ୍କ ୧୦ ଅଙ୍କ ବିଶିଷ୍ଟ ପିଏମ୍‌ ଆର ନମ୍ବର ଦେବାକୁ ହେବ । ପରେ ଆପଣ ଟ୍ରେନ୍‌ର ଯାତ୍ରା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ ।

Indian railways
ଜାଣିଛନ୍ତି କି... ଗୋଟିଏ ଲିଟର ଡିଜେଲ୍‌ରେ କେତେ କିଲୋମିଟର ଯାଏ ଟ୍ରେନ୍‌ ?

ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।

Indian Railway
ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌ ନାଁ କ’ଣ ? ଜାଣନ୍ତୁ କିଛି ଅଜଣା କଥା

ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କଲାଣି ।

Indian Railways
ଭାରତରେ କେବେ ଗଡ଼ିଥିଲା ପ୍ରଥମ ଟ୍ରେନ୍‌ ? ଜାଣନ୍ତୁ ରେଳ ସମ୍ବନ୍ଧୀୟ କିଛି ଅଜଣାକଥା

ଭାରତରେ ପ୍ରତ୍ୟେକ ଦିନ ରଳରେ ପ୍ରାୟ ୨.୫୦ କୋଟି ଯାତ୍ରୀ ଯାତ୍ରା କରିଥା’ନ୍ତି । ସେହିପରି ରେଳ ଦ୍ୱାରା ୩୩ ଲକ୍ଷ ଟନ୍‌ ମାଲ୍‌ ମଧ୍ୟ ପରିବହନ ହୋଇଥାଏ ।

Man sprays petrol sets off blaze in moving train in kerala
ଚଳନ୍ତା ଟ୍ରେନ୍‌ରେ ଭୟଙ୍କର ଘଟଣା, ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ

ଟ୍ରେନ୍‌ରେ ଚଢ଼ିବାକୁ ନେଇ ଝଗଡ଼ା ଓ ପରେ ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ରବିବାର ଦିନ କେରଳର କୋଝିକୋଡ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ଘଟଣା ଘଟିଛି।

 Railway Station
ରେଳ ଷ୍ଟେସନରେ ଖାଇବା, ପିଇବା ସବୁ କିଛି ମାଗଣା !! ଦେଖାଇବାକୁ ହେବ ଏହି କ୍ରେଡିଟ୍‌ କାର୍ଡ

କେଉଁ କ୍ରେଡିଟ୍‌ କାର୍ଡ ଦେଖାଇଲେ ରେଳ ଷ୍ଟେସନରେ ମିଳିବ ମାଗଣା ଖାଇବା . . ଦେଖି ନିଅନ୍ତୁ ତାଲିକା

Train X
ଟ୍ରେନ ପଛରେ କାହିଁକି ରହିଥାଏ ‘X’ ଚିହ୍ନ ? କ’ଣ ଏହାର କାରଣ ? ଜାଣନ୍ତୁ...

ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍‌ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପରେ ଆପଣ ବି ତାଜୁବ ହେବେ । 

Modi government
ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି ! ୭୮ ଦିନର ବୋନସ୍‌ ଘୋଷଣା

ଦୀପାବଳି ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର

Senior Citizen Discount
ଭାରତୀୟ ରେଳବିଭାଗର ବଡ଼ ନିଷ୍ପତ୍ତି; ବରିଷ୍ଠ ନାଗରିକଙ୍କୁ ମିଳିବନି ଟିକେଟ୍‌ରେ ରିହାତି

ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍‌ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...

Indian Railway withdraws senior citizen discount - OTV report
ରେଲୱେର ବଡ଼ ନିଷ୍ପତ୍ତି: ଏଣିକି ବୟସ୍କଙ୍କୁ ମିଳିବନି ଟିକେଟ୍‌ରେ ରିହାତି

ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍‌ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...

Coal Rakes
ସାରା ଦେଶରେ ବିଜୁଳି ଉତ୍କଟ ସମସ୍ୟା; ପ୍ୟାସେଞ୍ଜର୍‌ ଟ୍ରେନ୍‌ ବଦଳରେ ଗଢ଼ିବ ମାଲଗାଡ଼ି

ଦେଶର ୭୦ ପ୍ରତିଶତ ବିଜୁଳି କୋଇଲା ଉପରେ ନିର୍ଭରଶୀଳ । ତେବେ କୋଇଲା ସଙ୍କଟର ତୁରନ୍ତ ସମାଧାନ ନ ହେଲେ, ଆଗକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଅନେକ ବାଧା ଉପୁଜିପାରେ ।

Vistadome Coach
ଟ୍ରେନ୍‌ରେ ଲାଗିଲା ନୂଆ କୋଚ୍‌: ଭିତରେ ଥାଇ ଦେଖିହେବ ଆକାଶ-ଜଙ୍ଗଲର ମନୋରମ ଦୃଶ୍ୟ

 ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଭାରତୀୟ ରେଳ ନଆ ଭିଷ୍ଟାଡୋମ୍ କୋଚ୍ ପ୍ରସ୍ତୁତ କରିଛି । ଯାହା କି ଏବେସୁଦ୍ଧା ଭାରତର ସବୁଠାରୁ ଅତ୍ୟାଧୁନିକ ବା ହାଇ-ଟେକ୍ ରେଳ କୋଚ୍ । ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।

Vistadome Coach
୧୮୦ଂ ପର୍ଯ୍ୟନ୍ତ ବୁଲିଯାଉଛି ଚଉକି ! ଟ୍ରେନ୍‌ ଭିତରେ ଥାଇ ଦେଖିହେବ ଆକାଶ-ଜଙ୍ଗଲ-ଟନେଲର ମନୋରମ ଦୃଶ୍ୟ

ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।

Train Cancel for Cyclone
ଏଣିକି ଟ୍ରେନ୍‌ରେ ବି ରହିବ ମହିଳାଙ୍କ ପାଇଁ ସ୍ୱତନ୍ତ ସିଟ୍‌

ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌ରେ ମଧ୍ୟ ମହିଳାଙ୍କ ପାଇଁ ରହିବ ସିଟ୍ । ପ୍ରତି ବଗିରେ ସିଟ୍ ବା ବର୍ଥ ରିଜର୍ଭ ରହିବା ନେଇ ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି । ସବୁ ମେଲ୍, ଏକ୍ସପ୍ରେସ, ଦୂରନ୍ତ, ରାଜଧାନୀ ଆଦି ଏକ୍ସପ୍ରେସରେ ରହିବ ସିଟ୍ ।

Khurdha Bolangir Railway Track
କେବେ ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସାମ୍ନାକୁ ଆସିଲା ଚମକାଇଲା ଭଳି ନୂଆ ତଥ୍ୟ

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।