ଏପ୍ରିଲ୍ ପହିଲାରୁ ଦେଶରେ ବଡ଼ ପରିବର୍ତ୍ତନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲାଗୁ ହେଲା ନୂଆ ନିୟମ । ଗ୍ରାହକଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ । ଜାଣି ରଖନ୍ତୁ...
କାଲିଠୁ ପୁରୁଣା ପେନ୍ସନ୍ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍ସନ୍ ସ୍କିମ ଲାଗୁ ହେବ । ଅତିକମରେ ୨୫ ବର୍ଷ ଚାକିରୀ କରଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନ୍ସନ୍ ପାଇବେ ।
ଯେହେତୁ ସପ୍ତାହରେ କେବଳ ୫ ଦିନ ଖୋଲିବା ପାଇଁ ନିୟମ ହେଉଛି, ତେଣୁ କାର୍ଯ୍ୟ ସମୟ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହ କିଛି ବ୍ୟାଙ୍କ ସନ୍ଧ୍ୟା ପରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି କୁହାଯାଉଛି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଦୁଇଟି ସିଫ୍ଟ ଆରମ୍ଭ ହେବାର ଯୋଜନା ରହିଛି।
ମାର୍ଚ୍ଚ ୧ରୁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। FD ଫଣ୍ଡଠୁ ନେଇ ସିଲିଣ୍ଡର ପ୍ରାଇସ୍ ଓ GST ସବୁଥିରେ କିକି ପରିବର୍ତ୍ତନ ହେବ ଜାଣନ୍ତୁ।
ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ ।
OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ନିୟମାବଳୀ ଜାରି ହୋଇଛି ।
ଯଦି ଆପଣ ରାତିରେ ଟ୍ରେନ୍ରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନିନିଅନ୍ତୁ ଏହି ସବୁ ନିୟମ। ନହେଲେ ହଇରାଣରେ ପଡିବେ ଆପଣ
ଏଣିକି ଦ୍ୱିତୀୟ ବିବାହ କରିବା ପୂର୍ବରୁ ସରକାରଙ୍କ ନେବାକୁ ପଡ଼ିବ ଅନୁମତି। ଯେଉଁ ବିଭାଗରେ କାମ କରୁଥିବେ ସେଇ ବିଭାଗକୁ ଲିଖିତ ଆକାରରେ ଜଣାଇବାକୁ ଜାରି ହେଲା ନିର୍ଦ୍ଦେଶ। ଯଦି ନିୟମ ନମାନିବେ ତେବେ ଏଇ ସବୁ ସୁବିଧାରୁ ବଞ୍ଚିବା ହେବା ସହ ହୋଇପାରେ କାର୍ଯ୍ୟାନୁଷ୍ଠାନ..
ଆଉ ମାତ୍ର ଅଳ୍ପ କିଛି ଦିନ ପରେ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହାସହ ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ କିଛି ନିୟମ ମଧ୍ୟ ବଦଳିବାକୁ ଯାଉଛି। ଡିସେମ୍ବର ୧ରୁ କିଛି ନିୟମରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।
ଆସନ୍ତାକାଲିଠାରୁ ସାରା ଦେଶରେ ହେଉଛି ବଡ଼ ପରିବର୍ତ୍ତନ। ହାଣ୍ଡିଶାଳଠାରୁ ପାଠପଢା ପର୍ଯ୍ୟନ୍ତ ସବୁ କିଛି ବଦଳିବାକୁ ଯାଉଛି। ଏମିତିକି ଏହିମାସରେ ଦୂରଯାତ୍ରା ଉପରେ ଅଙ୍କୁଶ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଛି ଏହି ନିୟମ। ସବୁ କିଛି ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ...