• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

murder
ଆଠ ବର୍ଷର ପ୍ରେମ ପରେ ବିବାହକୁ ନା, ପ୍ରେମିକକୁ ମାରି ନାଳରେ ଫିଙ୍ଗିଦେଲା ପ୍ରେମିକା

ଅନେକ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବି ଜାଣିଶୁଣି ବିବାହରେ ବିଳମ୍ବ କରୁଥିଲେ ପ୍ରେମିକ । ଶେଷରେ ପ୍ରତିଶୋଧ ପରାୟଣ ହୋଇ ରକ୍ତମୁଖା ପାଲଟିଲା ପ୍ରେମିକା. . .

Technology courses after 12th board exam
Career Tips: ଦ୍ୱାଦଶ ପରେ କ୍ୟାରିଅର୍‌କୁ ନେଇ ଚିନ୍ତାରେ ଅଛନ୍ତି କି? ଆପଣଙ୍କ ପାଇଁ ଟିପ୍ସ

ଦ୍ୱାଦଶ ପରେ କ’ଣ କରିବା? ଦ୍ୱାଦଶ ପାଶ୍‌ ପରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ଆସେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର କରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ। ଆସନ୍ତୁ ସେ ବିଷୟରେ ପୂରା ଜାଣିନେବା।

Kerala boat tragedy
କେରଳ ଡଙ୍ଗା ବୁଡ଼ିର ସାଂଘାତିକ ଦିଗ ! ମାଛଧରା ବୋଟ୍‌ରେ କାହିଁକି ଯାଉଥିଲେ ଯାତ୍ରୀ ?

ଡଙ୍ଗା ମାଲିକ ନାଜିରଙ୍କ ନାଁରେ ହତ୍ୟା ଅପରାଧ ଭଳି ମାମଲା ଦାୟର କରାଯାଇଛି । ହେଲେ ଦୁର୍ଘଟଣା ପରଠୁ ଡଙ୍ଗା ମାଲିକ ଫେରାର ହୋଇଯାଇଛି

NEET aspirants forced to remove bra at Chennai
କ’ଣ ସତରେ ରହିଛି କି ଏମିତି ନିୟମ ? ପରୀକ୍ଷା କେନ୍ଦ୍ରକୁ ଅନ୍ତବସ୍ତ୍ର ମନା..!

ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକା ଏହି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଆଉ ସେଠାରେ ଏଭଳି ସ୍ଥିତି ଦେଖି ଏକ ଟ୍ୱିଟ୍‌ କରିଥିଲେ । ଯାହାକି ଲୋକଙ୍କ ଖୁବ୍‌ ଦୃଷ୍ଟି ଆକର୍ଷଣ କରିଛି ।

Facebook
ସାବଧାନ ଫେସ୍‌ବୁକ୍‌ ୟୁଜର ! ଭେରିଫାଏଡ୍ ଆକାଉଣ୍ଟ ବି ହୋଇପାରେ ଫେକ୍, କରନ୍ତୁ ନାହିଁ ବିଶ୍ୱାସ

ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍‌ବୁକ୍‌ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।

Titanic
ତିଆରି ହେଲା ସ୍ୱପ୍ନର ଘର; ଦେଖିବାକୁ ଅବିକଳ ଟାଇଟାନିକ ଜାହାଜ

ଜଣେ ଚାଷୀ ହେଉଛନ୍ତି ମିଣ୍ଟୁ ରୟ । ଯିଏ କି ଏହି ଟାଇଟାନିକ ଜାହାଜକୁ ନିର୍ମାଣ କରିଛନ୍ତି । ଦିନେ ତାଙ୍କର ସ୍ୱପ୍ନଥିଲା ଟାଇଟାନିକ ଜାହାଜ ପରି ସେ ଏକ ଘର ତିଆରି କରିବେ । ହେଲେ ସେ ଜଣେ ଚାଷୀ ଓ ଗରିବ ହୋଇଥିବାରୁ ଏହା ସମ୍ଭବପର ହୋଇନଥିଲା ।

Raveena tandon praise to ex boyfriend akshay kumar
ବ୍ରେକ୍‌ଅପ୍‌ର ଦୀର୍ଘ ବର୍ଷ ପରେ ରବୀନା-ଅକ୍ଷୟ ମିଳନ; ମୁହଁରେ ୨୪ କ୍ୟାରେଟ୍‌ର ହସ

ବ୍ରେକ୍‌ଅପ୍‌ର ଦୀର୍ଘ ବର୍ଷ ପରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାର ପରସ୍ପର ପ୍ରତି ଅତି ନିକଟତର ହେବା ଦେଖାଦେଇଛି। ଉଭୟଙ୍କ ମୁହଁରେ ଫୁଟି ଉଠିଥିବା ହସରୁ ଏହା ସ୍ପଷ୍ଟ ହୋଇଛି ଯେ, ଦୁହେଁ ପୂର୍ବର ସବୁ ରାଗରୁଷା ଭୁଲିଯାଇଛନ୍ତି ଆଉ ପରସ୍ପର ଉପରେ ବହୁତ ଖୁସି ଅଛନ୍ତି।

Bank Of Baroda announces big vacancy
BOBରେ ପୂରଣ ହେବ ଅନେକ ପଦବୀ; ଦରମା ୮୯ ହଜାର

ବ୍ୟାଙ୍କ୍‌ ଅଫ୍ ବରୋଦା(BOB) ନିୟମିତ ଭାବରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ସର୍ବାଧିକ ୮୯, ୮୯୦ ଟଙ୍କା ପାଇବେ।

Social Media, Viral Video
ମନଛୁଆଁ ଭିଡିଓ :୨ ବର୍ଷର ଛୁଆକୁ ଛାଡ଼ି ଅଫିସ ଯିବାକୁ ଚାହୁଁନି ମା’, ହେଲେ ପୁଅ କହୁଛି...

ମାଆଙ୍କ କାନ୍ଦ ଦେଖି ପୁଅ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । କହୁଛି ଅଫିସ ତ ଯିବାକୁ ପଡ଼ିବ । ଅଫିସ୍ ନଗଲେ କେମିତି ହେବ...

Cyber Crime, Black mail, Whatsapp Hack
ଗୋଟିଏ OTP, ହ୍ୱାଟ୍ସଆପ୍ ଆକାଉଣ୍ଟ ହାକ୍ ! DPରେ ପ୍ରଫେସରଙ୍କ ଫଟୋ ଲଗାଇ ଯୁବତୀଙ୍କୁ ପଠାଇଲା ଅଶ୍ଲିଳ ଭିଡିଓ

ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଛାତ୍ରୀ ଏନେଇ ପ୍ରଫେସରଙ୍କ ପାଖକୁ ଆସି ଅଭିଯୋଗ କରିବାକୁ ସାହସ କଲେ । ଆଉ ପୁରା ଘଟଣା ପ୍ରଫେସରଙ୍କୁ ଜଣାଇଲେ ।

Gujarat
ମହାଦେବଙ୍କ ଦର୍ଶନ ସାରି ଫେରୁଥିଲେ,ସ୍ତ୍ରୀ ସାମ୍ନାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଦେବ ଦେବ ମହାଦେବଙ୍କୁ ଦର୍ଶନ କରି ଗାଡ଼ିରେ ସ୍ତ୍ରୀକୁ ଅପେକ୍ଷା କରିଥିଲେ ବିଜେପି ନେତା । ହଠାତ୍‌ ଗାଡ଼ି ପାଖରେ ରହିଲା ଏକ ବାଇକ୍‌ . . ଆଉ ତା’ପରେ ..

Shah Rukh Khan has always been a trustworthy and encouraging father
ଆର୍ଯ୍ୟନ ଜଣେ 'ଭଲ ଲେଖକ', ଅଭିନେତା ପାଇଁ ଯାହା ଆବଶ୍ୟକ ତାଙ୍କ ପାଖରେ ନାହିଁ: ଶାହରୁଖ

ନିଜ ପିଲାମାନଙ୍କ ପାଇଁ କିଙ୍ଗ୍ ଖାନ୍ ସର୍ବଦା ଜଣେ ବିଶ୍ୱସ୍ତ ଏବଂ ଉତ୍ସାହିତ ବାପାର ପ୍ରମାଣ ଦେଇଛନ୍ତି। ପିଲାମାନେ ଯାହା ଚାହାନ୍ତି ସେ ସେମାନଙ୍କ ପାଇଁ ସେପରି ରାସ୍ତା ତିଆରି କରିଦିଅନ୍ତି। ତାଙ୍କ ବଡ ପୁଅ ଆର୍ଯ୍ୟନଙ୍କ କ୍ଷେତ୍ରରେ ଏହା ପ୍ରମାଣିତ। ଆସନ୍ତୁ ପୂରା ଖବର ଜାଣିବା…

Air Ticket To Kolkata From Imphal Touches Rs 30,000
ଆକାଶ ଛୁଆଁ ବିମାନ ଭଡ଼ା: ଇମ୍ଫାଲରୁ କୋଲକାତା ବିମାନ ଭଡ଼ା ୩୦ ହଜାର ଟଙ୍କା !

ଆକାଶ ଛୁଆଁ ବିମାନ ଭଡ଼ା। ମଣିପୁରର ରାଜଧାନୀ ଇମ୍ଫାଲରୁ କୋଲକାତା ବିମାନ ଭଡ଼ା ଆକାଶଛୁଆଁ ହୋଇଛି। ଏବେ କୋଲକାତା ଭଡ଼ା ବଢି ୩୦ ହଜାର ଟଙ୍କା ହୋଇଛି।

Cyclone May Form On May 10 Says IMD DG
କେଉଁଆଡ଼େ ଯିବ ବାତ୍ୟା ? କେବେ କରିପାରେ ଲ୍ୟାଣ୍ଡ୍‌ଫଲ୍‌...ଭାରତୀୟ ପାଣିପାଗ ବିଭାଗ ଦେଲା ସୂଚନା

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି, ‘ପୂର୍ବାନୁମାନ ଅନୁସାରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।’

Revenge son's death man bail for killer then Killed
ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା: ହତ୍ୟାକାରୀକୁ ଜେଲ୍‌ରୁ ବାହାର କଲେ, ପରେ ଜୀବନ ନେଲେ...

ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା। ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ। ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

crime
‘ବାପା, କକା, ଭାଇ ଦୁଷ୍କର୍ମ କରନ୍ତି’ ! ସାହାରା ଦେଇ ଇଜ୍ଜତ୍‌ ଲୁଟିଲେ

ସତରେ କେତେ ଘୃଣ୍ୟ ଏ ମଣିଷ । ଯାହାକୁ ସାହାରା ଦେବା ପାଇଁ ଆଣିଥିଲେ । ତା’ର ଇଜ୍ଜତ୍‌ ଲୁଟିଲେ । ପୋଷ୍ୟ କରି ଆଣିଥିବା ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନାବାଳିକା । ପୋଲିସ୍‌ ମଧ୍ୟ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

gold mine fire
ସୁନାଖଣିରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୭ ଜଣ

ନିଆଁ ଲାଗିବା ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ । ହଠାତ୍‌ ଅଗ୍ନିକାଣ୍ଡ ଯୋଗୁଁ ବାହାରକୁ ବାହାରିବା ସମ୍ଭବପର ହୋଇନଥିଲା ।

Gold Price Today
Gold Price Today 8th May 2023: ସୁନା ଦରରେ ପରିବର୍ତ୍ତନ ;କିଣିବା ପୂର୍ବରୁ ଜାଣନ୍ତୁ କେତେ ଅଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୭୫୦ ଟଙ୍କା ହୋଇଛି।

This woman has undergone 200 surgeries to look young
ୟଙ୍ଗ୍‌ ଦିଶିବା ପାଇଁ ୨୦୦ ସର୍ଜରୀ: ‘ପୁଅ ଚାହାଁନ୍ତି ଡେଟ୍‌, ନାକ ଟେକନ୍ତି ଝିଅ’

ଏମିତି ଜଣେ ମହିଳା ଯିଏକି ସବୁବେଳେ ୟଙ୍ଗ୍‌ ଦିଶିବା ପାଇଁ ୨୦୦ରୁ ଅଧିକ ସର୍ଜରୀ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଲେଣି।

Warren Buffett
AIକୁ ପରମାଣୁ ବୋମା ସହ ତୁଳନା କଲେ ୱାରେନ୍ ବଫେ, କହିଲେ ଏହାର ପରିଣାମ . . .

ପରମାଣୁ ବୋମାର ଭୟାବହତା ସମ୍ପର୍କରେ ସମସ୍ତେ ଅବଗତ । ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ମଧ୍ୟ ପରମାଣୁ ବୋମା ଠାରୁ କୌଣସି ଦିଗରେ କମ୍‌ ନୁହେଁ । ଏବେ ଏନେଇ ଆଉ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଚିନ୍ତା ପ୍ରକଟ କରିଛନ୍ତି ।

Indian Air Force MiG-21 fighter aircraft crashed in Rajasthan
ଗାଁ ଲୋକଙ୍କ ଉପରେ ଖସି ପଡ଼ିଲା ବାୟୁସେନା ବିମାନ

ରାଜସ୍ଥାନ ହନୁମାନଗଡ଼ରେ MIG-21 ଫାଇଟର ଜେଟ୍‌ ଖସି ପଡ଼ିଛି। ବିମାନ ଖସିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

8 dead after car plows into crowd outside migrant shelter in Texas
ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ, ଫୁଲ୍‌ ସ୍ପିଡ୍‌ରେ ଆସି ଲୋକଙ୍କ ଉପରେ ମାଡ଼ିଗଲା କାର୍‌...

ଶରଣାର୍ଥୀ ଶିବିର ବାହାରେ ବସ୍‌ ଷ୍ଟପେଜ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍‌ୟୁଭି କାର୍‌ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Today Panchang
Today Panchang 8th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

World Thalassaemia Day 2023
World Thalassaemia Day: କାହିଁକି ହୁଏ ଥାଲାସେମିଆ; ଜାଣନ୍ତୁ ଦିବସ ପାଳନର ମହତ୍ତ୍ୱ

ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ବିକାର ସମସ୍ୟା ଯାହା ସାଧାରଣ ଠାରୁ କମ୍ ହେମୋଗ୍ଲୋବିନ୍ ଏବଂ ଶରୀରରେ କମ୍ ଲାଲ ରକ୍ତ କଣିକାର ବିଶେଷତା। ଏହାର ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକାପଣ, ଧୀର ଅଭିବୃଦ୍ଧି ଆଦି ରହିଛି। ଏ ବିଷୟରେ ସଚେତନତା ପାଇଁ ପାଳନ ହେଉଛି ‘ବିଶ୍ୱ ଥାଲାସେମିଆ ଦିବସ’।