ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ବେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ଦେବ ଦମ୍ପତିଙ୍କର ବିବାହ ଲାଗି ସହରରେ ଉତ୍ସବର ମାହୋଲ। ଆଜି ରାତିରେ ବିଭିନ୍ନ ଶିବ ମନ୍ଦିରରୁ ଭୋଲାବାବା ବରଯାତ୍ରୀ ନେଇ ବାହାରିବେ। ସୁନ୍ଦର ଭାବେ ସଜେଇ ହୋଇଥିବା ବିମାନରେ ମହାଦେବଙ୍କୁ ନଗର ପରିକ୍ରମା କରାଯିବ। ବାଜା, ବାଣ ଓ ରୋଷଣୀ ସହ ନାଚଗୀତରେ କନ୍ୟାଘରକୁ ଯିବ ଶୋଭାଯାତ୍ରା।
ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।
ହିନ୍ଦୁ ଦେବାଦେବୀଙ୍କ ପୂଜା ସମୟରେ ଭକ୍ତମାନେ ଫୁଲ, ଫଳ, ମିଠା ଓ ନଡ଼ିଆ ଲାଗି କରିଥାନ୍ତି। ହେଲେ ଏଠି ବ୍ୟତିକ୍ରମ କାହିଁକି ?
ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।
ଯଦି ଆପଣମାନେ ଶିବରାତ୍ରୀ ଦିନ ଏହି କାମ କରୁଛନ୍ତି ତେବେ ରାଗିଯାଇଥାଆନ୍ତି ମହାଦେବ। ତେବେ ଆସନ୍ତୁ ଜାଣିବା ଶିବରାତ୍ରୀରେ କଣ କଣ କରିବା ଏବଂ କଣ କରିବା ନାହିଁ।
ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।
ଚଳିତ ବର୍ଷ ମଧ୍ୟ ବୋଲ୍ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍ଆର୍ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ