ଏଥର ବଡ଼ ଓଷାରେ ଜାଣିବା ଆସନ୍ତୁ ବଡ଼ ଓଷା ପଛରେ କି କି କିମ୍ବଦନ୍ତୀ ରହିଛି, ଏଥିରେ ଶିବଙ୍କୁ କାହିଁକି ପୂଜା କରାଯାଏ ଓ ଧବଳେଶ୍ଵର ଶିବଙ୍କ ସହ ଏହାର ସମ୍ପର୍କ କ'ଣ ?
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ।
ଗୋଟେପଟେ କାନ୍ଧରେ ଶବ ନେଇ ଶ୍ମଶାନରେ ଲୋକେ ପହଞ୍ଚୁଛନ୍ତି ଅନ୍ତିମ ସଂସାର ପାଇଁ... ଆଉ ଅନ୍ୟପଟେ ଡିଜେ ଗୀତରେ ଝୁମୁଛନ୍ତି ଲୋକେ । ପରସ୍ପର ଉପରେ ପିଙ୍ଗୁଛନ୍ତି ଅବିର ଓ ଫୁଲ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା ହର୍ ହର୍ ମହାଦେବ । ଏପରି ଅଦ୍ଭୁତ ଦୃଶ୍ୟ ହେଉଛି କାଶୀର ମଣିକର୍ଣ୍ଣିକା ଘାଟର ।
ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ବିଶ୍ୱାସ କରାଯାଏ ଯେ ଭଗବାନ ଶିବଙ୍କର ଦୁଇଟି ପତ୍ନୀ ଥିଲେ, ପ୍ରଥମ ଦେବୀ ସତୀ ଏବଂ ଦ୍ୱିତୀୟ ମାତା ପାର୍ବତୀ। କିନ୍ତୁ ଯଦି ହିନ୍ଦୁ ପୁରାଣକୁ ବିଶ୍ୱାସ କରାଯାଏ, ତେବେ ଭଗବାନ ନିଳକଣ୍ଠେଶ୍ୱର ଜଣେ କି ଦୁଇଜଣ ନୁହେଁ ବରଂ ଚାରିଜଣଙ୍କୁ ବିବାହ କରିଥିଲେ।
ହିନ୍ଦୁ ଧର୍ମରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ତେବେ କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିଦ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !
ଆମେ କହୁଛୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ । ଏଇ ପବିତ୍ର ଅଲୌକିକ ଗାଁରେ ଶତାଧିକ ଶିବଲିଙ୍ଗ ବାହାରିବାରୁ ଏହାକୁ ଶହେ ଶିବଲିଙ୍ଗର ଗାଁ ବୋଲି କୁହାଯାଏ ।
ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୧୫ ଜଣ କାରିଗର ଏହି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି ।
ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍ କଟର ମେସିନରେ କାଟିଲେ ବେକ, ତା’ପରେ...
ସେଦୃଷ୍ଟିବାଧିତ ହୋଇଥାନ୍ତୁ କି ଶରୀରକୁ ଅସହ୍ୟ କଷ୍ଟ ଲାଗୁଥାଉ, ମହାଦେବଙ୍କ ଭକ୍ତି ଆଗରେ କିନ୍ତୁ ଏସବୁ ଯେ ଫିକା। ଯାହା ଦେଖିବାକୁ ମିଳିଛି ଶ୍ରାବଣ ଦ୍ୱିତୀୟ ସୋମବାରରେ। ଆଠଗଡ଼ର ଧବଳେଶ୍ୱର ଓ କୋରାପୁଟର ଗୁପ୍ତେଶ୍ୱର ପୀଠରେ ଏମିତି ତିନି ଜଣ ଅନନ୍ୟ ଶିବ ଭକ୍ତଙ୍କୁ ଭେଟିଥିଲା ଓଟିଭି।
ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍
ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍
ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ବେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ଦେବ ଦମ୍ପତିଙ୍କର ବିବାହ ଲାଗି ସହରରେ ଉତ୍ସବର ମାହୋଲ। ଆଜି ରାତିରେ ବିଭିନ୍ନ ଶିବ ମନ୍ଦିରରୁ ଭୋଲାବାବା ବରଯାତ୍ରୀ ନେଇ ବାହାରିବେ। ସୁନ୍ଦର ଭାବେ ସଜେଇ ହୋଇଥିବା ବିମାନରେ ମହାଦେବଙ୍କୁ ନଗର ପରିକ୍ରମା କରାଯିବ। ବାଜା, ବାଣ ଓ ରୋଷଣୀ ସହ ନାଚଗୀତରେ କନ୍ୟାଘରକୁ ଯିବ ଶୋଭାଯାତ୍ରା।
ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।
ହିନ୍ଦୁ ଦେବାଦେବୀଙ୍କ ପୂଜା ସମୟରେ ଭକ୍ତମାନେ ଫୁଲ, ଫଳ, ମିଠା ଓ ନଡ଼ିଆ ଲାଗି କରିଥାନ୍ତି। ହେଲେ ଏଠି ବ୍ୟତିକ୍ରମ କାହିଁକି ?
ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।
ଯଦି ଆପଣମାନେ ଶିବରାତ୍ରୀ ଦିନ ଏହି କାମ କରୁଛନ୍ତି ତେବେ ରାଗିଯାଇଥାଆନ୍ତି ମହାଦେବ। ତେବେ ଆସନ୍ତୁ ଜାଣିବା ଶିବରାତ୍ରୀରେ କଣ କଣ କରିବା ଏବଂ କଣ କରିବା ନାହିଁ।
ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।
ଚଳିତ ବର୍ଷ ମଧ୍ୟ ବୋଲ୍ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍ଆର୍ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ