ନୟାଗଡ, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡା ।
ଆଜି ଭାରତରେ ପାଳନ ହେଉଛି ବାଳିକା ଦିବସ। ‘ବେଟି ବାଚାଓ, ବେଟି ପଢାଓ’ ପରି ଭାରତ ସରକାରଙ୍କ ବହୁଚର୍ଚ୍ଚିତ ଯୋଜନା ଚାଲିଛି। ଏତେ ସବୁ ଯୋଜନା ପରେ ବି ଭାରତରେ କ’ଣ ଝିଅମାନେ ସୁରକ୍ଷିତ? ଆସନ୍ତୁ ଏ ବିଷୟରେ ନଜର ପକେଇବା।
ଶିଶୁ କନ୍ୟା ସନ୍ତାନ ଦିବସରେ ବି ଅଲୋଡ଼ା । ଟମକା ଚମ୍ପାଝରରେ ଶିଶୁକନ୍ୟାକୁ ମାଆ ଗଳା ଚିପି ହତ୍ୟା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ମୁକ୍ତିଢିପାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସେପଟେ ପୁଣି ଝିଅ ହେବାରୁ ଚାନ୍ଦବାଲି ମେଡିକାଲରେ ପତ୍ନୀ ଓ କନ୍ୟାକୁ ଛାଡ଼ି ବାପା ଛୁ ।
ପ୍ରତିବର୍ଷ ୧୧ ଅକ୍ଟୋବରରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’। ଏହାକୁ ଝିଅମାନଙ୍କର ସୁସ୍ଥ ଜୀବନ, ଶିକ୍ଷା ଏବଂ ବୃତ୍ତି ପାଇଁ ପଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ କ’ଣ।
ଝିଅଙ୍କ ଅଧିକାର ପାଇଁ ଜାତିସଂଘ ପକ୍ଷରୁ ପାଳନ କରାଯାଉଛି ଏହି ଦିବସ ।