• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Custodial Death
ମୃତଦେହ କାହାର ? ପରିବାର ଲୋକ କହୁଛନ୍ତି ସେ ଦେବେନ୍ଦ୍ର ଆଉ ପୋଲିସ କହୁଛି ପ୍ରଦୀପ !

ରାଜଧାନୀର ଛାତି ଉପରେ ହାଜତ ମୃତ୍ୟୁ ବିବାଦ । ଛନ୍ଦିହୋଇଛି କମିଶନରେଟ୍ ପୋଲିସ । ପରିଚୟ ଦ୍ୱନ୍ଦ୍ୱ ବଢ଼ାଉଛି ବଡ଼ଗଡ଼ ଥାନା । ପୋଲିସ କହୁଛି, ମୃତକଙ୍କ ନାଁ ପ୍ରଦୀପ ସାହୁ ।

College Students
ସ୍କୁଲ ପରେ କଲେଜଜରେ ବି କମିଲା ଖରା ଛୁଟି

ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି ।

LOKA SEVAK
ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ! ହେଲେ ସାଧାରଣ ଲୋକଙ୍କୁ ମିଳୁନି ପାସ୍‌

ଆଜିଠାରୁ ଅର୍ଥାତ ଏପ୍ରିଲ୍‌ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି ।

Man arrested by Badagada Police for allegedly stealing bicycle reportedly falls ill in custody, decl
ପୋଲିସ ହେପାଜତରେ ମୃତ୍ୟୁ ! ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ପୋଲିସ ହେପାଜତରେ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Radio fair organised in Bhubaneswar
ରାଜଧାନୀରେ ରେଡିଓ ଫେୟାର ଅନୁଷ୍ଠିତ

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି ।

Lekhashree
ମୋଦିଙ୍କ ଗୁଣ ଗାଇଲେ ଲେଖାଶ୍ରୀ, ବଖାଣିଲେ କେନ୍ଦ୍ର ସରକାରଙ୍କ ସଫଳତା

ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ସେ କହିଛନ୍ତି, ୨୦୧୪ ଆଗରୁ ଦେଶର ଅର୍ଥନୀତି ପୁରା ଦୁର୍ବଳ ଥିଲା । ୫୦ ଭାଗ ଲୋକ ବ୍ୟବସ୍ଥାରୁ ବାହାରେ ଥିଲେ । ମୋଦି ସରକାର ଆସିବା ପରେ ସେଥିରେ ଅନେକ ପରିବର୍ତ୍ତନ ଆସିଛି ।

Bhubaneswar ATM Loot Case
କେମିତି ATM ଉପାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍‌ କଲେ ? ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍‌ କରିଛି ପୋଲିସ। ସେମାନଙ୍କ ଲୁଟ୍‌ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି।

Biju Pattnaik - OTV
OTVକୁ ୨୫ ବର୍ଷ ! ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ତିମ ଯାତ୍ରାରୁ ଆରମ୍ଭ ହୋଇଥିଲା ଖବର ଦୁନିଆର ଯାତ୍ରା

୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ ।

Saswat Mishra
ଚିଠି ପରେ ଚିଠି ! ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହେଲାଣି ଭିନ୍ନ ବିବାଦ

୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Hot wave
ଆହୁରି ତାତିବ ! ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ।

Odisha Chhatra Congress Members Hurl Tomatoes Minister Arun Sahoo's Residence
ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼। ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ।

Keshari Maal
‘ପଇସା ନେଇଯାଉଛ କାମ କରୁନ’, ଭୁବନେଶ୍ୱର ନୂଆ ମେୟର ସୁଲୋଚନାଙ୍କୁ ରୋକ୍‌ଠୋକ୍‌ ଶୁଣାଇଲେ ବ୍ୟବସାୟୀ

ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣି ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ।

Bhubaneswar ATM Loot Case
ଭୁବନେଶ୍ୱର ATM ଲୁଟ୍‌ ପଛରେ ବାଂଲାଦେଶ ଲିଙ୍କ୍‌ !

ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍‌ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି। 

JEE Advanced 2022: IIT JEE exam rescheduled, to be conducted on August 28
ପୁରୁଣା ଫର୍ମୁଲା ପୁନରାବୃତ୍ତି ! ଦଶମ-ଦ୍ୱାଦଶରେ ହେବ ଏକକ ବୋର୍ଡ ପରୀକ୍ଷା..

ଦୁଇଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି ।

Electricity
ଷ୍ଟକ୍‌ରେ ନାହିଁ କୋଇଲା, ଏଥର ଘନ ଘନ ବିଜୁଳି କାଟ ! ଖାଉଟିଙ୍କ ମନରେ ଅସନ୍ତୋଷ

ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି ।

Fire Mishap At Bhubaneswar Keshari Mall
କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟଣା: ଆଜି ଖୋଜାଯିବ ନିଆଁ ଲାଗିବା କାରଣ

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ । ନିଆଁ କେମିତି ଲାଗିଲା, ଆଜି ତାର କାରଣ ଖୋଜାଯିବ ।

Seizure of cocaine from Bhubaneswar
କୋକେନ୍ ମାଫିଆଙ୍କ ଟାର୍ଗେଟ୍‌ରେ ହକି ବିଶ୍ୱକପ୍, ଦିଲ୍ଲୀରୁ ଭୁବନେଶ୍ୱରକୁ ଲମ୍ବିଛି ଚେର

ଭୁବନେଶ୍ୱରରେ କୋକେନ୍ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ କୋକେନ୍ ବିକ୍ରି ପାଇଁ ମାର୍କେଟ ପ୍ରସ୍ତୁତି ଚାଲିଥିଲା ବୋଲି ଜଣାପଡ଼ିଛି। 

Cocaine
କିଏ ଖାଉଛି ମହଙ୍ଗା ନିଶା କୋକେନ୍ ?

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର କୋକେନ ଜବତ ପରେ ବଢିଛି ଏସ୍‌ଟିଏଫ୍‌ର ଚିନ୍ତା । ଓଡ଼ିଶାରେ କେତେ ଦିନ ହେଲା ଚାଲିଛି ଏହି ନିଶା କାରବାର? ଏହା ପଛରେ ସଂପୃକ୍ତ ଅଛନ୍ତି ଆଉ କେଉଁ ବ୍ୟକ୍ତି?

Drown
ନଦୀରେ ଗାଧୋଇବା ହେଉଛି କାଳ ! ପାଣିରେ ବୁଡି ଯାଉଛି ଅନେକ ଅମୂଲ୍ୟ ଜୀବନ, ଦାୟୀ କିଏ ?

ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ ।

Family Fight
କ୍ଷଣିକ ରାଗ ପାଇଁ ରକ୍ତର ନଦୀ ବୁହାଉଛି ରକ୍ତ ସମ୍ପର୍କ, ଏହା ପଛରେ କ’ଣ ରହିଛି କାରଣ ?

କଟକ ମାହାଙ୍ଗାରେ ସମ୍ପତ୍ତି ପାଇଁ ସାନ ଭାଇର ସୀମାପାର ନୃଶଂସତା । କ୍ଷଣିକ ଆକ୍ରୋଶରେ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରି ବଡ଼ ଭାଇର ପୁରା ପରିବାରକୁ ନିଶ୍ଚିହ୍ନ କରିଦେଲା ସାନ ଭାଇ ।

Summer vacation
ଖରା ଛୁଟିକୁ ନେଇ ନୂଆ ନିୟମ, ଏଥର ଦେଢ଼ମାସ ନୁହେଁ ୧୦ ଦିନ ଛୁଟି

ନୂଆ କ୍ଲାସ୍‌ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି ।

Tiger
ନନ୍ଦନକାନନରେ ଆଉ ଏକ ବାଘ ଛୁଆର ମୃତ୍ୟୁ

ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ବାଘଛୁଆ ବିବେକର ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ଗୋଡ଼ ହାଡ଼ରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା ।

Corona Testing
ଆଶ୍ୱସ୍ତି ! ଓଡ଼ିଶାରେ ଏଯାଏଁ ଦେଖା ଦେଇନି ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ

ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ ହେଉଛି ଡେଲଟା ଓ ଓମିକ୍ରନ୍‌ର ମିଳିତ ସବ୍ ଭାରିଏଣ୍ଟ । ଏହାର ସଂକ୍ରମଣ ହାର, କ୍ଲିନିକାଲ ରିପୋର୍ଟ ଓ ସିଭିୟରିଟି ବେଶି ନାହିଁ ।

MP Aparajita Sarangi
‘ଯଦି ତଦନ୍ତ ନ ହୁଏ, ସପ୍ତାହେ ପରେ ପୁଣି ଥରେ ମନେ ପକାଇବି’

ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରା ନଯିବା ପ୍ରସଙ୍ଗରେ ପୁଣି ଆଜି ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯଦି ତଦନ୍ତ ନ ହୁଏ, ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକାଇବି ବୋଲି ସାଂସଦ କହିଛନ୍ତି।

Cocaine
ନିଶା ଆଡ୍ଡା ଭୁବନେଶ୍ୱର ! ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍‌ସୁଗର ପରେ ଏବେ କୋକେନ୍‌ ଜବତ

ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।