୨୦୦୦ରୁ ୨୦୨୩ ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ କଟା ଯାଇଛି ଗଛ । ୨୩ ବର୍ଷରେ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି । ସବୁଠୁ ଅଧିକ ବିଦ୍ୟୁତ୍ ଓ ଖଣି ପାଇଁ ଗଛ ବଳି ପଡ଼ିଛି । ଗୃହରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସୂଚନା ।
ଶହ ଶହ ପୁରୁଣା ଗଛକୁ ବେଧଡ଼କ କାଟି ନେଲେ ଲୁଟେରା । ଭିଡିଓ ଭାଇରାଲ୍ ପରେ ରାଗିଲେ ପ୍ରକୃତିପ୍ରେମୀ । ବନ ବିଭାଗର ସଫେଇ ନୂଆ ଗଛ ଲାଗିବ, ଯିଏ କାଟିଛି ଛାଡ଼ିବୁନି ।
କିସମ ଜଙ୍ଗଲ ଥିବା ଜମିରୁ ଗଛକଟାକୁ ପରିବେଶବିତଙ୍କ ବିରୋଧ । ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଜୋର ଧରିଲା ଦାବି ।
ସରକାର ବର୍ଷବର୍ଷର ପୁରୁଣା ଗଛକୁ ଯେଉଁ ଟାଙ୍ଗିଆରେ ହାଣୁଛନ୍ତି ସେ ଟାଙ୍ଗିଆ ବେଣ୍ଟ ଭାଙ୍ଗିବ କି? କାହା ସପକ୍ଷରେ ଯିବ ରାୟ?
ରାଜଧାନୀ ଭୁବନେଶ୍ୱରରେ ବଳି ପଡୁଛି ଶହ ଶହ ପୁରୁଣାକାଳିଆ ଗଛ। ଏସବୁ ଗଛକୁ ବିଧାୟକମାନଙ୍କ ପାଇଁ ସରକାରୀ ସୌଧ ନିର୍ମାଣ ଲାଗି କାଟି ସଫା କରି ଦିଆଯାଉଛି।