• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Students Protest

Students’ Union Election
ତେଜୁଛି ଛାତ୍ର ସଂସଦ ନିର୍ବାଚନ ଅସନ୍ତୋଷ; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।

Students’ Union Election
ତେଜୁଛି ଛାତ୍ର ସଂସଦ ନିର୍ବାଚନ ଅସନ୍ତୋଷ; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।

Midday Meal
ମଧ୍ୟାହ୍ନ ଭୋଜନରେ କେବଳ ଭାତ ! ତରକାରୀ ପାଇଁ ବିଡିଓଙ୍କ ଅଫିସ ଆଗରେ ଧାରଣା

ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ।

students protest
ସ୍କୁଲରେ ଶିକ୍ଷକ ନାହାନ୍ତି, ଆମେ ପଢିବୁ କେମିତି?

ସ୍କୁଲରେ ଶିକ୍ଷକ ନାହାନ୍ତି, ୯୦ ପିଲାଙ୍କୁ ମାତ୍ର ଦୁଇ ଜଣ ଶିକ୍ଷକ। କେମିତି ପାଠ ପଢିବେ ପିଲା? ବାରମ୍ବାର ଗୁହାରି ପରେ ପ୍ରଶାସନ ଶୁଣିଲାନି। ତେଣୁ ରାସ୍ତା ଉପରେ ଏମିତି ଧାରଣାରେ ବସିଲେ ପିଲା , ଶିକ୍ଷକ ଓ ଅଭିଭାବକ

Private ITI college principal in Mayurbhanj in trouble after students protest
ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ୍‌ଙ୍କ ଭାଇ ! 

ଏକ ଘରୋଇ ITI କଲେଜରେ ଜଣେ ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ସାନ ଭାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ କଲେଜ ପ୍ରିନ୍ସିପାଲଙ୍କ ସାନ ଭାଇ ମାଡ଼ ମାରିବା ଭିଡିଓ ଭାଇରାଲ୍ ହୋଇଛି।

Utkal university students stage protest over water shortage
ରାତି ଅଧରେ ବାଲ୍‌ଟି ଧରି ଆନ୍ଦୋଳନକୁ ଓହ୍ଲାଇଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ

ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି। ଫଳରେ ରାତି ଅଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି। 

Students, Parents Protest Transfer Of Nabarangpur School Headmaster
ପ୍ରଧାନଶିକ୍ଷକଙ୍କ ପାଇଁ କାନ୍ଦି କାନ୍ଦି ଧାରଣା ଦେଲେ ଛାତ୍ରଛାତ୍ରୀ ...

ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ । କାନ୍ଦି କାନ୍ଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅହୋରାତ୍ର ଧାରଣା ।ନବରଙ୍ଗପୁର ରାଇଘର ବ୍ଲକ୍ ଗୁଛାଗୁଡ଼ା ସ୍କୁଲର ହେଉଛି ଘଟଣା ।