• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sidhant Mohapatra

Ollywood Star
ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ଚାରି ଦିନରେ ଦଳ ଛାଡ଼ିଲେଣି ୪ ଅଭିନେତା

ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।

Bhartruhari Mahtab, Sidhant Mohapatra
ବିଜେପିରେ ଯୋଗଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଆଜି ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।

MP Bhartruhari and Sidhant
ପଦ୍ମ ଧରିବେ ଭର୍ତ୍ତୃହରି, ସିଦ୍ଧାନ୍ତ, ଦମୟନ୍ତୀ !

ଆଜି କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅପରାହ୍ଣ ୨ଟା ୩୦ରେ ବିଜେପିରେ ସାମିଲ ହେବା ନେଇ ବିଜେପି ସେଣ୍ଟ୍ରାଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଚର୍ଚ୍ଚା ହେଉଛି ଆଜି ବିଜେପିରେ ଯୋଗଦେଇପାରନ୍ତି ଓଲିଉଡ୍‌ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର।

Bairagi Sethi
୨୮ ବର୍ଷର କାମକୁ ୮ ଦିନରେ କଲା ଓଟିଭି; ବୈରାଗୀଙ୍କୁ ମିଳିଲା ନୂଆ ଆଲବମ୍‌

ପୁଚୁକି ଗାଲି ଫେମ୍ ବୈରାଗୀଙ୍କୁ ମିଳିଲା କାମ । ଏକ ନୂଆ ଆଲବମରେ ନଜର ଆସିଛନ୍ତି ବୈରାଗୀ ।

Sidhant Mohapatra
ବୈରାଗୀଙ୍କୁ ଭେଟିଲେ ଅଭିନେତା ସିଦ୍ଧାନ୍ତ, 'ପୁଚୁକି ଗାଲି' ଗୀତରେ ଥିଲେ ସାଇଡ୍-ଡାନ୍ସର

ସିଦ୍ଧାନ୍ତଙ୍କ ପାଦ ତଳେ ଲୋଟିଗଲେ ବୈରାଗୀ...ଭୋ ଭୋ କାନ୍ଦି ଉଠିଲେ, କୁଣ୍ଢାଇ ପକାଇଲେ..ସିଦ୍ଧାନ୍ତଙ୍କ ବହୁ ପୁରୁଣା ସାଥି କଳାକାର ବୈରାଗୀ

Siddhant Mohapatra
ରାଜରାସ୍ତାରେ ମାନବିକତାର ପରିଚୟ ଦେଖାଇଲେ ସିଦ୍ଧାନ୍ତ ମହାପାତ୍ର

କୌଣସି ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇବାକୁ ହେଲେ ପ୍ରଥମ ଘଣ୍ଟାଟେ ବା ଗୋଲଡେନ ଆୱାରର ସଦୁପଯୋଗ ନିହାତି ଦରକାର। ଯାହାକୁ କାମରେ ଲଗାଇ ମରଣ ମୁହଁରୁ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେଥିପାଇଁ ତାଙ୍କୁ ଏବେ ଚାରିଆଡୁ ସାଧୁବାଦ ମିଳୁଛି।

Actor Sidhant Mohapatra Set An Example For Rescuing Accident Victim
ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଯୁବକ, ସହାୟତା ପାଇଁ ଧାଇଁ ଆସିଲେ ଅଭିନେତା ସିଦ୍ଧାନ୍ତ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।

Politics heats up in Ganjam ahead of General Election 2024
ଗଞ୍ଜାମରେ ବଦଳିବ କି ବିଜେଡିର ରାଜନୈତିକ ଦୃଶ୍ୟପଟ୍ଟ ?

ହଟଚମଟ ଗୋପାଳପୁର ପଲିଟିକାଲ ମୈଦାନ। ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଏ ଓ କେମିତି ଦେବେ ଚେକ୍, ବିଜେଡି ଚଳାଇଛି ଗୋଟି ଚାଳନା।

Raimohan Parida
ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ, ତଦନ୍ତ ପାଇଁ ପହଞ୍ଚିଲା ପୋଲିସ

କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି ।

Ollywood actor Raimohan Parida dies by suicide
କ’ଣ ଥିଲା ରାଇମୋହନଙ୍କ ସହ ସିଦ୍ଧାନ୍ତଙ୍କ ଶେଷ କଥା ?

ଅଚାନକ୍‌ ରାଇମୋହନଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି।

Gaap Saap Ep 407 22 Jan 2017 | Siddhanta Mahapatra - Odia Actor | Celeb Chat Show
Gaap Saap Ep 407 22 Jan 2017 | Siddhanta Mahapatra - Odia Actor | Celeb Chat Show

Odishatv is the leading news channel in Odisha. Our Website https://odishatv.in/ Watch Live: http://live.odishatv.in/ SUBSCRIBE to OTV channel https://goo.gl/Ehz6OP Like